ରାତିରେ ପରିଶ୍ରା ଯାଇଥିଲି ମୋତେ ଟେକି ନେଇ ଭୁବନେଶ୍ଵରରେ 3 ମାସ ଭଡ଼ା ଘରେ ରଖି ଜେତେ ଇଛା କଲା, ଆଉ ତା’ପରେ ମତେ…

ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନୂଆ ନୂଆ ଭିଡିଓ ଭାଇରାଲ ହୋଇଥାଏ। ଆଉ ଯାହା ମାଧ୍ୟମରେ ଲୋକ ଅନେକ କଥା ଜାଣି ପାରିଥାନ୍ତି। ତେବେ ଆଜିକାଲି ସୋସିଆଲ ମିଡ଼ିଆର ଯୁଗ ଯୋଗୁଁ ଲୋକ ମାନଙ୍କର ପ୍ରତିଭା କୁ ପ୍ରକାଶ କରିବା ବା ନିଜ ପାଖରେ ଥିବା କଳା କୁ ଦେଖାଇବା ପାଇଁ କାହାର ସାହାଯ୍ୟ ନେବାକୁ ପଡ଼ୁନି। ତେବେ ନିଜ ପାଖରେ ଥିବା କଳା କୁ ସୋସିଆଲ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି। ଆଉ ଯାହା ଫଳରେ ବହୁତ ପ୍ରଶଂସା ର ଅଧିକାରୀ ହୋଇ ପାରୁଛନ୍ତି। ତେବେ ଏଠାରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଜଣେ ଯୁବତୀ ଗୀତ ଗାଉଥିବାର ଭିଡିଓ। ତେବେ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ।


ତେବେ ଆମେ ଜାଣିଛୁ ସମସ୍ତଙ୍କ ପାଖରେ କିଛି ନା କିଛି କଳା ରହିଛି କିନ୍ତୁ ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ପାରନ୍ତି ନାହିଁ ସମସ୍ତେ। ଆଉ ଯେଉଁଥିପାଇଁ ସେମାନଙ୍କ ପାଖରେ ଥିବା ପ୍ରତିଭା ଗୁଡିକ ସେହି ନିଜ ଭିତରେ ହିଁ ରହିଯାଏ। ତେବେ ଆଜିକାଲି ଯୁଗର ବିକାଶ ଘଟିଛି। ସୋସିଆଲ ମିଡ଼ିଆ ଯୁଗରେ ସେ ନାଚ ଠାରୁ ଆରମ୍ଭ କରିକି ସବୁ କିଛି ଭାଇରାଲ କରାଯାଉଛି ସୋସିଆଲ ମିଡ଼ିଆରେ।

ଆଉ ଯାହା ଯୋଗୁଁ ଲୋକମାନେ ପ୍ରଶଂସା ର ପାତ୍ର ହେବା ସହିତ ବିଭିନ୍ନ ଜାଗାରେ ସୁଯୋଗ ମଧ୍ୟ ପାଉଛନ୍ତି। ଯାହା ଫଳରେ ସେମାନଙ୍କର ଭବିଷ୍ୟତ ବିକାଶରେ ମଧ୍ୟ ତାହା ସାହାଯ୍ୟ କରୁଛି ବୋଲି କୁହାଯାଇଛି। ତେବେ ଠିକ ସେହିପରି ଜଣେ ଯୁବତୀ କିଛି ମାସ ତଳେ ନିଜର ପ୍ରତିଭା ଦେଖାଇ ଏକ ବହୁତ ସୁନ୍ଦର ଗୀତ ଗାଇଥିବା ନଜରରେ ଆସିଥିଲେ।

ଆଉ ସେହି ଯୁବତୀଙ୍କୁ ଓଲିଉଡ୍ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ବା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଆଉ ଆଜି ତାଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆଉ ତାହା ହେଉଛି ତାଙ୍କୁ ବିଶ୍ୱ ହକି କପ୍ ଗୀତ ଗାଇବା ତାଙ୍କ ପାଖକୁ ଅଫର୍ ଆସିଥିଲା। ଆଉ ସେ ମୁମ୍ବାଇ ଯାଇ ଗୀତ ମଧ୍ୟ ଗାଇଥିଲେ। ପ୍ରଥମ ଥର ସେ ଫ୍ଲାଇଟ୍ ରେ ବସି ମୁମ୍ବାଇ ଯାଇଥିଲେ ବୋଲି କହିଥିଲେ ଯୁବତୀ ଜଣକ। ଆଉ ତାଙ୍କୁ ଆଜି ଏତେ ବଡ଼ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ହେବା ସହିତ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।
ଆଉ ଗୀତଟି ବହୁତ ଭଲ ହୋଇଛି ବୋଲି ମଧ୍ୟ କହିଥିଲେ। ଗୀତଟି ବର୍ତ୍ତମାନ ସାମ୍ନାକୁ ଆସି ନାହିଁ। ଗୀତଟି ଶୁଣିଲେ ଆପଣଙ୍କୁ ବହୁତ ଖୁସି ଲାଗିବ ବୋଲି କହିଛନ୍ତି ଯୁବତୀ ଜଣକ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.