ଓଡିଶାର No-1 ୟୁଟୁବର ରୂପା ପିଣ୍ଟୁ ଙ୍କର ଆଉ ଏକ ନୂଆ ଆଲବମ୍ song ଦିଲଚର ..ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଭିଡ଼ିଓ ଉପଲୋଡ କରି ଲୋକ ପ୍ରିୟତା ହାସଲ କରି ଥାଆନ୍ତି ଏବଂ ପରେ ପରେ ଫେମସ ମଧ୍ୟ ହୋଇ ଯାଆନ୍ତି | ଏଥିରେ ଅନେକ ସେଲିବ୍ରେଟି ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ଖୁବ ଲୋକ ପ୍ରିୟତା ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି |

ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି | ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ତେବେ କେବଳ ନିଜ ଘର ପରିବାର କୁ ନେଇ ଭିଡ଼ିଓ ଉପଲୋଡ କରିଥାନ୍ତି ତାହା ନୁହେଁ ବରଂ ଅନେକ ସୁପରହିଟ ଆଲବମ ରେ ମଧ୍ୟ କାମ କରି ସାରିଲେଣି |

ତେବେ ବର୍ତ୍ତମାନ ସମୟରେ ତାଙ୍କର ଆଉ ଏକ ନୂଆ ଆଲବମ ଆସି ପହଞ୍ଚିଛି ଯାହାକି ରିଲିଜ ହେବାର ମାତ୍ର କେତେଟା ଘଣ୍ଟା ମଧ୍ୟରେ ଅନେକ ଭ୍ୟୁ ହୋଇ ସାରିଲେଣି | ତେବେ ଏହି ଆଲବମ ଟି ହେଉଛି ଦିଲ ଚୋର ଆଉ ଏହି ସୁନ୍ଦର ଗୀତ ଟିକୁ ହ୍ୟୁମାନ ସାଗର ଏବଂ ଜ୍ୟୋତିର୍ମୟୀ ନାୟକ କଣ୍ଠ ଦାନ କରିଛନ୍ତି | ଆଉ ଏହାର ଲିରିକ୍ସ ରମାକାନ୍ତ ଦାସ ଦେଇ ଥିବା ବେଳେ ଡିରେକ୍ଟର ମଣ୍ଟୁ ଜେନା କରିଛନ୍ତି | ତେବେ ଏଠାରେ ରୂପା ଙ୍କୁ ଏକ ଗାଁ ର ଜମିଦାର ଝିଅ କ୍ୟାରେଟ ରେ ଦେଖିବା ପାଇଁ ମିଳିଛି |

ଆଉ ସେ ଘରର ଝିଅ ହୋଇ ଯେଉଁଭଳି ଭାବରେ ଶାଢ଼ୀ ପିନ୍ଧି ରହିଛନ୍ତି ବେସ ସୁନ୍ଦର ଦେଖା ଯାଉଛନ୍ତି | ଏହି ଗୀତ ଟି ରହିଛି ଅଜାଣତେ ସାଜିଲୁ ତୁ ନାୟିକା ମୋ ପ୍ରେମର ତୋ ରୂପର ଚମକରେ ମୋହି ନେଉ ମନ ମୋର, ଶୁଣ ଶୁଣ ବାବା ଦିଲ ଚୋର ତୁ ଚୋରି କଲୁ ମନ ମୋର | ତେବେ ଏହି ଗୀତ ଟି ଏତେ ସୁନ୍ଦର ହୋଇଛି ଯାହାକୁ ଆପଣ ଶୁଣିଲେ ବେସ ପସନ୍ଦ କରିବେ | ତେବେ ସୋସିଆଲ ମିଡ଼ିଆ ରେ ଏହି ଆଲବମ ଟି ଆସିବା ପରେ ଅନେକ ଲୋକ ଭଲ ପାଇବା ଦେବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି

Leave A Reply

Your email address will not be published.