ହଠାତ ଚଳନ୍ତା ଟ୍ରେନ୍ ରେ ଘଟିଲା ଏଭଳି ଘଟଣା, ଦେଖିଲେ ଲୋମ ଟାଙ୍କୁରୀ ଉଠିବ….ଦେଖନ୍ତୁ Viral ଭିଡ଼ିଓ….

କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ। ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ।

 

ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆମେ ଆଜି ଆପଣଙ୍କୁ କହିବୁ ଏମିତି ଏକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ।ତେବେ ଘଟିଥିବା ଏହି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଏହା ଲୋକ ଲୋଚନକୁ ଆସିଛି। ଏଠାରେ ଜଣେ ଯୁବତୀ କିପରି ଚଳନ୍ତା ଟ୍ରେନ୍ ରୁ ଖସି ପଡ଼ୁଛନ୍ତି ତାହା ଥରେ ଦେଖନ୍ତୁ।ତେବେ ଏହି ଘଟଣାଟି ଘଟିଛି ମୁମ୍ୱାଇ ର ଏକ ଲୋକାଲ ଟ୍ରେନ୍ ରେ।

ତେବେ ଏହି ଯୁବତୀ ଜଣଙ୍କ ଚାଲୁଥିବା ଟ୍ରେନ୍ ରେ ଡୋର ପାଖରେ ଠିଆ ହୋଇଥିଲେ। ଟ୍ରେନ୍ ଚାଲୁଥିବା ବେଳେ ହଠାତ୍ କୌଣସି କାରଣରୁ ଯୁବତୀ ଜଣଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଟ୍ରେନ୍ ରୁ ଖସି ପଡ଼ିଥିଲେ। ତେବେ ସେ ପଡ଼ିଯିବା ପରେ କିନ୍ତୁ ଟ୍ରେନ୍ ର ଧାରକୁ ଧରି ରଖିଥିଲେ ଆଉ କିଛି ସମୟ ପର୍ଯ୍ୟନ୍ତ ସେଠାରେ ସେମିତି ଝୁଲି ରହିଥଲେ। ଟ୍ରେନ୍ ବି ଚାଲିଥିଲା। ଏହାକୁ ଦେଖି ସମସ୍ତେ ବିଚଳିତ ହୋଇ ପଡ଼ିଥିଲେ। ତେବେ କିଛି ସମୟ ପରେ କିନ୍ତୁ ଯୁବତୀ ଜଣଙ୍କ ଉପରକୁ ଉଠି ଆସିଥିଲେ। କାରଣ ସେଠାରେ ଉପସ୍ଥିତ ଥିବା ଅନ୍ୟ ସହ ଯାତ୍ରୀ ମାନେ ତାଙ୍କ ଜୀବନ ବଞ୍ଚାଇ ଦେଲେ।

 

ସେମାନେ ସାହସିକତା ର ସହ ଯୁବତୀଂକୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇଥିଲେ ଏବଂ ତାଙ୍କୁ ମଧ୍ଯ ଉଦ୍ଧାର କରିଥିଲେ।ସେ ଉପରକୁ ଆସିବା ପରେ ମଧ୍ୟ ଏକ ଭୟାନକ ସ୍ଥିତି ମଧ୍ୟରେ ରହିଥିଲେ।ତାପରେ ସେହି ସହଯାତ୍ରୀ ମାନେ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନେ ତାଙ୍କୁ ସାନ୍ତ୍ଵନା ଏବଂ ସାହସ ଦେଇଥିଲେ। ତେବେ ଏହି ଘଟଣାର ଦୃଶ୍ୟକୁ ଦେଖିଲେ ଯେମିତି ଲୋମ ଟାଙ୍କୁରି ଗଲା ଭଳି ଲାଗୁଛି। ତେଣୁ ଟ୍ରେନ୍ ରେ ଯିବା ସମୟରେ କେବେବି ଆପଣ ଡୋର ନିକଟରେ ଏମିତି ଅସୁରକ୍ଷିତ ଭାବରେ ଛିଡା ହୋଇ ଯାତ୍ରା କରନ୍ତୁ ନାହିଁ।

Leave A Reply

Your email address will not be published.