ପରିସ୍ରା କଣ୍ଟ୍ରୋଲ ( Urinary Incontinence ) କରି ନ ପାରିବା | Dr sandhya prasad

ମଣିଷ ଶରୀର ଦେଖା ଯାଉଥିବା ଅଧିକାଂସ ସମସ୍ୟା ଭିତରେ ପରିସ୍ରା ନ ରକିପାରିବା ସମସ୍ୟା ଏକ ଅନ୍ୟତମ ସମସ୍ୟା | ଏହା ପୁରୁଷ ଙ୍କ ଅପେକ୍ଷା ମହିଳା ଠାରେ ଅଧିକ ଦେଖାଯାଏ | ତେବେ ଏହାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରା ଯାଇଛି ଯଥା (1) ଷ୍ଟ୍ରେସ ୟୁରିନାରୀ ଇନକନଟିନେନସି (2) ଅର୍ଜି ଇନକନଟିନେନସି (3) ମିଷ୍ଟ ଇନକନଟିନେନସି ଏହିପରି ତିନି ଭାଗରେ ଏହାକୁ ବିଭକ୍ତ କରାଯାଇଛି |

ଯେମିତି ଆପଣ ମାନେ ଜାଣିଛନ୍ତି ଆଜିର ସମୟରେ ପୁରୁଷ ଙ୍କ ଠାରେ ଯୌନ ଶକ୍ତି କମ ଥିବାରୁ ସେମାନଙ୍କୁ ବିଭିନ୍ନ ସମୟରେ ଏହି ସମସ୍ୟା କୁ ସାମ୍ନା କରିବା ପାଇଁ ପଢିଥାଏ | ବିଶେଷ କରି ୟୁରିନାରୀ ଇନକନଟିନେନସି ଏହା ସାଧାରଣତୋ ଯୁବାବସ୍ତା ଠୁ ଆରମ୍ଭ କରି ବୃଦ୍ଧା ବୟସ ପର୍ଯ୍ୟନ୍ତ ଦେଖା ଯାଏ |

କମ ବୟସର ଯୁବତୀ ଙ୍କ ଠାରେ ଏହା କମ ଦେଖା ଯାଏ | ତେବେ ପୁରୁଷମାନେ ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ଔଷଧ ବ୍ୟବହାର କରନ୍ତି | ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଏହି ସବୁ ସମସ୍ୟା କୁ ରୋକିବା ପାଇଁ କିଛି ପ୍ରାକୃତିକ ପଦ୍ଧତି ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଆପଣଙ୍କର ‘ଲିବିଡୋ’କୁ ବୃଦ୍ଧି କରିପାରିବେ ଯାହା ଫଳରେ ଆପଣଙ୍କୁ ଆଉ ଯୌନ ଶକ୍ତି କମ ହେବାର ଅନୁଭବ ହେବ ନାହିଁ

ଏବଂ ଏହାର ଚକିତ୍ସା କରାଯାଏ | ଏହି ସମୟରେ ୟୁରିନ ପରୀକ୍ଷା କରାଯାଏ ଏବଂ ରକ୍ତ ପରୀକ୍ଷା କରାଯାଏ | ଏବଂ ଏହା ପାଇଁ ଆଜି କାଲି ବିଭିନ୍ନ ପ୍ରକାର ପରୀକ୍ଷା ରହିଛି |

 

ଏହାର ନିରାକରଣ ପାଇଁ ପ୍ରଥମେ ନିଜର ଲାଇଫ ଷ୍ଟାଇଲ ପରିବର୍ତନ କରନ୍ତୁ | ଏଥି ପାଇଁ ଆପଣଙ୍କୁ ଚକଲେଟ, କଫି, ଆଲକହଲ ଆଦି କମ କରିବା ଆବଶ୍ୟକ | ଏହା ସହିତ ନନ ଭେଜ ଠାରୁ ମଧ୍ୟ ଦୁରେଇ ରହିବା ଆବଶ୍ୟକ | ତେବେ ଯେତେବେଳେ ପରିସ୍ରା ଲାଗୁଛି ଓ ପରିସ୍ରା ଲାଗିବା ମାତ୍ରା ପରିସ୍ରା ହେଇଯାଉଛି ତାହାଲେ ସେତିକି ବେଳେ କଣ କରିବେ ନା ଛିଡା ହେଇ ପରିସ୍ରା ନ କରି ବସି କରି ପରିସ୍ରା କରିବା ଆବଶ୍ୟକ ଓ ଧୀରେ ଧୀରେ ଟୋଇଲେଟ ଯିବା ଆବଶ୍ୟକ | ତେଣୁ ଏହି ସମୟରେ ନିଜକୁ ନିୟନ୍ତ୍ରଣ କରିବା ଆବଶ୍ୟକ |

| ଏହି ବୟସ ରେ 20 ରୁ 30 ଶତକଡା ଦେଖା ଯାଏ, ଏହା ସହିତ 60 ରୁ 70 ବୟସ ଭିତରେ ସପ୍ରିଣ୍ଟର ଦୁର୍ବଳ ହେଇସାରିଥାଏ ଏହା ସହିତ, ଡାଇବେଟିସ,ଉଚ୍ଚରକ୍ତ ଚାପ,ବା ସି. ଭି. ଏ ପରି ସମସ୍ୟା ଥିଲେ ଏହି କ୍ଷେତ୍ରରେ ଏହା 60 ରୁ 70 % ଆକ୍ରାନ୍ତ ହେଇଥାଏ | ଏହା ଝିଅ ଙ୍କ ଠାରେ ଅଧିକ ଦେଖା ଯାଏ ଯେଉଁ ଝିଅ ମାନେ ଅଧିକ ଚକଲେଟ, ବା ସିଗ୍ରେଟ, ଆଲକହଲ ସେବନ କରୁଛନ୍ତି, ବୟସ ଙ୍କ ଠାରେ ଏହା ଏହା ସେତବେଳେ ଅଧିକ ଦେଖା ଯାଉଛି ଯେତେବେଳେ ସେମାନେ ବାରମ୍ବାର ପିଲା ଜନ୍ମ କରୁଛନ୍ତି |

 

ଯଦି ଜଣେ ରୋଗୀ ଡାକ୍ତର ଏହାର ସମସ୍ୟା ପାଇଁ ଡାକ୍ତର ଙ୍କ ପାଖକୁ ଯାଇଛି ତାହାଲେ ପ୍ରଥମେ ତାହାର ୩ ଟି ସମସ୍ୟା ଭିତରୁ କେଉଁ ପ୍ରକାର ସମସ୍ୟା ମାନ ଦେଖା ଯାଉଛି ସେ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ | ଯଦି ତାହାର କଲାପ୍ସ ଟି ଅଛି ବା ପିଲା ଜନ୍ମ କରିବା ପରେ ଛିଦ୍ର ଟି ଅଛି ତାହେଲେ ଏହି କ୍ଷେତ୍ରରେ ତାହାର ପରୀକ୍ଷା କରାଯାଏ

Leave A Reply

Your email address will not be published.