ତୁଳା ରାଶି ) – ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ( ଭୟଙ୍କର କଥା ) ଜାଣନ୍ତୁ କଣ ସବୁ ଭାଗ୍ୟରେ ଅଛିବାର୍ଷିକ ରାଶିଫଳ ୨୦୨୩ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ଚକ୍ରରେ ୧୨ ରାଶି ରହିଛନ୍ତି। ତେବେ ଗ୍ରହ ମାନଙ୍କ ଗତିବିଧି କାରଣରୁ ରାଶିମାନଙ୍କ ପରିବର୍ତ୍ତନ ମଧ୍ୟ ହୁଏ। ଯାହା ଦ୍ଵାରା ବ୍ୟକ୍ତିର ଜୀବନରେ ଘଟଣା ମାନ ଘଟେ। ଯାହା ଦ୍ଵାରା ୨୦୨୩ ରେ ତୁଳା ରାଶିର ବ୍ୟକ୍ତି ଙ୍କ ଜୀବନ ସଂପୂର୍ଣ୍ଣ ଭାବରେ ବଦଳିବ।ଜୀବନରେ ସତ ପଥରେ ରୁହନ୍ତୁ, ନ୍ୟାୟରେ ରୁହନ୍ତୁ, ହରିନାମ ଜପ କରନ୍ତୁ, ସଫଳତା ହାସଲ କରିବେ।ଭଗବାନଙ୍କ ଦୟାରୁ ଯେଉଁମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ସେମାନେ ସନ୍ତାନ ସୁଖକୁ ପ୍ରାପ୍ତ କରିବେ। ଯେଉଁ ମାନଙ୍କ ସନ୍ତାନ ଅଛନ୍ତି ଆଉ ଯେଉଁମାନେ ମାନସିକ ଚିନ୍ତାରେ ଅଛନ୍ତି ସେମାନଙ୍କ ସ୍ଥିତି ବଦଳିବାକୁ ଯାଉଛି। ସନ୍ତାନର ସମ୍ଭାବନା ରହିଛି।ସନ୍ତାନ ମାନଙ୍କ ସଂଘର୍ଷମୟ କାମ କରିବେ।

ଆପଣ ଯାହା କାମ କରିବେ ତା ଫଳ ଆପଣଙ୍କ ସନ୍ତାନ ମାନଙ୍କୁ ହିଁ ଭୋଗ କରିବେ।ତେବେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଗାମୀ ଦିନ ଖୁସି ନେଇ ଆସୁଛି।ଯାହା ବି ସମସ୍ୟା ଆପଣଙ୍କର ଚାଲିଥିଲା ଯେଉଁ ଛୋଟ ମୋଟ ସମସ୍ୟା ଆପଣଙ୍କର ଲାଗିଥିଲା ସେ ସବୁ ସମସ୍ୟା ଆପଣ ମାନଙ୍କ ଧୀରେ ଧୀରେ ଦୂର ହେବ।ଭଗବାନଙ୍କ କୃପାରୁ ଆପଣ ମାନଙ୍କ ଉତ୍ସାହ ବୃଦ୍ଧି ପାଇବ। ସ୍ଵାସ୍ଥ୍ୟ ବିଷୟରେ ଯଦି କହିବା ତେବେ ସ୍ଵାସ୍ଥ୍ୟ ଆପଣଙ୍କର ବହୁତ ଭଲ ରହିବ। ଆଗକୁ ଆପଣ ବଢିବା ପାଇଁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଗୁରୁ ଓ ମିତ୍ର ମାନଙ୍କ ପକ୍ଷରୁ ଆପଣ ମାନଙ୍କୁ ବିଶେଷ ଲାଭ ହେବ।

କୌଣସି କ୍ଷେତ୍ରରୁ ବିଶେଷ ଧନ ଲାଭ ହେବ ଯାହା ଦ୍ଵାରା ଆପଣ ମାନଙ୍କ ମନ ପ୍ରସନ୍ନ ରହିବ। ଏହି ସମୟରେ ଆପଣ ଅବସାଦରେ ଥିଲେ ଭଲ ଅବସ୍ଥାକୁ ଫେରି ଆସିବେ।ଉଚିତ ଫଳ ଆପଣ ମାନଙ୍କୁ ପ୍ରାପ୍ତ ହେବ। ପୂର୍ବ ମାସରେ ଆପଣ ଯେଉଁ କାମ କରିଛନ୍ତି ତାର ଫଳ ଆପଣ ମାନଙ୍କୁ ପ୍ରାପ୍ତ ହେବ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି ସେମାନଙ୍କୁ ନୂଆ ଚାକିରି କରିବାର ସମ୍ଭାବନା ରହିଛି।ଯେଉଁମାନେ ବିବାହ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ନିଜ ଜନ୍ମ ଭୂମି ଠାରୁ ଦୂରରେ ବିବାହ କରିବାର ସୁଯୋଗ ମିଳିବ। ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ଏହି ସମୟରେ ଦେଖିବା ପାଇଁ ମିଳିବ।ଆପଣ ସାମାନ୍ୟ କ୍ରୋଧୀ ସ୍ୱଭାବର ହେବେ।

ଆପଣ ଆପଣଙ୍କ ମନର କଥା ନିଜ ସାଥିଙ୍କୁ କହି ପାରିବେ। ଆପଣଙ୍କ ନୂତନ ଗୃହର ସ୍ବପ୍ନ ପୁରା ହେବ। ଜୀବନରେ ସତ କର୍ମ କରନ୍ତୁ, ହରିନାମ ଜପ କରନ୍ତୁ, ସଫଳତା ହାସଲ କରିବେ।

Leave A Reply

Your email address will not be published.