ନୂଆବର୍ଷ 2023 ରେ ଶନୀ କରିବେ ଧମାଲ୍ ସୁନା ଝୁଲଣାରେ ଝୁଲିବେ ଏହି 5 ରାଶି

ଶନି ଦେବତା ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଇ ଥାଏ, ଯଦି ଶନି ଦେବ ଙ୍କର କୌଣସି ରାଶିର ର ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟା କୁ ସଜାଡ଼ିବାରେ ସମ୍ପୂର୍ଣ୍ଣ ଜୀବନ କଟି ଯାଏ | ଯଦି ଶନି ଦେବ ଙ୍କର କୃପା ଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମ ରେ ନିଜ ଜୀବନ ରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ | ତେବେ ସେହିଠାରେ ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ ବୋଲି କୁହାଯାଏ ଏବଂ ପ୍ରତେକ ମଣିଷ ଏହା ଚାହିଁ ଥାଏ କି ତାହାର ଜୀବନ ଉପରେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ବନି ରହୁ ବୋଲି |

ଯେମିତି କି ତା ଜୀବନରେ ସୁଖ ସମୃଦ୍ଧି ର ଅଭାବ ନ ରହୁ | ଜ୍ୟୋତିଷ ଙ୍କ ଅନୁସାରେ ଗ୍ରହ ମାନଙ୍କର ଚଳଣି କାରଣରୁ ଏଭଳି ମହାସଂଯୋଗ ବନୁଛି | ଆସନ୍ତା କାଲି ଠାରୁ ମାତା ଲକ୍ଷ୍ମୀ ଓ ଭଗବାନ ଶନିଦେବ ଏକା ସହିତ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବେ | ଯାହା ଫଳରେ ସେହି ରାଶି ମାନଙ୍କର ଭାଗ୍ୟ ଏବେ ଚମକିବାକୁ ଯାଉଛି | ଏହି ରାଶି ମାନଙ୍କ ଜୀବନରେ ହେବାକୁ ଥିବା ଲାଭ ବିଷୟରେ ଆଜି ଆମେ ଆପଣ ଙ୍କୁ ଜଣାଇବୁ |

 

1. ମେଷ ରାଶି :- ଏହି ରାଶି ବ୍ୟକ୍ତି ବିଶେଷ ମାନଙ୍କର ଖରାପ ସମୟ ଏବେ ଶେଷ ହୋଇ ସାରିଛି, ଏହି ରାଶି ଙ୍କ ଉପରେ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ | ଏହି ରାଶି ର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନ ର ପ୍ରାପ୍ତି ହେବ ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି | ଏହା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧ ସମସ୍ୟା ରୁ ମୁକ୍ତି ମିଳି ପାରିବ, ଆପଣ ମାନେ ନିଜ ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ ଏବଂ ଘର ପରିବାର ରେ ଖୁସି ର ବାତାବରଣ ଲାଗି ରହିବ |

2. କର୍କଟ ରାଶି :- ଏହି କର୍କଟ ରାଶି ବ୍ୟକ୍ତି ମାନଙ୍କ ଉପରେ ଶନି ମହାରାଜା ଙ୍କର କୃପା ଦୃଷ୍ଟି ଲଗାତାର ଭାବରେ ରହିବ | ଆପଣ ମାନଙ୍କ ଜୀବନରେ ଯାହା ସବୁ ସମସ୍ୟା ଗୁଡ଼ିକ ରହିଥିଲା ସେହି ସବୁ ସମସ୍ୟା ଗୁଡ଼ିକ ର ଅନ୍ତ ଘଟିବାକୁ ଯାଉଛି | ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆପଣ ଙ୍କୁ ଆଗାମୀ ସମୟରେ ଭଲ ଲାଭ ମିଳିବ ଏବଂ ଆପଣଙ୍କ ସାଙ୍ଗ ନିକଟରୁ ଆପଣଙ୍କୁ ଲାଭ ମିଳି ପାରେ | ଗୁରୁଜନ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ |


3. ବିଛା ରାଶି :- ଏହି ରାଶି ଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଯାହାକି ଆପଣଙ୍କ ଉପରେ ଆପଣଙ୍କ ର ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ରହିବ ଆପଣ ଯାହା ବି ପରିଶ୍ରମ କରିବେ ତାର ସମସ୍ତ ଫଳ ମଧ୍ୟ ପ୍ରାପ୍ତ କରି ପାରିବେ | ତେବେ ଆପଣ ଯଦି ନୂଆ ଗାଡ଼ି ନେବାକୁ ଚାହୁଁଛନ୍ତି ତେବେ ଏହି ସମୟ ସବୁଠାରୁ ଭଲ ସମୟ ଅଟେ | ଘରର ସାଜସଜା ଓ ମରାମତି ରେ ପରିବର୍ତ୍ତନ କରି ପାରିବେ କୌଣସି ଲମ୍ବା ଯୋଜନା ରେ ମଧ୍ୟ ନିବେଶ କରି ପାରିବେ |


4. ଧନୁ ରାଶି :- ଶନି ଦେବ ଙ୍କ କୃପା ରୁ ଏମାନେ ନିଜ ଜୀବନ ସାଥିଙ୍କ ସହିତ ବହୁତ ଉତ୍ତମ ସମୟ ବିତାଇବେ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ | ଆପଣ ଲୋକ ମାନଙ୍କ ପାଇଁ ଆଦର୍ଶ ବନି ପାରନ୍ତି ଏବଂ ଏହା ସହିତ ଆସନ୍ତା ଦିନ ମାନଙ୍କରେ ଆପଣଙ୍କୁ ଅଚାନକ ଧନ ମଧ୍ୟ ପ୍ରାପ୍ତି ହୋଇ ପାରେ | ବ୍ୟବସାୟ ହେଉ କି ବାଣିଜ୍ୟ ବେପାର ସବୁଥିରେ ସେମାନଙ୍କର ଉନ୍ନତି ହେବ ଆଜି ଠାରୁ ବୋଲି କୁହାଯାଉଛି | ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣ ଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ |

5. କୁମ୍ଭ ରାଶି :- ଆଗାମୀ ଦିନ ଗୁଡ଼ିକ ଆପଣଙ୍କ ପାଇଁ ବହୁତ ଶୁଭ ଦାୟକ ରହିବ ଏବଂ ଆପଣଙ୍କୁ ଧନ ଦୌଲତ ପ୍ରାପ୍ତି ହେବ | ଆପଣ ଚେଷ୍ଟା କରିଲେ ସବୁ ପ୍ରକାରର କାର୍ଯ୍ୟରେ ଆପଣଙ୍କୁ ଲାଭ ଦେଖିବା ପାଇଁ ମିଳିବ | ଆପଣଙ୍କୁ ପ୍ରଶଂସା ମିଳିବା ସହିତ ପୁରୁଣା ବନ୍ଧୁ ସହିତ ଦେଖା ସାକ୍ଷାତ ମଧ୍ୟ ହୋଇ ପାରେ ଏବଂ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.