ପୁଣି ନୂଆ ଷ୍ଟାଇଲରେ ” ସାରଥୀ ବାବା ” ଙ୍କ ଆଣ୍ଠୁଆ ଗୋପାଳ ଲୀଳା । Daitari Panda । ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ତେବେ ଆମେ ଟିଭି ରେ ଅନେକ କାର୍ଯ୍ୟକ୍ରମ ଦେଖି ଥାଉ ଯେପରିକି ସିରିଏଲ, ଫିଲ୍ମ ଏଭଳି ଅନେକ କିଛି କିନ୍ତୁ ଯାତ୍ରା ହେଉଛି ଏମିତି ଏକ କାର୍ଯ୍ୟକ୍ରମ ଯାହାକୁ ଦେଖିଲେ ଆମ ଆଖି ମଧ୍ୟ ଆଉ ଫେରି ନଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଯାତ୍ରା ପ୍ରେମୀ ଅର୍ଥାତ ଯାତ୍ରା ଦେଖିବା ପାଇଁ ଖୁବ ଭଲ ପାଇ ଥାଆନ୍ତି |

ଅନିଦ୍ରା ହୋଇ ଯାତ୍ରା ରେ ଦର୍ଶକ ମାନେ ଯେମିତି ହଜି ଯାଇ ଥାଆନ୍ତି ଏବଂ ଯାତ୍ରା ପେଣ୍ଡାଲ ରେ ମେଲୋଡି ନାଚ କୁ ଖୁବ ଉପଭୋଗ କରି ଥାଆନ୍ତି | ତେବେ ଯାତ୍ରା ରେ ଯେ କେବଳ ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ପେଣ୍ଡାଲ ରେ ବହୁତ ଆକର୍ଷଣୀୟ ଆଙ୍କରିଂ ଏବଂ ସୁନ୍ଦର ହିଟ ଡ୍ୟାନ୍ସ ଏହା ସହିତ ମନରଞ୍ଜନ ପାଇଁ କମେଡି ମଧ୍ୟ ଦେଖିବାକୁ ମିଳେ |

ଯାତ୍ରା ର ଆରମ୍ଭ ଆରମ୍ଭ ରେ ହିଁ ଲୋକ ମାନଙ୍କୁ ଉତ୍ସାହ କରିବା ପାଇଁ ଜବରଦସ୍ତ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ମିଳେ | ତେଣୁ ଯାତ୍ରା ର ପ୍ରତି ମାହାଲ ହିଁ ଖୁବ ଆନନ୍ଦ ପୂର୍ଣ୍ଣ ହୋଇ ଥାଏ, ଆଉ ବେଳେ ବେଳେ କିଛି ଏମିତି କମେଡି ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ କାରଣ ଆର୍ଟିଷ୍ଟ ମାନେ ସେଭଳି କିଛି ଢଙ୍ଗରେ ଅଭିନୟ କରି ଦେଖାଇ ଥାଆନ୍ତି | ଆଜି ସେଭଳି ଏକ ମଜାଦାର ସିନ କଥା କହିବୁ ଯାହାକୁ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |

 


ତେବେ ବର୍ତ୍ତମାନ ସମୟରେ କୋଣାର୍କ ଗଣନାଟ୍ୟ re ଦୋଇତାରୀ ପଣ୍ଡା ଙ୍କର ଏକ ଅଭିନୟ ଖୁସି ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକି ସେ ସାରଥୀ ବାବା ଙ୍କର ଅଭିନୟ କରି ଯାତ୍ରା ମଞ୍ଚ ରେ ଦେଖାଇଛନ୍ତି | ସାରଥୀ ବାବା କିପରି ଗୋପାଳ ହୋଇକି ଲୀଳା ଖେଳା କରି ଥିଲେ ସେ ତାହାକୁ ଅଭିନୟ ମାଧ୍ୟମ ରେ ମଞ୍ଚ ରେ ଦେଖାଇଛନ୍ତି | ଯେଉଁଭଳି ଭାବରେ ସାରଥୀ ବାବା ଲୋକ ମାନଙ୍କୁ ଭଣ୍ଡାମୀ କରୁଥିଲେ ଆଉ ତାଙ୍କର ହଜାର ହଜାର ଭକ୍ତ ଥିଲେ | ତାହା ଭିତରେ ତାଙ୍କର ଝିଅ ମାନେ ମଧ୍ୟ ଥିଲେ ଯେଉଁ ଝିଅ ମାନେ ତାଙ୍କୁ ଖୁସି କରାଉଥିଲେ

|

ତାହା ସହିତ ଜନ୍ମାଷ୍ଟମୀ ରେ ଆଣ୍ଠୁଆ ଗୋପାଳ ସାଜି କ୍ଷୀର ଖାଉଥିବାର କଥା ମଧ୍ୟ ଏହି ଯାତ୍ରା ମଞ୍ଚରେ ଅଭିନୟ ଗୀତ ଆଉ ନାଚ ମାଧ୍ୟମରେ ଦେଖା ଯାଇଛି | ସେ ଗୋପୀ ମାନଙ୍କ ସହ ମିଶି କିପରି ପ୍ରେମ କରୁଛନ୍ତି ତାହା ଏଠାରେ ସେ ଆଣ୍ଠୁଆ ଗୋପାଳ ହୋଇ ଦେଖାଇଛନ୍ତି | ଏଭଳି ସୁନ୍ଦର ସିନ ଦେଖି ଦର୍ଶକ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.