PREGNANCY TEST – ରସୁଣ ମାଧ୍ୟମରେ ୫ ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ, କେମିତି ଜାଣନ୍ତୁ…

ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | 9 ମାସ ଗର୍ଭରେ ରଖି ଯେତେ ବେଳେ ସେ ଅନେକ କଷ୍ଟ ସହି ପିଲା ଟିକୁ ଜନ୍ମ କରିଥାଏ ସେତେବେଳେ ସେ ସବୁ ସୁଖ ପ୍ରାପ୍ତ କରି ଥାଏ ଆଉ ଏକ ଝିଅ ଟିଏ ହୋଇ ମା ହେବାର ଜୀବନ ର ମୂଲ୍ୟ ବୁଝି ପାରି ଥାଏ |

ତେବେ ପ୍ରାୟ ପରିବାର ଚାହିଁ ଥାଆନ୍ତି କି ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଉ କାରଣ ପୁତ୍ର ସନ୍ତାନ କୁଳ ଆଗକୁ ବଢ଼ାଇ ଥାଏ ଏବଂ ବାପା ମା ର ସାହାରା ବାଡ଼ି ହୋଇ ଥାଏ | କିନ୍ତୁ ଏହା ସତ ଯେ ପୁଅ ହେଉ କି ଝିଅ ଏହା ଈଶ୍ୱର ଙ୍କର କୃପା ହୋଇ ଥାଏ ଏବଂ ଆଜିକାଲି ର ଦୁନିଆଁ ରେ ପୁଅ ଝିଅ ସବୁ ସମାନ ଅଟନ୍ତି |

ଝିଅ ହେଉ ଅବା ପୁଅ କେବେ ମନ ଉଣା କରିବା ଉଚିତ ନୁହେଁ କେବଳ ବାସ ଵଂଶ ଆଗକୁ ନେବା ପାଇଁ ସମସ୍ତ ଙ୍କ ମନରେ ପୁତ୍ର ସନ୍ତାନ ର ଇଚ୍ଛା ରହି ଥାଏ | ଝିଅ ସମସ୍ତ ସ୍ଥାନରେ ସମାନ ଆଉ ଲୋକ ମାନଙ୍କର ଏହି ଭୁଲ ଚିନ୍ତାଧାରା କୁ ଦୂର କରିବା ପାଇଁ ସରକାର ମଧ୍ୟ ଅନେକ ଯୋଜନା ପ୍ରସ୍ତୁତି କରିଛନ୍ତି | ଅଲଟ୍ରାସାଉଣ୍ଡ ଦ୍ୱାରା ମଧ୍ୟ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣି ହୋଇ ଥାଏ କିନ୍ତୁ ଏହା ଆଇନଗତ ଅପରାଧ ଅଟେ | ତେବେ ଆଜି କିନ୍ତୁ ଏଭଳି ଏକ ଘରୋଇ ଉପାୟ ସମ୍ପର୍କ ରେ କହିବୁ ଯାହାକୁ କରିବା ଦ୍ୱାରା ଆପଣ ଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ |

ତେବେ ପ୍ରଥମେ ଆପଣ କିଛି ରସୁଣ ଗୋଲି ନିଅନ୍ତୁ ଏହି ଏହି ରସୁଣ ଗୋଲି କୁ ଏକ ଗର୍ଭବତୀ ମହିଳା ଅର୍ଥାତ 6 ମାସ ର ଗର୍ଭବତୀ ମହିଳା ଙ୍କୁ ଖାଇବାକୁ ଦିଅନ୍ତୁ | ଯଦି ଏହି ଗର୍ଭବତୀ ମହିଳା ରସୁଣ ଖାଇବା ପରେ ପାଟିରୁ ଗନ୍ଧ ବାହାରିଲା ତେବେ ଜାଣି ରଖନ୍ତୁ କି ପୁଅ ହେବ ଆଉ ଯଦି ମହିଳା ଙ୍କ ପାଟିରୁ ରସୁଣ ର ଗନ୍ଧ ବାହାରିଲା ନାହିଁ ତେବେ ଜାଣି ରଖନ୍ତୁ କି ଆପଣ ଙ୍କର ଝିଅ ଟିଏ ହେବ | ତେବେ ଏହି ଉପଚାର ଟି ଅନେକ ଙ୍କ କ୍ଷେତ୍ରରେ ସତ ହେବାର ମଧ୍ୟ ଦେଖା ଯାଇଛି କିନ୍ତୁ ଏହା ଭୁଲ ମଧ୍ୟ ହୋଇ ପାରେ ବାସ ଏହା ଏକ ଅନୁମାନ ପାଇଁ ଉପାୟ ମାତ୍ର |

Leave A Reply

Your email address will not be published.