ଏହି ସ୍କୁଲ ଝିଅ ଏମିତି ନାଚିଲେ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆପଣ ତ ଜାଣିଛନ୍ତି ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ଏହା ସହିତ ଅନେକ ୟୁଟ୍ୟୁବର ମଧ୍ୟ ଅଛନ୍ତି ଯେଉଁ ମାନେ ନାଚ ଗୀତ ଭିଡ଼ିଓ କୁ ଆଦି ପୋଷ୍ଟ କରି ବେସ ଚର୍ଚ୍ଚା ରେ ରହି ଥାଆନ୍ତି | ଆହୁରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ପ୍ରତିଭା ଦେଖାଇ ସୋସିଆଲ ମିଡିଆରେ ଉପଲୋଡ କରନ୍ତି କିନ୍ତୁ ତାହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗି ଥାଏ | ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ |

ଆପଣ ତ ଜାଣିଛନ୍ତି ଆମେ ଯଦି କେଉଁଠି ନାଚ ଦେଖି ଥାଉ ତେବେ ଉଲ୍ଲାସ ରେ ସେହି ତାଳେ ତାଳେ ଆମ ପାଦ ମଧ୍ୟ ନାଚି ଉଠି ଥାଏ | ଆଉ ସ୍କୁଲ ଗୁଡ଼ିକ ରେ ପ୍ରାୟ ସମୟରେ କୁନି କୁନି ପିଲା ମାନଙ୍କର ନାଚ ଗୀତ ଆଦି ଦେଖିବାକୁ ମିଳି ଥାଏ | ସେଭଳି ଭାବରେ ଏକ ସ୍କୁଲ ର କ୍ଲାସ ରୁମରେ କୁନି କୁନି ଦୁଇଟି ଛାତ୍ରୀ ଙ୍କର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ଏହି ଦୁଇ ଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧି ଏକ ଓଡ଼ିଆ ଗୀତ ର ତାଳେ ତାଳେ ଖୁବ ସୁନ୍ଦର ଭାବରେ ନାଚ ପରିବେଷଣ କରୁଛନ୍ତି | ଦୁହିଁଙ୍କର ଡ୍ୟାନ୍ସ ଏତେ ସୁନ୍ଦର ରହିଛି କି ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ତାଳି ମାରି ଏହି ନାଚ କୁ ଉପଭୋଗ କରିଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଲୋକ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ଧରଣ ର ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ପ୍ରଶଂସା ମଧ୍ୟ କରିଛନ୍ତି |

Leave A Reply

Your email address will not be published.