ଭାଇରାଲ ଭିଡିଓ Viral ଭିଡ଼ିଓ – ଜ଼ମାଟୋ ( ZOMATO ) ବୟ ଙ୍କୁ ଘରକୁ ଡାକି ଯୁବତୀ କଲେ ଏମିତି….ଭିଡ଼ିଓ ନିଆଁ ଭଳି ହେଉଛି VIRAL ……ଦେଖନ୍ତୁ Viral ଭିଡ଼ିଓ ଟିକୁ…

ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ପ୍ରକାରର ଭିଡ଼ିଅ ମାନ ଭାଇରାଲ ଗେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ଏଠାରେ ଦେଖିବାକୁ ମିଳିଛି କିଛି ସେହି ଭଳି ଏକ ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଏଠାରେ ଦେଖିବାକୁ ମିଳିଛି କି ଜମାଟ ବୟଜଣକର କଳା କାରନାମା ।

ତେବେ ଆଜି କାଲିର ପ୍ରେମ ସମ୍ପର୍କ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଜମାଟ ବୟ ଓ ଏକ ଯୁବତୀ ର ପ୍ରେମ ସମ୍ପର୍କ ସମୟର କେତେକ ଭିଡ଼ିଓ ଯାହା ସିସି ଟିଭି ରେ ରେକର୍ଡ ହେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ । ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି ।

କିନ୍ତୁ ଆଜିର ସମାଜରେ ଯୁବ ପିଢ଼ି ମାନେ ପ୍ରେମ କରୁଛନ୍ତି ଓ ପ୍ରେମ ପଛରେ ରହିଛି କେବଳ ଛଳନା । ଲୋଭ , ସେକ୍ସ ଓ ଧୋକା ଛଡ଼ା ଆଉ କିଛି ଭି ଏବେ କା ଲୋକେ ଜାଣି ନାହାନ୍ତି । ଆଜି ରାତିର ଲୋକେ କେବଳ ଗୋଟିଏ କଥା ବୁଝିଛନ୍ତି ରାତ୍ ଗଈ ବାତ୍ ଗୟ । ଆଜି କାଲି ର ପ୍ରେମ ସହେ ରୁ ଅନେଶତ ଭାଗ ଲୋକ ଅନଲାଇନ ରେ କରୁଛନ୍ତି । ଆଜି କାଲି ର ଝିଅ ପୁଅ ଙ୍କ ପ୍ରେମ ତାର ମନ ଦେଖି ହେଉନାହିଁ । କେବଳ କାମନା ଓ ବାସନା ରହୁଛି । ସତରେ ଆଜି କାଲି ର ଦୁନିଆ ଛଳନା ହୋଇ ଗଲାଣି । ଏଠି କେହି ମଣିଷ କାହା ଉପରେ ବିଶ୍ୱାସ କରିବା ଉଚିତ୍ ନୁହଁ ।

 

ତେବେ ସିସି ଟିଭିରେ ରେକଡ଼ ହୋଇଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଏକ ଜମାଟ ବୟ ଜଣଙ୍କ ଏକ ଗାର୍ସ ମେସ ପାଖରେ ଛିଡା ହୋଇଛନ୍ତି ଏବଂ ନିଜର ଫୋନ କୁ କାଢ଼ିକି କାହାକୁ ଫୋନ କରୁଥିବାର ନଜର ଆସୁଥିଲେ | ସେ ଆସିବାର କାରଣ ଖାଇବା ଦେବା ନ ଥିଲା ଜମାଟ ବୟ ଜଣଙ୍କ ଝିଅ କୁ ଦେଖା କରିବା ପାଇଁ ଆସିଥିଲେ ଆଉ ତାଙ୍କ ସହିତ ଆଉ କିଛି କରିବା ଉଦେଶ୍ୟ ରେ ଆସିଥିଲେ ବୋଲି କୁହାଯାଉଛି ।

 

ଏହାପରେ ରୁମ ଭିତରୁ ଝିଅ ଜଣଙ୍କ ବାହାରି ଆସି ଜମାଟ ବୟ କୁ ଟାଣି ନେଇଥିଲେ ଆଉ କିଛି ସମୟ ପରେ ପୁଅ ଜଣଙ୍କ ବାହାରକୁ ଆସିଥିଲେ ଆଉ ସେ ଝିଅ ମଧ୍ୟ ଆସିଥିଲେ | ଆଉ ଶେଷରେ ଝିଅ ଜଣଙ୍କ ଜମାଟ ବୟ କୁ କୁଣ୍ଢାଇ ଥିଲେ ଏବଂ ତାହା ପରେ ଜମାଟ ବୟ ଜଣଙ୍କ ସେଠାରେ ପଳେଇ ଯାଇଥିବା କଥା କୁହାଯାଉଛି, ଯାହା ସିସିଟିଭି ରେ କୋଏଦ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.