ସାଧୁବାଣୀ ! ପ୍ରତିଦିନ ସକାଳୁ ମହିଳା ମାନେ ଗାଧୋଇବା ସମୟରେ ଏହି କାମ କଲେ ହୋଇଥାଏ ଅଶୁଭ ?

ଆମ ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ପୋଷାକ ତତ୍ୱର ଆବଶ୍ୟକତା ରହିଛି,ତେଣୁ ଆମକୁ ସମସ୍ତ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ |ଆମ ଶରୀର ସମସ୍ତ ପ୍ରକାର ଭିଟାମିନ ଆବଶ୍ୟକ ଅନୁସାରେ ରହିଥାଏ ତେବେ ଆମ ଶରୀର ସୁସ୍ଥ ରହିଥାଏ |ଆମ ଶରୀରରୁ କୌଣସି ଭିଟାମିନ କିମ୍ବା ମିନେରାଲ କମିଲେ ଶରୀର ଅସୁସ୍ଥ ହେବା ସହିତ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ |ମୁଁ ଆଜି ଆପଣଂକୁ ମଣିଷ ଶରୀରରେ କେଉଁ ଭିଟାମିନ ଅଭାବରୁ କି ପ୍ରକାର ଲକ୍ଷଣ ଦେଖାଯାଏ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ବିଷୟରେ |


ବନ୍ଧୁଗଣ ଆମେ ଘରେ ପ୍ରତ୍ୟେକ ଦିନ ସୁଖ ଶାନ୍ତି ବଜାଇ ରହିବା ପାଇଁ ଅନେକ କାର୍ଯ୍ୟ କରିଥାଉ, କିନ୍ତୁ ବେଳେ ବେଳେ ଆମେ ଏମିତି ମଧ୍ୟ କିଛି ଭୁଲ କରିଥାଉ ଯାହା ଦ୍ଵାରା ଘରେ ଅଶାନ୍ତି ଦେଖାଯାଏ |ମୁଁ ଆଜି ଆପଣକୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବି ଯାହାକୁ ମାନି ଆପଣ ଯଦି ସେହି କାର୍ଯ୍ୟ ଗୁଡିକ କରନ୍ତି ତେବେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ ଶାନ୍ତି ଫେରିଆସିବ |ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡିକ ବିଷୟରେ |


ଆମେ ଘରେ ପ୍ରତ୍ୟେକ ଦିନ ସୁଖ ଶାନ୍ତି ବଜାଇ ରହିବା ପାଇଁ ଅନେକ କାର୍ଯ୍ୟ କରିଥାଉ, କିନ୍ତୁ ବେଳେ ବେଳେ ଆମେ ଏମିତି ମଧ୍ୟ କିଛି ଭୁଲ କରିଥାଉ ଯାହା ଦ୍ଵାରା ଘରେ ଅଶାନ୍ତି ଦେଖାଯାଏ |ମୁଁ ଆଜି ଆପଣକୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବି ଯାହାକୁ ମାନି ଆପଣ ଯଦି ସେହି କାର୍ଯ୍ୟ ଗୁଡିକ କରନ୍ତି ତେବେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ ଶାନ୍ତି ଫେରିଆସିବ |]

ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡିକ ବିଷୟରେ |- ଆପଣ ମନ୍ଦିର ଯାଉଥିବେ ନିଶ୍ଚିତ, ହେଲେ ଆପଣ ଯେକୌଣସି ମନ୍ଦିର ଯାଆନ୍ତୁ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ବାହନଙ୍କୁ ମୁଣ୍ଡିଆ ମାରି ମନ୍ଦିରରେ ପ୍ରବେଶ କରନ୍ତୁ |ମନ୍ଦିରରେ ପ୍ରବେଶ କରି ଘଣ୍ଟି ବଜାନ୍ତୁ ପରେ ଠାକୁରଙ୍କ ଦର୍ଶନ କରନ୍ତୁ |ଏହିପରି କଲେ ଆପଣକୁ ଶୁଭଫଳ ପ୍ରାପ୍ତ ହୋଇଥାଏ |


1:- ପ୍ରତ୍ୟେକ ମହିଳା ହୁଅନ୍ତୁ କିମ୍ବା ପୁରୁଷ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଗାଧୋଇ ସାରିବା ପରେ ସୂର୍ଯ୍ୟଙ୍କୁ ପାଣି ଟେକି ନମସ୍କାର କରିବା ଉଚିତ |ଏହିପରି ଯଦି ଆପଣ ପ୍ରତ୍ୟେକ ଦିନ କରନ୍ତି ତେବେ ଆପଣ ବହୁତ ଶୁଭ ଫଳ ପ୍ରାପ୍ତ କରବେ ଏବଂ ସୁଖଶାନ୍ତିରେ ଜୀବନ ଅତିବାହିତ କରିବେ |ଆପଣ ସକାଳ ଗାଧୋଇ ଠାକୁରପୂଜା କରିସାରିବା ପରେ ଟିକିଏ ଲୁଣ ଯଦି ପାଟିରେ ଲଗାନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ |ଏହାସହିତ ଆପଣ ଗାଧୋଇ ଆସି ତେଲ କିମ୍ବା ମୁଢି ଛୁଅନ୍ତୁ ନାହିଁ କାରଣ ଏହା ଅଶୁଭ ହୋଇଥାଏ |ଏହି କଥା ମାନିଲେ ଆପଣଙ୍କ ପରିବାର ପାଇଁ ବହୁତ ମଙ୍ଗଳ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।v

Leave A Reply

Your email address will not be published.