ଓଃ କି ରୋମାନ୍ସ ! ବଲିଉଡ ଅଭିନେତ୍ରୀ Deepika & Shahrukh ଙ୍କ Pathan ଫିଲ୍ମର Full ବୋଲଡ Song ହେଲା ରିଲିଜ…. ଦେଖିଲେ ନିଜକୁ ସମ୍ଭାଳି ପାରିବିନି…

ଆପଣ ମାନେଜାଣିଥିବେ କି ଅନେକ ବଲିଉଡ ଫ୍ଲିମ ରେ ମିଶିକି କାମ କରିଛନ୍ତି ଶାହରୁଖ ଓ ଦୀପିକା | ଆଉ ତାହା ସହିତ ସେମାନଙ୍କର ଫ୍ଲିମ ମଧ୍ୟ ହିଟ ହୋଇଛି ସବୁବେଳେ ବୋଲି କୁହାଯାଉଛି |ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଡାନ୍ସ ର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |

ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ଓ ତାହା ସହିତ ଭାଇରାଲ ହେଉଥିବା ହିରୋ ଓ ହିରୋଇନ ମାନଙ୍କର ଡାନ୍ସ ରେ ପୁରା ପୁରି ମଜି ଯିବେ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ଶାହରୁଖ ବଲିଉଡ କିଙ୍ଗ ଓ ତାଙ୍କ ସହିତ ଡାନ୍ସ ର ଝଲକ ଦେଖାଉଥିବା ଦୀପିକା ପାଦୁଗନ ଙ୍କର ସୁନ୍ଦର ଡାନ୍ସ ପୋରଫୋମେନ୍ସ ଉପରେ ନଜର ପକାଇବା |

 

ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ରେ ମଧ୍ୟ ଦେଖିବାକୁ ମିଳିଛି ଦୀପିକା ଆଉ ଶାହରୁଖ ଙ୍କର ମିଳିତ ଡାନ୍ସ ର ପୋରଫୋମେନ୍ସ | ଆଉ ଯେଉଁଥିରେ ଏହି ସୁନ୍ଦର ଦୁଇ ଯୋଡ଼ି ଙ୍କର ଡାନ୍ସ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆକର୍ଷିତ କରେଇଛି ବୋଲି ମଧ୍ୟ କୁହାଯାଉଛି ଭାଇରାଲ ହେଉଥିବା ଏହି ଡାନ୍ସ ର ଭିଡ଼ିଓ କୁ ଦେଖିବା ପରେ |

 

ବେଶ ପସନ୍ଦ ଆସିବାରେ ଲାଗିଛି ଓ ଲୋକ ମାନେ ମଧ୍ୟ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ଓ ଲୋକ ମାନେ ଦୀପିକା ଓ ଶାହରୁଖ ଙ୍କର ଯୋଡ଼ି କୁ ମଧ୍ୟ ଅନେକ ଭଲ ପାଇବା ଦେଉଥିବାର
ତେବେ ଭାଇରାଲ ହେଉଥିବା

ଏହି ଜବରଦସ୍ତ ସୁପରହିଟ ଯୋଡ଼ି ଙ୍କର ଡାନ୍ସ ର ଗୀତ ଟି ହେଉଛି “ହାମ କୋ ଲୁଟ ଲିୟା ମୀଲକେ ଇସ୍କ ୱାଲ ନେ ” ଆଉ ଏହି ଗୀତ ଟି ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରିବାକୁ ଲାଗିଛି ବୋଲି ମଧ୍ୟ କୁହାଯାଉଛି | ଆଉ ଦୀପିକା ଓ ଶାହରୁଖ ଙ୍କର ଏହି ଡାନ୍ସ ଆଉ ଗୀତ ଟି ମଧ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସିବାରେ ଲାଗିଛି ଓ ଲୋକ ମାନେ ମଧ୍ୟ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି |

ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ଓ ଲୋକ ମାନେ ଦୀପିକା ଓ ଶାହରୁଖ ଙ୍କର ଯୋଡ଼ି କୁ ମଧ୍ୟ ଅନେକ ଭଲ ପାଇବା ଦେଉଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ |ଆଉ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଗ୍ରୁପ ରେ ଡାନ୍ସ କରିବା ପାଇ ଲାଗିଛନ୍ତି ଉଭୟ ଦୀପିକା ଓ ଶାହରୁଖ ବୋଲି କୁହାଯାଉଛି | ଏହି ଗୀତ ଟି ବୋଟ ଉପରେ ମଧ୍ୟ ଡାନ୍ସ କରୁଥିବାର ସୁଟିଂ କରାଯାଇଛି | ଏକ ନୂଆ ପ୍ରୋସେସ ରେ ଏହିଭଳି ଗୀତ ଟି ଭାଇରାଲ ଭାଇରାଲ ହେବା ସହିତ ଡାନ୍ସ ମଧ୍ୟ ବେଶ ସୁନ୍ଦର ଭାବରେ କରିଛନ୍ତି ଦୁଇ କଳାକାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.