ଜୟଶ୍ରୀଙ୍କୁ ଛାଡି ଚାଲିଗଲେ ବୈଜ୍ଞାନିକ ଡ଼ ଶେଷ କିସାନ 🥺… ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ କାନ୍ଦି ପକାଇବେ | Dr. Sesha Kisan

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଖୁସି ଲାଗିଥାଏ ଆଉ କେତେକ ଭିଡ଼ିଓ ଆମ ମନରେ ଦୁଃଖ ଦେଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ସାଇଣ୍ଟିଷ୍ଟ ଡ଼. ଶେଷ କିସାନ ଙ୍କ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଜୟଶ୍ରୀ ଙ୍କୁ ଘରେ ଛାଡିକି କିସାନ ଯାଉଛନ୍ତି ତାଙ୍କର କର୍ମଭୂମି ଜର୍ମାନୀ କୁ | ଆଉ ଯେଉଁଥିପାଇଁ ତାଙ୍କର ମନ ମଧ୍ୟ ଦୁଃଖ ଅଛି ତାହା ସଙ୍ଗେ ସଙ୍ଗେ ଜୟଶ୍ରୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି |ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।

ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ସାଇଣ୍ଟିଷ୍ଟ ଡ଼. ଶେଷ କିସାନ ଯାଉଛନ୍ତି ତାଙ୍କର କର୍ମ ଭୂମି କୁ | ଆଉ ଯେଉଁଥିପାଇଁ ତାଙ୍କର ସ୍ତ୍ରୀ ପେକିଙ୍ଗ କରି ଦେଉଛନ୍ତି ତାଙ୍କର ଦରକାରୀ କେତେକ ଜିନିଷ | ତାହା ସହିତ ମିକଚର, ଡାଲି ଓ ଅନେକ ମସଲା ସଜ ଯାହାକି ସେଠାରେ ମିଳେ ନାହିଁ ସେ ସବୁକୁ ପେକିଙ୍ଗ କରି ଦେଇଛନ୍ତି ଜୟଶ୍ରୀ | ତାହା ସହିତ ବିଭିନ୍ନ ଔଷଧ ମଧ୍ୟ ଦେଇଛନ୍ତି କାରଣ ଔଷଧ ମଧ୍ୟ ଜର୍ମାନୀ ରେ ଆଣିବାକୁ ହେଲେ ଏପଏଣ୍ଟମେଣ୍ଟ ଦରକାର | ବିନା ଡାକ୍ତର ଙ୍କୁ ଦେଖାଇ କୌଣସି ଔଷଧ ଦୋକାନ ରୁ ଔଷଧ ଆଣି ପାରିବ ନାହିଁ |

ଆଉ ତାହା ପରେ କିସାନ ବାହାରେ ପଖାଳ ଆଉ ଖାଇ ପାରିବେନି ବୋଲି ପଖାଳ ଖାଇକି ବାହାରକୁ ଯିବା ପାଇଁ ବାହାରିଛନ୍ତି | ତାହା ପରେ ଜୟଶ୍ରୀ କିସାନ ଙ୍କୁ ବଡି ଲସନ ଲଗାଇ ଦେଇଛନ୍ତି ତାଙ୍କର ଦେହ ରେ ଓ ମୁହଁ ରେ ମଧ୍ୟ କ୍ରିମ ଲଗାଇ ଦେଇଛନ୍ତି | ତାହା ପରେ ବାଲିଆପାଳ ରୁ ସିଧା ବାହାରିଛନ୍ତି ଜଳେଶ୍ୱର ଷ୍ଟେସନ କୁ | ଆଉ ଜଳେଶ୍ଵର ରୁ କୋଲକାତା ଯିବେ ଓ ସେଠୁ ସେ ଫ୍ଲାଇଟ ରେ ଯିବେ ଜର୍ମାନୀ କୁ | ଆଉ ଯେଉଁଥିପାଇଁ ଜୟଶ୍ରୀ ଙ୍କ ସହିତ ଆଉ 3 ଜଣ ଆସିଛନ୍ତି ଓ କିସାନ ଙ୍କୁ ଷ୍ଟେସନ ରେ ଟ୍ରେନ କୁ ଉଠାଇ ଦେଇଛନ୍ତି |

ଯାହା ଦେଖିବାକୁ ମିଳିଥିଲା କି ଜୟଶ୍ରୀ ଙ୍କୁ ଛାଡିକି ଯାଉଥିବାରୁ କିସାନ ଯେତିକି ଦୁଃଖୀ ହୋଇଥିଲେ ତାଙ୍କ ସହିତ ଜୟଶ୍ରୀ ମଧ୍ୟ କାନ୍ଦି ପକାଇଥିଲେ | ତାହା ପରେ କିସାନ ଏୟାରପୋର୍ଟ ରେ ତାଙ୍କର ପ୍ରଫେସର ଙ୍କ ସହିତ ଦେଖା ହୋଇଥିଲା ଆଉ ଯାହା ପାଇଁ ସେ ବହୁତ ଖୁସି ହୋଇଥିଲେ | ଆଉ ଆମ ଲୋକ ମାନଙ୍କ ପାଇଁକି ଅନେକ ଭଲ ଭଲ ଭିଡ଼ିଓ ମଧ୍ୟ ଖୁବ ଶୀଘ୍ର ପୋଷ୍ଟ କରିବେ ବୋଲି କହିଛନ୍ତି କିସାନ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.