ନୂଆ ବର୍ଷ ଧମାକା || ଗୁଆ ଘିଅ ଘାଣ୍ଟୁଛି || Viral Video || ଓଡ଼ିଆ ନିୟୁ କମେଡି… ଭିଡ଼ିଓ ଦେଖିଲେ ହସି ହସି ଗଡିଯିବ || Mr Dhenkanalia
ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ଅଧିକାଂଶ ଯୁବପିଢି ଏବେ ନିଜକୁ ଆତ୍ମ ନିର୍ଭର କରିବା ପାଇଁ ଏହି ଡିଜିଟାଲ ପ୍ଲାଟଫର୍ମ କୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନଙ୍କୁ ରୋଜଗାର ମିଳି ଯାଉଛି। ଅନେକ ନିଜର ଟାଲେଣ୍ଟ କୁ ଦେଖାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଏଥିରୁ ରୋଜଗାର କରିବା ପାଇଁ ସକ୍ଷମ ହୋଇ ପାରୁଛନ୍ତି। ନିଜର ଡାନ୍ସ ଭିଡିଓ, ସୀଙ୍ଗୀଙ୍ଗ ଭିଡିଓ, ବ୍ଲଗ୍ ଭିଡିଓ ଏପରିକି କିଛି କମେଡି ଜୋକ୍ ଭିଡିଓ ଆଦି କରି ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଏବଂ ଲୋକେ ଏସବୁ ଦେଖିବାକୁ ବି ପସନ୍ଦ କରୁଛନ୍ତି।
ଏହାଛଡା ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି ଅନେକ ସମୟରେ। ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଲୋକେ ଦେଖି ପାରୁଛନ୍ତି। ଆଉ ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ବହୁତ୍ ଖୁସି ହୋଇଥାଉ।
ତେବେ ସୋସିଆଲ ବେଳେବେଳେ ଏମିତି କମେଡି ଭିଡ଼ିଓ ବି ନଜରରେ ପଡିଥାଏ ଯାହା ଉପରୁ ଆପଣ ଆଖି ହଟେଇ ପାରନ୍ତି ନାହିଁ ।ତେବେ ବର୍ତ୍ତମାନ ଦେଖୁଥିବେ ଛୋଟ ଛୋଟ ପିଲାମାନେ ଖୁବ ସୁନ୍ଦର ସୁନ୍ଦର କମେଡି କରୁଛନ୍ତି ଯାହା ଦେଖିଲେ ହସି ହସି ଗଡିଯିବେ ଆପଣ ।
ଆପଣ ମାନେ ଜାଣି ଥିବେ ଯେ ଗୁଆ ଘିଅ ଗୀତଟି ଯେତେ ପୁରୁଣା ହେଉଛି ତାହାର ଚାହିଦା ସେତେ ଅଧିକ ବଢିବାରେ ଲାଗିଛି । ଏହି ଗୀତଟି ରିଲିଜ୍ ହେବା ଦିନଠୁ ଏହାର ଟ୍ରେଣ୍ଡ ବଢି ବଢି ଚାଲିଛି । ଏହି ଗୀତଟି ଏତେ ପାପୁଲାର ହୋଇଛି ଯେ ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏଥିରେ ପୂରା ପାଗଳ ।
ଆଉ ଏହି ଗୀତଟି ଏତେପପୁରାଲ ହୋଇଥିଲା ଯେ ପିଲାମାନେ ଏହାକୁ ପରୀକ୍ଷା ଖାତରେ ମଧ୍ୟ ଲେଖି ଚର୍ଚ୍ଚାକୁ ଆସିଥିଲେ । ତେବେ ବର୍ତ୍ତମାନ ନୂଆ ବର୍ଷ ଆସିବାକୁ ଯାଉଛି ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ଗୁଆଘିଅକୁ ନେଇ ଏକ କମେଡି ଖୁବ୍ ଭାଇରାଲ ହେଉଛି ଯାହା ଆପଣମାନେ ଦେଖିଲେ ହସି ହସି ଗଢି ଯିବେ । ଏହି ଗୀତକୁ ନେଇ କିଛି ପିଲା ଏକ ସୁନ୍ଦର କମେଡି ଭିଡିଓ କରିଛନ୍ତିି ନୂଆବର୍ଷରେ ।
ତେବେ ଛୋଟ ପିଲା ଏବଂ ବଡ଼ ପିଲାମାନଙ୍କୁ ନେଇ ଏହି ଭିଡିଓ କରାଯାଇଛି,ଏହି ଭିଡିଓରେ ବଡ ପିଲାମାନେ ଗୋଟିଏ ଦଳ ଓ ଛୋଟ ପିଲାମାନେ ମଧ୍ୟ୍ୟ ଏକ ଦଳ ହୋଇ ଉଭୟ ଦଳ ଭିତରେ କମେଡି କଥା ହେବାର ଦେଖା ଯାଉଛି |ଏହି ବଡ ପିଲାମାନେ ଛୋଟ ପିଲାମାନଙ୍କୁ ବିଭିନ୍ନ ଶୋଳ୍କ ମାଧ୍ୟମରେ ହରାଇବା ପାଇଁ ଅନେକ କଥା କହିଛନ୍ତି, ମାତ୍ର ତାର ପ୍ରତି ଉତ୍ତରରେ ଛୋଟ ପିଲାମାନେ ମଧ୍ୟ ସେମାନଂକୁ ଅନେକ କଥା କହି ତାଙ୍କ କଥାର ସୁନ୍ଦର ଜବାବ ଦେଉଛନ୍ତି |
ନୂଆ ବର୍ଷରେ ବଡ଼ ପିଲାମାନେ ଭୋଜି କରିବେ ଏବଂ ସେହି ଭୋଜିରେ ମଟନ ଚିକେନ କରିବେ ବୋଲି କହିଛନ୍ତି, ଛୋଟ ପିଲା ହେବାରୁ ସେମାନଂକୁ ଅଣ୍ଡା ଛତୁଆ ଖାଇବା ପାଇଁ କହି ସେମାନଙ୍କର ମଜାକ ଉଡାଇଛନ୍ତି |ଏହି କଥାରେ ରାଗିଯାଇ ଛୋଟ ପିଲାମାନେ ସେମାନଂକୁ ଗୁଆ ଘିଅ କହି ତାଙ୍କୁ ଡରାଇବା ସହିତ ସେମାନଙ୍କୁ ଇଟା ଧରି ଗୋଡ଼ାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।