ବିଶେଷ / ଭାଇରାଲ ଭୁବନେଶ୍ୱର ଝିଅକୁ ସୁରଟ ରେ ମାରିଦେଲା ବୟଫ୍ରେଣ୍ଡ , ୪୯ ଖଣ୍ଡ କରି କାଟି ପକାଇଲା ପ୍ରେମିକ..

ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ।
ପ୍ରେମିକା କୁ ହତ୍ୟା କରିବା ପରେ ତାର ଶରୀର କୁ ଖଣ୍ଡ ଖଣ୍ଡ କରି ୪୯ ଖଣ୍ଡ ରେ କାଟି ପକେଇଛି ପ୍ରେମିକ।ଦିଲ୍ଲୀ ର ଶ୍ରଦ୍ଧା ହତ୍ୟାକାଣ୍ଡ ର ହୋଇଛି ପୁନରାବୃତ୍ତି.? ନୃଶଂସ ସାଜିଛି ପ୍ରେମିକ ଆଉ ପ୍ରେମିକା କୁ ହତ୍ୟା କରିବା ପରେ ତାର ଶରୀର କୁ ଖଣ୍ଡ ଖଣ୍ଡ କରି ୪୯ ଖଣ୍ଡ ରେ କାଟି ପକେଇଛି ପ୍ରେମିକ।

 


ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ପ୍ରମିକ ପ୍ରମିକା କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି। ଥରେ ସୁରଟ ରୁ ଆସିଛି ଏକ ଚଞ୍ଚଲ୍ୟକର ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣା ଟି କିଛି ଏହିପରି ରହିଛି କି , ଜଣେ ଯୁବକ ନିଜ ପ୍ରମିକା ଙ୍କୁ ଧକ୍କା ଦେଉଥିଲେ। ଏହିପରି ଥିଲା କି ଭୁବନେଶ୍ୱର ର ଲୋନୀ ନାମକ ଜଣେ ଯୁବତୀ ସୁରଟ ରେ ରହୁଥିବା ଜଗନ୍ନାଥ ଗୌଡ଼ ଙ୍କୁ ପ୍ରେମ କରୁଥିଲେ। ଆଉ ତାଙ୍କ ପ୍ରେମ ରେ ପଡି ଏହିପରି ପାଗଳ ହୋଇଗଲେ କି ଘରୁ ପାଦ କାଢି ତାଙ୍କ ପାଖକୁ ଯିବା କୁ ମଧ୍ୟ ପଛାଇଲେ ନାହିଁ।

ତେବେ ଲୋନୀ ଜଗନ୍ନାଥ ଙ୍କୁ ବିବାହ କରିବା ପାଇଁ ଘରେ କହିଥିଲେ, ମାତ୍ର ଘରେ ରାଜି ନହେବା ରୁ ସେ ପରିବାର ଲୋକଙ୍କ ବିରୋଧ ରେ ଯାଇ ସୁରଟ ନିଜ ପ୍ରେମିକ ଜଗନ୍ନାଥ ଙ୍କ ପାଖ କୁ ପଳେଇ ଆସିଥିଲେ।ଲୋନୀ ଜଗନ୍ନାଥ ଙ୍କୁ ତାଙ୍କୁ ବିବାହ କରିବା ପାଇଁ କହିଲେ ମାତ୍ର ଜଗନ୍ନାଥ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ତେବେ ଏହି କଥା କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡାଆଉ ସୁରଟ ରେ ସେମାନେ ଲିଭ ଇନ ରିଲେସନ ରେ ଏକାଠି ରହୁଥିଲେ। ତେବେ କିଛି ଦିନ ଯିବା ପରେ ଲୋନୀ ଜଗନ୍ନାଥ ଙ୍କୁ ତାଙ୍କୁ ବିବାହ କରିବା ପାଇଁ କହିଲେ ହେଉଥିଲା ଏବଂ ଜଗନ୍ନାଥ ଲୋନୀ ଙ୍କୁ ମାର ପିଟ ମଧ୍ୟ କରୁଥିଲେ

ଜଗନ୍ନାଥ ଲୋନୀ ଙ୍କୁ ମାର ପିଟ ମଧ୍ୟ କରୁଥିଲେ। ଆଉ କଥା ଅଧିକ ହେବା ରୁ ଜଗନ୍ନାଥ ରାକ୍ଷସ ପାଲଟି ଯାଇଥିଲେ ଆଉ ଲୋନୀ ଙ୍କୁ ହତ୍ଯା କଲି।

Leave A Reply

Your email address will not be published.