ଦୁର୍ଲଭ ବସୁନ୍ଧରା ସାପ ( Trinket snake ) ର ଦିଲ ଦୋହଲି ଦେବା ଭଳି ଦୃଶ୍ୟ, ଖତରନାକ ରେସକ୍ୟୁ… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…

ତେବେ ସୋସିଆଲ ମିଡିଆରେ ଆପଣ ମାନେ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଏହି ଭିଡିଓ ସବୁ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ। ଏହି ସବୁ ଭିଡ଼ିଓ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଆମକୁ ଖୁବ୍ ଅଜବ ଓ ଆଶ୍ଚର୍ଯ୍ୟ ଲାଗେ ତ ଆଉ କିଛି ଭିଡିଓ ଏମିତି ରହିଛି ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲଗିବା ସହ ଭୟ ମଧ୍ୟ ଲାଗିଥାଏ। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଭିଡିଓ ବାବଦରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଭୟଭୀତ ଲାଗିବ।

ତେବେ ଆପଣ ମାନେ ସୋସିଆଲ ମିଡିଆରେ ସାପ ମାନଙ୍କ ଅନେକ ଭିଡିଓ ଭାଇରାଲ ହେବାର ଦେଖିବା ପାଇଁ ପାଇ ଥିବେ। ତେବେ ଭଦ୍ରକ ଜିଲ୍ଲାରେ ସାପ ଆତଙ୍କ ଅଧିକ ଦେଖିବା ପାଇଁ ମିଳୁଛି।ସାପ ମାନଙ୍କ ଆଡା ସ୍ଥଳି ପାଲଟି ଯାଇଛି ଓଡ଼ିଶାର ଭଦ୍ରକ ଜିଲ୍ଲା। ଲୋକଙ୍କ ନିଦ ହଜାଇ ଦେଉଛି ବିଭିନ୍ନ ପ୍ରଜାତିର ସାପ। ଭଦ୍ରକ ଜିଲ୍ଲାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସାପ ରହିବାରର ସନ୍ଧାନ ମିଳୁଛି। ଯାହାକୁ ନେଇ ଭୟଭୀତ ହୋଇ ପଡ଼ୁଛନ୍ତି ଲୋକେ। ବାରମ୍ବାର ସାପ ବାହାରିବା ଦ୍ଵାରା ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 

ତେବେ ପୁଣି ଥରେ ଭଦ୍ରକ ଜିଲ୍ଲାର ଏକ ବିରାଟକାୟ Trinket ସାପକୁ ଉଦ୍ଧାର କରା ଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭିଡିଓ ଦେଖିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚିତ। କାରଣ ଏଠାରେ ଏକ ବିରାଟକାୟ ବସୁନ୍ଧରା ସାପକୁ ଉଦ୍ଧାର କରାଯାଇଛି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସାପଟି ଦେଖିବାକୁ ଯେତିକି ଭୟଙ୍କର ତାକୁ ଉଦ୍ଧାର କରିବା ମଧ୍ୟ ସେତିକି କଷ୍ଟକର ହୋଇ ପଡ଼ିଥିଲା।

 


ବନସୁନ୍ଦରୀ ବା ଟ୍ରୀଙ୍କେଟ ସ୍ନେକ୍ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି। ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଏକ ବିରଳ ଭିନ୍ନ ରଙ୍ଗର ବିଷଧର ବିଶାଳକାୟ ଟ୍ରୀଙ୍କେଣ୍ଟ ବା ବନସୁନ୍ଧରି ସାପ ଦୁନିଆର ଦୁର୍ଲଭ ଓ ବିରଳ ସାପ ମଧ୍ୟରୁ ଅନ୍ୟତମ ଯାହାକୁ ଉଦ୍ଧାର କରିଛନ୍ତି। ତେବେ ଭଗବାନଙ୍କ କୃପାରୁ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରା ଯାଇଥିବା ଦେଖିବାକୁ ମିଳିଛି। ଏହାପରେ ସାପଟିକୁ ମଧ୍ୟ ଉଦ୍ଧାର କରା ଯାଇଛି।

ଲୋକେ ଏହି ସାପକୁ ଦେଖି ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫଙ୍କୁ ଖବର ଦେଇଥିଲେ। ଆଉ ଏହାପରେ ମିର୍ଜା ଆସି ଏହି ବିରାଟକାୟ ବସୁନ୍ଧରା ସାପଟିକୁ ଉଦ୍ଧାର କରି କୌଶଳ କ୍ରମେ ଏକ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ମିର୍ଜ଼ା ମହମ୍ମଦ ଆରିଫ କିଭଳି ଭାବେ ଏହି ବିରାଟକାୟ ବସୁନ୍ଧରା ସାପଟିକୁ ଉଦ୍ଧାର କରିଛନ୍ତି ତାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।

Leave A Reply

Your email address will not be published.