ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବା ଦେଖିବାକୁ ପାଉଥିବେ ତେବେ ବର୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ମଧ୍ୟ ବହୁତ ଖୁସି ହେଇଯିବ । ଆଉ ଆପଣ ମାନେ ମଧ୍ୟ ମନରେ ଥିବା ସମସ୍ତ ଦୁଃଖ କଷ୍ଟ କୁ ଭୁଲି ମନରଞ୍ଜନ କରିବା ପାଇଁ ଲାଗିବେ । କାରଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି ପପୁ ପମପମ ଙ୍କ ବିଷୟରେ ଯିଏ କି ତାଙ୍କର ଅଭିନୟ ର ଯାଦୁ ରେ ସାରା ଓଡିଶା ବାସୀଙ୍କ ମନକୁ ମୋହି ନେଇଛନ୍ତି ।
ଆଉ ଯାହାଙ୍କ ର କମେଡି ରେ ରହିଛି ଏକ ନୂଆ ପ୍ରକାରର ଯାଦୁ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମ ଓଡ଼ିଆ ମାନଙ୍କର ଅତି ପ୍ରିୟ କମେଡି କିଙ୍ଗ ପପୁ ଭାଇ, ଯାହାକୁ ଆମେ ପପୁ ପମପମ ବୋଲି କହିଥାଉ । ତାହେଲେ ଆସନ୍ତୁ ପପୁ ପମପମ କଣ ଝଲକ ଦେଖାଇଛନ୍ତି ଷ୍ଟେଜ ରେ ତାଙ୍କ ବିଷୟରେ ଅଧିକ ଜାଣନ୍ତୁ ।
ଆପଣ ମାନେ ଜାଣିଥିବେ କି କମେଡି ଏଭଳି ଏକ ଜିନିଷ ଯାହା ମନ ଭିତରେ ଥିବା ସମସ୍ତ ଦୁଃଖକୁ ଆମର ଦୂର କରିଦେଇଥାଏ ଓ ଆମ ମନରେ ସୁଖ ଆଉ ଶାନ୍ତି ଭରି ଦେଇଥାଏ ।ତେବେ ପପୁ ଭାଇ ସେହି ଭଲି ଜଣେ ଆମ ଓଲିଉଡ଼ ଇଣ୍ଡୋଷ୍ଟ୍ରି ର କମେଡିଆନ , ଯିଏ କି ତାଙ୍କର କମେଡି ର ଯାଦୁ ରେ ଦର୍ଶକ ମାନଙ୍କ ପାଖରେ ଓ ଓଡିଶା ଘରେ ଘରେ ପରିଚିତ ହେଇପାରିଛନ୍ତି ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳୁଛି ତାହା ସୁବର୍ଣ୍ଣ ପୁରରେ ଅନୁଷ୍ଠିତ ହେଇଥିବା ମା ‘ଦୁର୍ଗା ପୂଜା ଉପଲକ୍ଷେ ଏକ ଯାତ୍ରା ହେଇଥିଲା ଯେଉଁଥିରେ ପୁପୁ ପମପମ ତାଙ୍କର ନିଜର ଚେଷ୍ଟା ବଳରେ ବହୁତ କଷ୍ଟ କାର୍ଯ୍ୟକୁ ଅତି ସହଜ ରେ କରି ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି |
ପପୁ ଏବେ ଓଡିଶାର ନାମୀଦାମୀ ଯାତ୍ରାପାର୍ଟି ” ଯାତ୍ରା ସ୍ବପ୍ନ ମହଲ” ରେ ନଜର ଆସିଛନ୍ତି | ତେବେ କମେଡି କିଙ୍ଗ ପପୁ ନିଜର କଥା ଓ କମେଡି ର ଯାଦୁରେ ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇଛନ୍ତି ତାହା ବ୍ୟତୀତ ପପୁ ଆଜିର ଯୁବ ପିଢ଼ି ମାନଙ୍କ ବିଷୟରେ କହିଛନ୍ତି । ଏହାଛଡ଼ା ସେ ଷ୍ଟେଜ ଉପରେ ରାଜନୀତି ସଂଜ୍ଞା କଣ ଭଲ ଭାବରେ ବୁଝାଇବା ସହିତ ବିଭିନ୍ନ ପ୍ରକାର ମନରଞ୍ଜନ କଥା କହି ଦର୍ଶକ ଙ୍କ ମନ ଜିଣିଥିଲେ |
ପପୁ ପମପମ ଙ୍କର କମେଡି ଯୋଗୁଁ ଉପସ୍ଥିତ ଦର୍ଶକ ମାନେ ବେଶ ଏନଜୟ କରିଛନ୍ତି ଆଉ ତାଙ୍କର ଏହି କମେଡି ମାଧ୍ୟମରେ ସେ ଖାଲି ମଞ୍ଚରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କର ହୃଦୟ ରେ ଖାଲି ନୁହଁ ସାରା ଓଡିଶା ବାସୀ ଙ୍କ ହୃଦୟରେ ଜାଗା ବନେଇବା ସହିତ ଲୋକ ଙ୍କ ମନରେ ଖୁସି ମଧ୍ୟ ଦେଉ ଛନ୍ତି କମେଡିଆନ ପପୁ ।ଆଉ ତାଙ୍କର ଏହି କମେଡି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହିତ , ତାଙ୍କର ଏହି କମେଡିକୁ ଲୋକ ମାନେ ବହୁତ ପ୍ରସଂଶା ମଧ୍ୟ କରିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।