jotisha sastra -ବାଛନ୍ତୁ ଆପଣଙ୍କର ରାଶି ( astrolosy),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ …

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ମହାବୀର ହନୁମାନ ଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି କେତୋଟି ରାଶି ର ଭାଗ୍ୟରେ | ଆଉ କୁହାଯାଉଛି କି ଲକ୍ଷ୍ମୀ ଙ୍କର କୃପା ଯୋଗୁ ଦୁନିଆରେ କେଉଁ ବ୍ୟକ୍ତି କେଉଁ ସ୍ଵଭାବର ତାହା କେହି ଜାଣିପାରନ୍ତି ନାହିଁ |ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ରାଶି ଚକ୍ରର ବାର ଗୋଟି ରାଶି ସହିତ ଜଡିତ,ରାଶି ଅନୁଯାଇ ଜାଣିହୁଏ କେଉଁ ବ୍ୟକ୍ତିଙ୍କ ସସ୍ଵଭାଵ କି ପ୍ରକାର |ମୁଁ ଆଜି ଆପଣକୁ ଏହି ବାର ଗୋଟି ରାଶିର ବ୍ୟକ୍ତିମାନଙ୍କ ସ୍ଵଭାଵ କିପରି ହୋଇଥାଏ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ପ୍ରତ୍ୟକ ରାଶିର ବ୍ୟକ୍ତିମାନଙ୍କ ସ୍ଵଭାଵ ବିଷୟରେ ଜାଣିବା |

କର୍କଟ ରାଶି :-କର୍କଟ ରାଶିର ବ୍ୟକ୍ତିମାନେ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରିଥାନ୍ତି, ଆପଣ ସର୍ବଦା ଚିନ୍ତା ମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ |ଆପଣ ସମସ୍ତଙ୍କ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣ ବହୁତ ଖୁସିରେ ରହିବେ | ସିଂହରାଶି :-ଏହି ବ୍ୟକ୍ତିମାନେ ବହୁତ ସ୍ନେହୀ ସ୍ଵଭାଵର ହୋଇଥାନ୍ତି, ଏମାନେ ଲୋକମାନଙ୍କ ସହିତ ଖୁବ ଶୀଘ୍ର ମିଶିଯାନ୍ତି ତେଣୁ ଏମାନଂକୁ ସବୁକ୍ଷେତ୍ରରେ କାମ ହାସଲ କରିବାପାଇଁ ସୁବିଧା ହୋଇଥାଏ |ଏମାନେ ତାଙ୍କ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇ ଥାନ୍ତି |

 

 

 

 

ସିଂହ ରାଶି :-ଏହି ସିଂହ ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଆସିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ | ଆଉ ଯେଉଁଠି ଯୋଜନା ବଦ୍ଧ ଭାବରେ କାମ କରିଲେ ସମସ୍ତ କାର୍ଯ୍ୟରେ ସଫଳତା ପାଇବା କଥା କୁହାଯାଉଛି | ତେବେ ଏହା ଛଡା କୁହାଯାଉଛି କି ଏହି ରାଶିର ବ୍ୟକ୍ତି ମାନେ ସମାଜରେ ନାଁ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି |4- ଧନୁ ରାଶି :-ଆପଣଙ୍କ ଜୀବନରେ ଆସିବାକୁ ଯାଉଛି ଶୁଭ ଫଳ | ଦମ୍ପତ୍ୟ ଜୀବନ ମଧ୍ୟ ସେମାନଙ୍କର ଶୁଭ ହେବାକୁ ଯାଉଛି | ବିଦ୍ୟାର୍ଥୀ ମାନେ ମଧ୍ୟ ସେମାନଙ୍କର କାର୍ଯ୍ୟରେ ସଫଳତା ପାଇବେ ଓ ନିଜର ଜୀବନରେ ଆଗକୁ ବଢିବେ ଓ ଉନ୍ନତି ହେବ

 

ମେଷ ରାଶି :-ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ, ଏମାନେ ସର୍ବଦା ଖୁସିରେ ରହିଥାନ୍ତି |ଏହି ବ୍ୟକ୍ତିମାନଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ, ନିଜର ଭଲ ସ୍ଵଭାଵ ପାଇଁ ଏମାନେ ସର୍ବଦା ଖୁସିରେ ରହିଥାନ୍ତି |ବୃଷରାଶି :-ଏହି ବ୍ୟକ୍ତିମାନେ ଭଲ ସ୍ଵଭାଵର ହୋଇଥାନ୍ତି, ଏମାନେ ସର୍ବଦା ଓ ସବୁସ୍ଥାନରେ ନିଜର ଖୁସି ଖୋଜିଥାନ୍ତି |ଏହି ବ୍ୟକ୍ତିମାନଙ୍କ ଜୀବନରେ କେବେ ଅଭାବ ରହିନଥାଏ, ସର୍ବଦା ହସଖୁସିରେ ଜୀବନ ଅତିବାହିତ କରିବାପାଇଁ ଚେଷ୍ଟା କରନ୍ତି |ମିଥୁନରାଶି :-ଏହି ବ୍ୟକ୍ତିମାନେ ସର୍ବଦା ନିଜର ଭାବନାକୁ ନିଜ ପାଖରେ ଲୁଚି ରଖିବା ପାଇଁ ଚେଷ୍ଟା କରିଥାନ୍ତି ତେଣୁ ଏମାନେ ସର୍ବଦା ଚିନ୍ତାରେ ରହିଥାନ୍ତି |ଆପଣ ନିଜର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବାପାଇଁ ଚେଷ୍ଟା କରନ୍ନ୍ତୁ ଦେଖିବେ ଆପଣ ବହୁତ ଖୁସିରେ ରହିବେ |

