ତୁଳସୀ ଗଣନାଟ୍ୟ Love Song ” ଗପ ଲାଗେ ଅଧା ଅଧା ଗାତ ଲାଗେ ଅଧା ଅଧା..ବାଜିଲେ ବଇଁଶୀ କାନ୍ଦୁଛି ରାଧା ..ମାତ୍ର 16 ଘଣ୍ଟାରେ 43 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଏଭଳି ଏକଯାତ୍ରା ମଞ୍ଚର ଏକ ସୁନ୍ଦର ଭିଡ଼ିଓ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ଦେଖିବାକୁ ପାଉଥିବେ କି ଯାତ୍ରା ଜଗତରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଆଉ ଯେଉଁଥିରେ ଯାତ୍ରା କଳାକାର ମାନେ ସେମାନଙ୍କର ଦମଦାର ପୋରଫୋମେନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ତୁଳସୀ ଗଣନାଟ୍ୟ ର ଏକ ସୁନ୍ଦର ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ଆମ ସମସ୍ତଙ୍କ ବେଶ ଆକୃଷ୍ଟ ମଧ୍ୟ କରେଇଛି । ତାହେଲେ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ନଜର ପକାଇବା ।


ତେବେ ବର୍ତ୍ତମାନ ତୁଳସୀ ଗଣନାଟ୍ୟ ର ଏକ ସୁପୋରହିଟ ଗୀତ ଟି ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ହିରୋ ଆଉ ହିରୋଇନ ଦେଖାଇବାକୁ ଲାଗିଛନ୍ତି ଯାତ୍ରା ର ମହା ମଞ୍ଚରେ ସେମାନଙ୍କର ଦମଦାର ଗୀତ ର କମାଲ । ଆଉ ଯାହା ଦ୍ୱାରା ସେହି ଯାତ୍ରା ଗୀତ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି । ତେବେ ଏହି ଗୀତ ଟି ର ନାଁ ହେଉଛି ହାତ ଧରି ବାଟ ଚାଲୁଥିବ । ତେବେ ସମସ୍ତଙ୍କର ମନକୁ କିଣି ନେଲା ଭଳି ଗୀତ ଟିଏ ହୋଇଛି ଆଉ ଯାହାକୁ ଦର୍ଶକ ମାନେ ବେଶ ଭଲ ପାଇବା ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।


ତୁଳସୀ ଗଣନାଟ୍ୟ ର ଏହି ସୁନ୍ଦର ଯାତ୍ରା ଟିର ନାଁ ହେଉଛି ସରୁନି ଗପ କି ସରୁନି ପାପ ଆଉ ଏହି ଯାତ୍ରା ଟି ଯେତିକି ସୁନ୍ଦର ହୋଇଛି ସେତିକି ପରିମାଣରେ ଏହି ଯାତ୍ରା ରେ ଗୀତ ଗୁଡିକ ମଧ୍ୟ ବେଶ ଚିତାକର୍ଷକ ହୋଇଛି ବୋଲି କୁହାଯାଉଛି । ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଛି । ଆଜି କାଲି ଅନେକ ସମୟରେ ଆପଣ ମାନେ ଦେଖିବାକୁ ପାଉଥିବେ ଲୋକ ମାନେ ଆଜିକାଲି ଫ୍ଲିମ ଅପେକ୍ଷା ଯାତ୍ରା କୁ ଅଧିକ ପସନ୍ଦ କରୁଛନ୍ତି ।ତାହା ସହିତ ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ର ମନକୁ ବେଶ ଛୁଇଁଛି ଯାତ୍ରା ମଞ୍ଚର ଏହି ଗୀତ ଟି ।

ତେବେ କୁହାଯାଏ କି ଯାତ୍ରା ରେ ଅଭିନୟ ସାଙ୍ଗକୁ ଗୀତ ଓ ଡାନ୍ସ ର ଯାଦୁ ମଧ୍ୟ ଦେଖାଇବା ଉଚିତଯାତ୍ରା କଳାକାର ମାନଙ୍କର ।ଆଉ ତାହା ନ ହେଲେ ଯାତ୍ରା ପ୍ରତି ଲୋକ ମାନଙ୍କର ସେତେ ଆଗ୍ରହ ଦେଖିବାକୁ ମିଳି ନଥାଏ । ଆଉ ତୁଳସୀ ଗଣନାଟ୍ୟ ରେ ଏହିଭଳି ହିରୋ ଆଉ ହିରୋଇନ ମାନଙ୍କର ଡାନ୍ସ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ବେଶ ଆକୃଷ୍ଟ କରେଇଛି । ବର୍ତ୍ତମାନ ଏହି ଡାନ୍ସ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।

Leave A Reply

Your email address will not be published.