ଭାଇରାଲ ହେଲା ଛୋଟ ଛୁଆର ଭିଡିଓ ! କାନ୍ଦି କାନ୍ଦି ସାରଙ୍କୁ କହିଲା ଏମିତି କଥା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ |

ତେବେ ଏହି ଭିଡ଼ିଓ ଟି ରହିଛି ଜଣେ କୁନି ପିଲା ର ଯିଏକି ପାଠ ପଢିବା କୁ ଚାଁହୁଛି କିନ୍ତୁ ତାର ବାପା ତାକୁ ବହି ଆଣି ଦେବା ଦୂର କଥା ବରଂ ବହି ଆଣିବା କଥା କହିଲେ ତାକୁ ମଦ୍ୟପାନ କରି ପିଟା ମାରା କରୁଛନ୍ତିତେବେ ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ପରେ ସମସ୍ତ ଙ୍କର ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ବାପା ମା ଙ୍କୁ ଏହି ଦୁନିଆଁ କୁ ଆଣିଛନ୍ତି।କିନ୍ତ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ |

 

ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ବିଷୟରେ ଅଧିକ ଆଲୋଚନା କରିବା |ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ପରେ ସମସ୍ତ ଙ୍କର ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ବାପା ମା ଙ୍କୁ ଏହି ଦୁନିଆଁ କୁ ଆଣିଛନ୍ତି।କିନ୍ତୁ ବର୍ତ୍ତମାନ ର ଏହି ସ୍ୱାର୍ଥପର ଓ ଅସଭ୍ୟତାର ସମାଜ ରେ ବାପା ଙ୍କ ପରି ପବିତ୍ର ଓ ନିଃସ୍ୱାର୍ଥପର ମଣିଷ ଟେ ବି ଅମଣିସ ପାଲଟି ଲେ ଆଉ କୁନି ପିଲା ଟିକୁ ବହି ମାଗିବା ରୁ ମାଡ଼ ମାରୁଛନ୍ତି।କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ

ପ୍ରତ୍ୟେକ ବାପାମାଆ ନିଜ ପିଲା ମାନଙ୍କ ଭବିଷ୍ୟତ ପାଇଁ ଖୁବ ଦାୟିତ୍ୱବାନ ହେଇଥାନ୍ତି ।ଆଉ ନିଜ ପିଲା କେମିତି ଭବିଷ୍ୟତରେ ଭଲରେ ରହିବ ଭଲ ପାଠ ପଡିବ ସେ ନେଇ ତତ୍ପର ଥାଆନ୍ତି ।ତେବେ ପର ଦିନ ଯେତେବେଳେ ଶିକ୍ଷକ ଜଣଙ୍କ ସେହି କୁନି ପିଲା କୁ ପଚାରିଲେ କି ତୁମେ ବହି ଆଣିନ କଣ ପାଇଁ ସେତେବେଳେ ପିଲା ଟି ଭୋ ଭୋ ହୋଇ କାନ୍ଦି ପକେଇଲା ଆଉ କହିଲେ କି ତାର ବାପା କୁ ସେ ସବୁବେଳେ ବହି ଆଣିବା କଥା କହେ ମାତ୍ର ସେ ବହି ନଆଣି ଓଲଟା ତାକୁ ମାଡ ମାରନ୍ତି।

 


ତେବେ ଆପଣ ଆଜିର ଦୁନିଆରେ ଦେଖୁଥିବେ ପିଲା ମାନଙ୍କ ପାଇଁ ସବୁ କରିଲା ପରେ ବି ବୁଡ଼ା ଅବସ୍ଥାରେ ବାପାମାଆ ବାର ଦୁଆର ହେଉଛନ୍ତି ।ତେବେ ପିଲା ମାନଙ୍କୁ ଏମିତି କଣ ଶିଖା ଦେଲେ ପିଲା ଭବିଷ୍ୟତରେ ଜଣେ ଭଲ ମଣିଷ ହେବ !ତେବେ ଏହି ଉତ୍ତର ପାଇବା ପାଇଁ ହେଲେ ଆଗକୁ ପଡିବାକୁ ପଡିବ ।

Leave A Reply

Your email address will not be published.