କନ୍ୟା ରାଶି :-ଏହି ବ୍ୟକ୍ତିମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି, ଏମାନେ ସର୍ବଦା ଅନ୍ୟଖୁସି ପାଇଁ ଲଢ଼ିଥାନ୍ତି |ନିଜର ଖୁସି କଥା କେବେ ଚିନ୍ତାକରନ୍ତି ନାହିଁ ଏହି ସ୍ଵଭାଵ ପାଇଁ ଏମାନଂକୁ ସମସ୍ତେ ବହୁତ ଭଲ ପାଇଥାନ୍ତି | ତୁଳାରାଶି :-ଏହି ବ୍ୟକ୍ତିମାନେ ବହୁତ ଭଲ ହୋଇଥାନ୍ତି, ଯେଉଁମାନେ ଜୀବନ ସାଥି ବାଛିଛନ୍ତି ସେମାନେ ପ୍ରେମ ବିବାହ ନିଶ୍ଚିତ କରିବେ |ମାତ୍ର ଆପଣ ନିଜ ଜୀବନ ସାଥି ଉପରେ ସର୍ବଦା ବିଶ୍ୱାସ କରନ୍ତୁ ନାହିଁ ନହେଲେ ବହୁତ ପସ୍ତେଇବେ | ବିଛାରାଶି :-ବିଛରାଶିର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି କିନ୍ତୁ ନିଜର କ୍ରୋଧ ପାଇଁ ଏହି ବ୍ୟକ୍ତିମାନେ ଅନେକ ସ୍ଥାନରେ ଅସଫଳ ହୋଇଥାନ୍ତି |ତେଣୁ ଆପଣ ନିଜର ରାଗକୁ ସର୍ବଦା ନିଜ ଆୟତରେ ରଖିବାପାଇଁ ଚେଷ୍ଟା କରନ୍ତୁ |

 


ଧନୁରାଶି :-ଏମାନେ ସର୍ବଦା ନିଜର ଭବିଷ୍ୟତ ପାଇଁ ଅଧିକ ଚିନ୍ତା କରିଥାନ୍ତି କିନ୍ତୁ ବର୍ତମାନରେ ବିଶ୍ୱାସ କରନ୍ତି |ବର୍ତମାନ କରୁଥିବା କାର୍ଯ୍ୟ ସେମାନେ ନିଜ ଅନୁସାରେ ବହୁତ ଭଲ କରିଥାନ୍ତି ତେଣୁ ଏମାନେ ଜୀବନରେ କେବେ ଦୁଃଖ କଷ୍ଟ ପାଇନଥାନ୍ତି | ମକରରାଶି :-ଏମାନେ ନିଜ ଲକ୍ଷ୍ୟ ପଥରେ ଆଗେଇ ଚଳନ୍ତି ମାତ୍ର ଯଦି ଜୀବନରେ ହାରିଯାନ୍ତି ତେବେ ବହୁତ ନିରାଶ ହୋଇପଡନ୍ତି |

କୁମ୍ଭାରାଶି :-ଆପଣ ସମସ୍ତଙ୍କ ସହିତ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କାରଣ ଏହି ଦୁନିଆରେ ଆପଣ ଶତ୍ରୁର ଅଭାବ ନାହିଁ |ତେଣୁ ଆପଣ ଦେଖିକରି ବନ୍ଧୁତା ସ୍ଥାପନ କରନ୍ତୁ | ମୀନାରାଶି :-ଆପଣ ସର୍ବଦା ନିଜ ସମସ୍ୟାର ସମାଧାନ ନିଜେ କରିବା ପାଇଁ ଚେଷ୍ଟା କରନ୍ତି ତେଣୁ ଆପଣଙ୍କ ଏହି ଚିନ୍ତାଧାରା ପାଇଁ ଆପଣ ବେଳେବେଳେ ବହୁତ ଅଶୁଵିଧାରେ ପଡନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.