ପ୍ରଥମ ଥର ପାଇଁ ପୁଅକୁ ନେଇ ଓଡ଼ିଆ ସିନେମା ( ବାପା ସୁପର ମ୍ୟାନ ) କଲେ olywod ଷ୍ଟାର ସିଦ୍ଧାନ୍ତ ମହାପାତ୍ର -ଦେଖନ୍ତୁ video

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ଖୁସି ହୋଇଯିବ ବୋଲି କୁହାଯାଉଛି | ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଏକ ନୂଆ ଫ୍ଲିମ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି “ବାପା “ସୁପରମ୍ୟାନ” ର ଏକ | ଆଉ ଯାହା ସମସ୍ତଙ୍କର ମନକୁ ବେଶ ଛୁଇଁବ ବୋଲି ମଧ୍ୟ କୁହାଯାଉଛି |ତାହା ସହିତ ଦେଖିବାକୁ ମିଳିଛି କି ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ବାପା ରୁଲରେ ଅଭିନୟ କରିଛନ୍ତି |

ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକପ୍ରିୟତା କେତେ ରହିଛି ତାହା ତ ଆପଣ ଜାଣିଥିବେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ତାଙ୍କର ଅବଦାନ ଏବଂ ତାଙ୍କର ଭୂମିକା କହିଲେ ନସରେ। ଜଣେ ଜଣାଶୁଣା ଏବଂ ଲୋକପ୍ରିୟ କଳାକାର ଭାବରେ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ତେବେ ତାଙ୍କ କଥା ସାମ୍ନାକୁ ଆସିଲେ କିମ୍ୱା ତାଙ୍କ ଅଭିନୟ କଥା ଆସିଲେ ଏହାକୁ ନେଇ ଦର୍ଶକଙ୍କ ମନରେ ଏକ ଭିନ୍ନ ଉତ୍ସୁକତା ରହିଥିବା ଦେଖିବାକୁ ମିଳିଥାଏ। ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତିଟି ଓଡ଼ିଆ ଦର୍ଶକଙ୍କ ମନରେ ଏକ ଭିନ୍ନ ଲୋକପ୍ରିୟତା କୁ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ତାଙ୍କୁ କିଏ ବା ନଜାଣେ।

ତାଙ୍କର ଅଭିନୟକୁ ଆଉ କାହା ସହ ତୁଳନା କରିବା ମଧ୍ୟ ସମ୍ଭବ ନୁହେଁ। ତେବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ସେମାନଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି।

ସେହିଭଳି ଜଣେ ଅଭିନେତା ହେଉଛନ୍ତି ସମସ୍ତଂକ ପ୍ରିୟ ସିଦ୍ଧାନ୍ତ ମହାପାତ୍ର। ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ, ଆଗ ଧାଡ଼ିର କଳାକାର ଭାବରେ ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସିଦ୍ଧାନ୍ତ ମହାପାତ୍ର ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ଦମଦାର ଅଭିନୟ କରୁଛନ୍ତି।

ତେବେ ଓଡ଼ିଆ ଭାଷାରେ ନୂଆବର୍ଷରେ ଆସିବାକୁ ଯାଉଛି ଏକ ନୂଆ ଫ୍ଲିମ “ବାପା ସୁପରମ୍ୟାନ ” । ଏହି ଫ୍ଲିମକୁ ନେଇକି ସିଦ୍ଧାନ୍ତ ମହାପାତ୍ର ଯିଏକି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବାପା ଭାବରେ ସେ ନିଜର ଅନୁଭୂତିକୁ ସେୟାର କରିଛନ୍ତି । ସେଥିରେ ପୁଅ ଭୂମିକାରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଜଣଙ୍କ ଅଭିନୟ କରିଛନ୍ତି |

ଏହି ଫିଲ୍ମକୁ ନେଇକି ସିଦ୍ଧାନ୍ତ କହିଛନ୍ତି କି ସମସ୍ତେ ମାର କଷ୍ଟକୁ ଦେଖିଥାନ୍ତି, ମାଙ୍କର ପିଲାଙ୍କ ସହିତ ଥିବା ଆନ୍ତରିକତା ଓ ଭଲ ପାଇବାକୁ ଦେଖିଥାନ୍ତି କିନ୍ତୁ ବାପା ଶବ୍ଦଟି ଲୁଚି ଯାଇଥାଏ | ବାପାଙ୍କର ପିଲାମାନଙ୍କ ପ୍ରତି ଥିବା ଭଲ ପାଇବାଟା ଜଣା ପଡ଼ିନଥାଏ ବୋଲି ଏହି ଭଳି ଏକ ଫ୍ଲିମଟି ସୁଟିଂ ହୋଇଛି | ପ୍ରେତେକ ପିଲାଙ୍କ ପାଇଁ ତାଙ୍କର ବାପା ହେଉଛନ୍ତି ସୁପର ମ୍ୟାନ | | ସେ ବହୁତ ଭାଗ୍ୟବାନ କି ତାଙ୍କର ବାପା ମା ତାଙ୍କ ସହିତ ଅଛନ୍ତି ବୋଲି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.