ବିବାହ ପରେ ହନିମୁନ ପାଇଁ ସ୍ଵାମୀଙ୍କ ସହ ପୁରୀ ଗଲେ olyowed ଅଭିନେତ୍ରୀ ପ୍ରେରଣା ( prerna ) – ଦେଖନ୍ତୁ ଭିଡିଓ

ତେବେ ଓଡ଼ିଆ ଜଗତ ର କଳାକାର ଅଶ୍ୱିନୀ ଓ ପ୍ରେରଣା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସୁନ୍ଦର ଯୋଡ଼ି ଭାବରେ ବେସ ପରିଚିତ ଏବଂ ଏହି ଯୋଡ଼ି ଙ୍କୁ ଅନେକ ଦର୍ଶକ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି | ଉଭୟ ଅନେକ ସୋ ରେ ଜବରଦସ୍ତ ଆଙ୍କରିଂ ରେ ଦେଖିବା ପାଇଁ ମିଳନ୍ତି, କେବଳ ସେତିକି ନୁହେଁ ବରଂ ଫିଲ୍ମ ରେ କାମ କରିବା ସହିତ ଦୁହେଁ ଅନେକ ସୁପରହିଟ ଆଲବମ ରେ ମଧ୍ୟ କାମ କରିଛନ୍ତି | ଯାହା ଦ୍ୱାରା ଏହି ଯୋଡ଼ି ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ପ୍ରଥମେ ପ୍ରଥମେ ଉଭୟ ଖୁବ ଭଲ ବନ୍ଧୁ ଥିଲେ କିନ୍ତୁ ପରେ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା ଆଉ ବିବାହ କରିବେ ବୋଲି ନିଷ୍ପତି ମଧ୍ୟ ନେଇ ଥିଲେ |

ଉଭୟ ଙ୍କର ବିବାହ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇ ଯାଇଛି ଆଉ ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ବେସ ଖୁସି ରେ ମଧ୍ୟ ଅଛନ୍ତି | ତେବେ ପ୍ରେରଣା ଓ ଅଶ୍ୱିନୀ ଙ୍କ ବିବାହ ପରେ ସେ ସୋସିଆଲ ମିଡ଼ିଆ ରେ ଅନେକ ସୁନ୍ଦର ସୁନ୍ଦର ଭିଡ଼ିଓ ଓ ଫଟୋ ସେୟାର କରିଛନ୍ତି | ତେବେ ବର୍ତ୍ତମାନ ସମୟରେ ଆଉ କିଛି ନୂଆ ଭିଡ଼ିଓ ଓ ଫଟୋ ଉପଲୋଡ ହୋଇଛି ଯାହାକି ବେସ ସୁନ୍ଦର ହୋଇଛି | ବିବାହ ପରେ ବର୍ତ୍ତମାନ ଏହି ଷ୍ଟାର କପୁଲ ପୁରୀ ବୁଲିବା ପାଇଁ ଯାଇଛନ୍ତି ଦୁହେଁ ମିଶି ଶ୍ରୀ ଜଗନ୍ନାଥ ଙ୍କର ଦର୍ଶନ କରିଛନ୍ତି |

ବିବାହ ପରେ ପ୍ରଥମେ ଦୁହେଁ ପୁରୀ ହିଁ ବୁଲିବା ପାଇଁ ଯାଇଛନ୍ତି ଯାହାକି ତାଙ୍କର ହନିମୁନ ବୋଲି ମଧ୍ୟ କୁହାଯାଇଛି | ଆଉ ସେଠାରେ ଏହି କପୁଲ ବିଭିନ୍ନ ପ୍ରକାର ର ସୁନ୍ଦର ସୁନ୍ଦର ଫଟୋ ଉଠାଇବା ସହିତ ଅନେକ ଭିଡ଼ିଓ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ତେବେ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ତାଙ୍କର ବୌବାହିକ ଜୀବନର ସୁଖ ଓ ମଙ୍ଗଳ କୁ କାମନା କରି ଅଶ୍ୱିନ ଓ ପ୍ରେରଣା ବୁଲି ଯାଇଛନ୍ତି ଜଗନ୍ନାଥ ଧାମ ପୁରୀ କୁ |

 

ଆଉ ସେଠାରେ ଜଗନ୍ନାଥ ଙ୍କର ଦର୍ଶନ ମଧ୍ୟ କରିବାକୁ ଲାଗିଛନ୍ତି ଏହି ଦୁଇ କଳାକାର ଆଉ ନିଜର ଦାମ୍ପତ୍ୟ ଜୀବନକୁ ସାଥି ହୋଇ ବିତାଇବା ପାଇଁ ମଧ୍ୟ ମନସ୍ତ କରିଛନ୍ତି | ଏହି ଭିଡ଼ିଓ ଓ ଫଟୋ କୁ ସୋସିଆଲ ମିଡ଼ିଆ ରେ ଦର୍ଶକ ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି ଯାହାକି ବେସ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.