ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ପାଳନ କରନ୍ତୁ ଏହି ଉପାୟ -DR .Vishali Sharma

ତେବେ ପ୍ରତେକ ବ୍ୟକ୍ତି ଙ୍କର ଶରୀର ରେ କିଛି ନା କିଛି ସମସ୍ୟା ସବୁ ଦେଖା ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ରେ ମଧ୍ୟ ରହି ଥାଏ | ଆଉ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଅନେକ ଉପାୟ ସବୁ ମଧ୍ୟ ଆପଣେଇ ଥାଏ | ତେବେ ଏହି ସବୁ ମଧ୍ୟରୁ ପୁରୁଷ ମାନଙ୍କର ଏକ ବଡ଼ ସମସ୍ୟା ହେଉଛି ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ସମସ୍ୟା ଯାହା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ରେ ମଧ୍ୟ ଆସି ଯାଇଥାଏ | ଯାହାକୁ ନପୁଂସକତା ବୋଲି କୁହା ଯାଇଥାଏ ଯେଉଁଥି ପାଇଁ ପୁରୁଷ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ର ମଧ୍ୟ ସାମ୍ନା କରିବା ପାଇଁ ପଡିଥାଏ | ତେବେ ଆଜି ଆମେ ଜାଣିବା ଏହି ଯୌନ ଅକ୍ଷମତା ଶରୀର ରେ କାହିଁକି ଦେଖା ଯାଇଥାଏ ଏବଂ କେଉଁ ସବୁ ନିୟମ ପାଳନ କରିବା ଦ୍ୱାରା ବୀଜ ବା ଯୌନ ଶକ୍ତି ପୁରୁଷ ମାନଙ୍କର ବଢିଥାଏ ଯାହା ଦ୍ୱାରା ସେମାନେ ଏଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ |

ତେବେ ଆଜିକାଲି ର ଯୁବପିଢ଼ି ନିଜ ଜୀବନ ଶୈଳୀ ଯୋଗୁଁ ଏହି ସବୁ ସମସ୍ୟା ଦେଖା ଯାଉଛି, ଯେମିତି କି ନିଜ ଖାଇବା ପିଇବା ଉପରେ ଧ୍ୟାନ ନ ରଖିବା ଏବଂ ଠିକ ସମୟରେ ନ ଶୋଇବା | ଏହା ସହିତ ଶରୀର ରେ ଅଧିକ ପରିଶ୍ରମ କରି ବିଶ୍ରାମ ନ ନେଲେ ଯୌନ ଶକ୍ତି କମି ଯାଇଥାଏ | ଯାହା ଫଳରେ ପୁରୁଷ ମାନଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ କରିବାକୁ ପଡ଼େ | ତେବେ ଆଜି ଆମେ କିଛି ଏଭଳି ଟିପ୍ସ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ |

1. ଆଭୋକାଡୋ:- ଆଭୋକାଡୋ ଏଭଳି ଗୋଟିଏ ଖାଦ୍ୟ ଯାହା କୁ ଆମେ ପୁରୁଷର ଶୁକ୍ରାଣୁ ର ପରିମାଣ ବୃଦ୍ଧି କରିବାରେ ବ୍ୟବହାର କରାଯାଏ |

2. ରସୁଣ:- ରସୁଣ ମଧ୍ୟ ଏଭଳି ଗୋଟିଏ ଖାଦ୍ୟ ଯାହା ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ତାହା ସହିତ ପୁରୁଷ ଙ୍କ ଶରୀରରେ ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ |

3. ବୋଇତାଳୁ ମଞ୍ଜି:- ପୁରୁଷ ର ସେକ୍ସ କ୍ଷମତା କୁ ବଢେଇବା ପାଇଁ ବୋଇତାଳୁ ମଞ୍ଜିର କୁ ସେବନ କରିବା ମଧ୍ୟ ନିହାତି ଆବଶ୍ୟକ |

 

4. ଡାର୍କ ଚକୋଲେଟ:- ଡାର୍କ ଚକୋଲେଟ ରେ ଆର୍ଜିନିନୀନ ନାମକ ଏମୀନୋ ଏସିଡ ରହିଛି ଯାହା ଶୁକ୍ରାଣୁ କୁ ପୁରୁଷ ଙ୍କ ଶରୀରରେ ବଢେଇବାରେ ସାହାଯ୍ୟ କରିଥାଏ |

5. ତେବେ ପାଣି ଆପଣ ଙ୍କୁ ଦିନକୁ 6-7 ଲିଟର ନିହାତି ପାଣି ପିଇବା ଆବଶ୍ୟକ ହୋଇଥାଏ | କାରଣ ପ୍ରଚୁର ପାଣି ପିଇବା ଦ୍ୱାରା ଆପଣ ଙ୍କ ଶରୀରରେ ସମସ୍ତ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ ଓ ଶରୀର ସୁସ୍ଥ ରହେ |

6.ପାଳଙ୍ଗ ଶାଗ:- ଆପଣ ମାନେ ମନେ ରଖିବା କଥା କି ପାଳଙ୍ଗ ଶାଗ ରେ ଫୋଲିକ ଏସିଡ ଅଧିକ ମାତ୍ରାରେ ରହିଥାଏ ଯାହା ପୁରୁଷ ମାନଂଲର ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ |

7. ଅଣ୍ଡା:- ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ନିହାତି ଖାଇବା ଆବଶ୍ୟକ ହୋଇଥାଏ କାରଣ ଅଣ୍ଡା ପୁରୁଷ ମାନଙ୍କର ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ |

8. ଅଦା:- ଅଦା ମଧ୍ୟ ପୁରୁଷ ଙ୍କର ଶୂକ୍ରାଣୁ ବଢେଇବାରେ ସାହାଯ୍ୟ କରିଥାଏ | ଏହା ଶରୀରରେ ସେକ୍ସ ହର୍ମୋନକୁ ବୃଦ୍ଧି କରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ବୋଲି କୁହାଯାଉଛି |

9. ଲିଚୁ:- ଏହା ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ଘଟିଥାଏ ସେଥିପାଇଁ ଆପଣ ମାନେ ଲିଚୁ ମଧ୍ୟ ଖାଆନ୍ତୁ |

Leave A Reply

Your email address will not be published.