ଯାତ୍ରା ଷ୍ଟେଜ ଉପରେ ଏମିତି Scene ଦେଖି ସହି ପାରିଲେନି ଦର୍ଶକ, ଆଉ ତା ପରେ କଣ ହେଲା… ଦେଖନ୍ତୁ Video

ଯାତ୍ରାରେ କଳାକାର ମାନଙ୍କୁ ଅତି ପାଖରୁ ଦେଖିବାକୁ ପାଇଥାନ୍ତି ଦର୍ଶକ ମାନେ। ଆଉ ନିଜର ପସନ୍ଦର କଳାକାରଙ୍କୁ ପ୍ରତ୍ୟେକ୍ଷ ଭାବରେ ଏପରି ପାଖରୁ ଦେଖିବାକୁ ପାଇ ସେମାନେ ବହୁତ୍ ଖୁସି ବି ହୁଅନ୍ତି। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ।

ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ଏବଂ ସ୍ଵତନ୍ତ୍ର ପ୍ରକାରର ମନୋରଂଜନ ର ଛୁଙ୍କ। ଯାତ୍ରାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ରହିଥାଏ। ଯାତ୍ରାର ନାଟକ ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ। ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ। ଯାତ୍ରାରେ ଆପଣ ଉଭୟ ହସ ଏବଂ କାନ୍ଦ ର ଦୃଶ୍ୟ ବି ଦେଖିବାକୁ ପାଉଥିବେ।

 

ତେବେ କୁହାଯାଏ ଯାତ୍ରା ଟି ଭଲ ହେବ କି ଖରାପ ତାହା ଯାତ୍ରା ରେ ହେଉଥିବା ଅଭିନୟ ଓ ତାହା ସହିତ ମୂଳ କଥା ଟି ହେଉଛି ଯାତ୍ରା ଟିର ନାମ କରଣ । ଯଦି ଯାତ୍ରା ଟିର ଟାଇଟେଲ ଟି ମନହୋର ହୋଇଥିବ ତାହେଲେ ତାହେଲେ ଯାତ୍ରା ଟିକୁ ଦେଖିବା ପାଇଁ ଲୋକ ମାନଙ୍କର ଆଗ୍ରହ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ଏକ ଟାଇଟେଲ ସଙ୍ଗ ର ଦମଦାର ଭିଡ଼ିଓ ଟି । ଆଉ ଯେଉଁଥିରେ ସୁନ୍ଦର ଭାବରେ ଗୀତ ସହିତ ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା କଳାକାର ମାନେ ବୋଲି କୁହାଯାଉଛି ।

ତେବେ କୋଣାର୍କ ଗଣନାଟ୍ୟ ରେ ପ୍ରକାଶ ପାଇଛି ଏହି ଭଳି ଏକ ସୁନ୍ଦର ମନ ପସନ୍ଦିଆ ଯାତ୍ରା ର ଟାଇଟେଲ ସଙ୍ଗ ଟି । ଆଉ ଯେଉଁ ଗୀତ ଟିର ନାଁ ହେଉଛି ତୋ ବିନା ମୁଁ ଅଧା ଅଧା ଗୀତ ଟି ।ତେବେ ଏହି ଗୀତ ରେ ସୁନ୍ଦର ଭାବରେ ଅଭିନୟ ସାଙ୍ଗକୁ ମା ବାପା , ଛୁଆଁ ଙ୍କ ସହିତ ପରିବାର ର ସମସ୍ତେ କେମିତି ସୁନ୍ଦର ଭାବରେ ମନ ଖୁସି ରେ ଅଛନ୍ତି ତାହା ଦର୍ଶା ଯାଇଛି । ତାହା ସହିତ ବାପା ମା ଙ୍କ ପାଇଁ ନିଜ ର ସନ୍ତାନ ଯେ କେତେ ବଡ଼ ହୋଇଥାଏ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.