ପତିଲ୍ କମରୀୟା || Trending video || New Odia Comedy || Mr Dhenkanalia ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ..

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।

ତେବେ ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ ଏବଂ ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ।ଆଜିର ଦିନରେ ଯୁବ ପିଢି ମାନେ ସୋସିଆଲ ମିଡ଼ିଆକୁ ନିଜ ରୋଜଗାରର ପନ୍ଥା ଭାବେ ଚୟନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି।


ତେବେ ସୋସିଆଲ ମିଡିଆରୁ ଲୋକପ୍ରିୟତା ହାସଲ କରିଥିବା ସେମିତି କମେଡ଼ି ସିନ୍ ଟି ସମସ୍ତଙ୍କୁ ପସନ୍ଦ ଆସିଛି ଓ ସମସ୍ତଙ୍କର ମନକୁ କିଣି ନେଇଛି ତାହା ହେଉଛି ଢେଙ୍କାନାଳିଆ କମେଡ଼ି। ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ଟୁକୁନା ।ୟୁଟ୍ୟୁବରୁ ନିଜର ପରିଚୟ ସୃଷ୍ଟି କରିଥିବା ଢେଙ୍କାନାଳିଆ କମେଡ଼ି ଏବେ ଓଡ଼ିଶାର ଘରେ ଘରେ ପରିଚିତ।

ୟୁଟ୍ୟୁବରେ ତାଙ୍କର ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଭିଡିଓକୁ ଦେଖିଥାନ୍ତି। ଆଉ ତାଙ୍କ ଭିଡିଓରେ ଏତେ ହାସ୍ୟରସ ଭରି ରହିଥାଏ କି ଯିଏ ତାଙ୍କର ଭିଡିଓ ଦେଖିବ ହସି ହସି ତାଙ୍କ ପେଟ ଦରଜ ହୋଇ ଯିବ।ତେବେ ଢେଙ୍କାନାଳିଆ କମେଡ଼ି ର ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇଥିବେ ଆଉ ଏହି ଭିଡିଓ ସବୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ମଧ୍ୟ ଆସୁଥିବ।

 

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଢେଙ୍କାନାଳିଆ କମେଡ଼ି ର ଏକ ଭିଡିଓ ୟୁଟୁବ ରେ ଅପଲୋଡ଼ ହୋଇଛି ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ଆଉ ଯେଉଁଥିରେ ଦୁଇ ଜଣ ବେଶ ସୁନ୍ଦର ଭାବରେ ନିଜର କମେଡି ର ଅନ୍ଦାଜ ଦେଖାଇବାକୁ ଲାଗିଛନ୍ତି ଓ ସେମାନଙ୍କର କମେଡି ରେ ଦର୍ଶକ ମାନେ ମଧ୍ୟ ବେଶ ଉପଭୋଗ କରିବା ସହିତ ମନୋରଞ୍ଜନ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି ।

ତେବେ କୁନି କଳାକାର ଜଣଙ୍କ ର କମେଡି ର ଯାଦୁ କୁ ଦର୍ଶକ ମାନେ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି ।ଏଠାରେ ଦେଖିବାକୁ ମିଳିଛି କି ରାତି ଅଧାରେ ଶୁଣିବାକୁ ମିଳିଛି ପତଲୀ କମରିୟା ବୋଲ ହାୟ ହାୟ ଗୀତ ଟି । ଆଉ ଯେତେବେଳେ ଏହି ଗୀତ ଟି କିଏ ଗାଉଛି ବୋଲି ଦେଖିଥିଲେ ସେତେବେଳେ ଛୋଟ ପିଲା ଟି ଗାଉଥିବାର ଦେଖିବାକୁ ମିଳିଥିଲା ।

ତେବେ ସେ ରାତିରେ ରିଲସ ବନାଉଥିବାର ଦେଖିବାକୁ ମିଳିଥିଲା କାରଣ ସକାଳେ ୬ ରୁ ଟିଉସନ ପୁଣି ସ୍କୁଲ ପୁଣି ଟିଉସନ ତ ପିଲା ଟି ପାଖରେ ସମୟ ନାହିଁ ରିଲସ ପାଇଁ । ତେବେ ପତଲୀ କମରିୟା ବୋଲ ହାୟ ହାୟ ର ମାନେ ବୁଝେଇ ପିଲା ଟି କହିଛି କି ପତଳା ଅଣ୍ଟା ଯାହାର ହାୟ କରିବ ଓ ମୋଟା ଅଣ୍ଟା ଯାହାର ବାୟ କହିବ।ଏହା ବ୍ୟତୀତ କିରିଚି ନଜରୀୟା ବୋଲ ହାୟ ହାୟ ଅର୍ଥାତ ଯିଏ କୋଣେଇକି ଚାହିଁବ ହାୟ କହିବ ଓ ସିଧା ଚାହିଁଲେ ବାୟ କହିବ ବୋଲି କୁହାଯାଉଛି ।ତାହା ବ୍ୟତୀତ ଛୋଟ ପିଲା ଟି ରାତିରେ କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସେ କାନ୍ଦୁ ନ ଥିଲା ରିଲସ ବନାଉଥିଲା ବୋଲି କହିଛି । ଆଉ ଛୋଟ ଛୁଆଁ ଟିର ଏଭଳି କମେଡିକୁ ଦର୍ଶକ ମାନେ ମଧ୍ୟ ଅଧିକ ପସନ୍ଦ କରିବାକୁ ଲାଗିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ।

Leave A Reply

Your email address will not be published.