ବହୁତ ସମୟରେ ଶାରୀରିକ ଗଠନ ଅନୁସାରେ ଆମର ଚାଲି ଚଳଣି, ଗୁଣ ଆଦି ଜାଣି ହୁଏ ତେବେ ନାଭି ଅନୁସାରେ କେମିତି ଆପଣ କେମିତି ଆଉ ଆପଣଙ୍କ ଜୀବନରେ କଣ ହେବ ଆସ୍ୱନ୍ତୁ ସେ ବିଷୟରେ ଜାଣିବା ଆମେ ସମସ୍ତେ ଭିନ୍ନ ଭିନ୍ନ କେବଳ ଗଠନରୁ ନୁହେଁ ବରଂ ପ୍ରତ୍ୟେକ ମଣିଷ କିଏ କେମିତି ତାହା କହିବା ମୁସ୍କିଲ ଅଟେ ।ତେବେ ସମସ୍ତଙ୍କ ର ଚାଲିଚଳଣି ଭାବ ରଙ୍ଗ ଭିନ୍ନ ଅଟେ ।ତେବେ ସମସ୍ତଙ୍କ ଜୀବନ ବି ଠିକ ଅଲଗା ଅଟେ ସମସ୍ତଙ୍କ ଠାରୁ, ତେବେ ଆଜିର ସମୟରେତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ନାଭି ଦେଖି ବି ନିଜ ଭବିଷ୍ୟତ ବିଷୟରେ ଜଣା ଯାଇପାରେ । ।
1.ବହୁତ ଗଭୀର ଥିବା ନାଭି:–
ଏହିପରି ନାଭି ଥିବା ଲୋକମାନେ ଖୁବ ସାହସୀ ହେବା ।ତେବେ ସମସ୍ତଙ୍କ ର ଚାଲିଚଳଣି ଭାବ ରଙ୍ଗ ଭିନ୍ନ ଅଟେ ।ତେବେ ସମସ୍ତଙ୍କ ଜୀବନ ବି ଠିକ ଅଲଗା ଅଟେ ସମସ୍ତଙ୍କ ଠାରୁ, ତେବେ ଆଜିର ସମୟରେ ଆମେ ସମସ୍ତେ ନିଜ ନିଜ ଜୀବନ କୁ ନେଇ ଖୁବ ଚିନ୍ତାରେ ରହୁ ।କାହାର ଜୀବନରେ କେତେବେଳେ କଣ ହେବ ତାହା କହି ହେବ ନାହିଁ, କୌଣସି ପରିସ୍ଥିତିରେ ବି ଘବରେଇ ଯାଆନ୍ତି ନାହିଁ ।ଖୁବ ପରିଶ୍ରମୀ ହେବା ସହିତ କେତେବେଳେ ବି କାହାକୁ ସାହାଯ୍ୟ କରିବାକୁ ଅଗେଇ ଆସନ୍ତି ।ଆଉ ଗମ୍ଭୀର ସ୍ୱାଭବରେ ହେଇଥିବାରୁ ।କୌଣସି କଥା1.
ଓଭରାଲି ନାଭି:- କାହାରି ସାମ୍ନାରେ ପରିପ୍ରକାଶ କରି ନଥାନ୍ତି ।
-ଏହି ନାଭି ଥିବା ଲୋକମାନେ ଖୁବ ଜିଜ୍ଞାସୁ ସ୍ୱାଭବରେ,ସବୁବେଳେ ନୂଆ ଜିନିଷ ଉପରେ ଜାଣିବାକୁ ଇଚ୍ଛା ରଖିଥାନ୍ତି ।ତେବେ ଏମାନେ ଖୁବ ନିରୀହ ହେବା ସହିତ ଛୋଟ ଛୋଟ କଥାରେ କାନ୍ଦି ଯାନ୍ତି ।ଆଉ ଏମାନେ ନିଜ କଥା କାହାକୁ କହି ପାରନ୍ତି ନାହିଁ ଆଉ ସାଧାରଣ କଥାରେ ବି ଛନ୍ତିତ ହେଇ ପଡ଼ନ୍ତି ।
3.ବିରୋଧ ନାଭି:–ଏହିପରି ନାଭି ଥିବା ଲୋକମାନେ ସବୁବେଳେ ନୂଆ କିଛି କରିବାକୁ ଚେଷ୍ଟା କରିଥାନ୍ତି ।ତେବେ ଏମାନେ ଖୁବ ସାହସୀ ଅଟନ୍ତି, ତେବେ ଅନ୍ୟମାନଙ୍କୁ ଖୁବ ଭଲପାଇବା ଦେଇଥାନ୍ତି ।ଏସବୁ ବ୍ୟତୀତ ଏହି ଲୋକ ମାନଙ୍କୁ ଅନ୍ୟମାନେ ଖୁବ ସମ୍ମାନ ଦେଇଥାନ୍ତି ।
4.ଛୋଟ ନାଭି:–ଏଭଳି ନାଭି ଥିବା ବ୍ୟକ୍ତିମାନେ ବହୁତ ପରପୋକାରୀ ହୋଇଥାନ୍ତି ।ଆଉ ଏମାନେ ଖୁବ ସହଜରେ କାହାକୁ ବି ନିଜ ଆଡକୁ ଆକର୍ଷିତ କରିବାର ଗୁଣ ରଖିଥାନ୍ତି ।ଖୁବ ଶାନ୍ତ ପ୍ରବୃତିର ହେଇ ଥିବାରୁ କାହାକୁ ବି ଖୁବ ସହଜରେ ନିଜର କରିପାରନ୍ତି ।
-ଏହି ନାଭି ଥିବା ଲୋକମାନେ ଯେତେ ପରିଶ୍ରମ କଲେ ବି ସଫଳତା ଲାଭ କରି ପାରନ୍ତି ନାହିଁ ।ଆଉ ପ୍ରବୃତିର ଖୁବ ଆଲୁସୁଆ ହେବା ସହିତ ସବୁବେଳେ ପଛେଇ ରହନ୍ତି ସବୁ କାମରେ ।ଆଉ ଜୀବନରେ ଏମାନେ ଖୁ ଦୁଃଖ ପାଇଥାନ୍ତି ।ତେବେ ଆପଣ ଯଦି ନିଜ ଜୀବନ ରେ କିଛି ପରିବର୍ତ୍ତନ ନଆଣିବେ ତେବେ ଜୀବନରେ ଖୁବ ପଛରେ ରହିଯିବେ ।5.ତଳୁଆ ନାଭି:-