ଘରର ଏହି ସ୍ଥାନରେ ଅସ୍ତ ପତ୍ରରେ 6 ଲେଖି ରଖିଦିଅନ୍ତୁ ..ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହ ଧନପ୍ରାପ୍ତି ଯୋଗ ଆସିବ….

ଆପଣମାନେ ସମସ୍ତେ ଜାଣିଥିବେ ବଜରଙ୍ଗବାଲୀ ହନୁମାନ ସମସ୍ତଙ୍କ ଦୁଃଖ ବିନାଶ କରିଥାନ୍ତି। ତେବେ ଆମ ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀ ରହିଛନ୍ତି। ଆଉ ସେହି ଦେବାଦେବୀ ମାନଙ୍କ ମଧ୍ୟରୁ ହନୁମାନ ଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରାଯାଏ। ତେବେ ଜୀବନରେ ସମସ୍ତଙ୍କର କିଛି ନା କିଛି ସମସ୍ୟା ଲାଗି ରହିଥାଏ। ଆଉ ଏହି ସମସ୍ୟା କୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାନ୍ତି। ଆଉ ସମସ୍ତଙ୍କର କିଛି ନା କିଛି ଇଚ୍ଛା ମଧ୍ୟ ରହିଥାଏ କି ସେ ଭବିଷ୍ୟତରେ କିଛି ହେବା ପାଇଁ ବା କରିବା ପାଇଁ।

ତେଣୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ଆପଣ ଏମିତି ଏକ ଜାଗାରେ ୯ ଲେଖନ୍ତୁ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବ। ଯେବେବି ମଣିଷ ତାର ଜୀବନ ରେ ଏକା ଅନୁଭବ କରେ ସେ ମନ୍ଦିର କୁ ଯାଇ ଭଗବାନ ଙ୍କୁ ଡାକିଥାଏ । ତେବେ ଆପଣ ମାନଙ୍କ ମଧ୍ୟ ରେ ଏମିତି କିଛି ଲୋକ ମାନେ ଅଛନ୍ତି ଯାହାକି ସେମାନେ ଭଗବାନ ଙ୍କୁ ଡାକୁ ଡାକୁ କାନ୍ଦି ପକାଇଥାନ୍ତି।


ତେବେ ଆପଣ ମାନେ ଭାବୁଥିବେ ଭଗବାନ ତ ସବୁ ଆଡେ ଅଛନ୍ତି ତେବେ ଏମିତି କାନ୍ଦିବାର କଣ ଫାଇଦା । ଆମେ ବର୍ତମାନ ସମୟ ରେ ଅତ୍ୟାଧୁନିକ ସମୟ ରେ ବସବାସ କରୁଛନ୍ତି । ହେଲେ ବି କେବେ ଆମେ ମାନେ ପୁରାଣ ଶାସ୍ତ୍ର କୁ ଭୁଲି ନାହୁଁ ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜିବନ ର ସବୁ ଶୁଭ ଅଶୁଭ ଭଲ ମନ୍ଦ ଆଦି ଯାହା ସବୁ ଘଟିଥାଏ ।

ତାହା ସବୁ ବେଳେ ଆମ କର୍ମ ଉପରେ ହିଁ ନିର୍ଭର କରେ କେବେ କେବେ ଆମେ ମାନେ ନୀତିଦିନ ମାନି ଆସୁଥିବା ଧାର୍ମିକ ଗୁଣ ମଧ୍ୟ ଏହିଥିରେ ଉଲ୍ଲେଖ ରହିଥାଏ।ତେବେ ଅନେକ ଲୋକ ମାନଙ୍କର ବହୁତ ଇଚ୍ଛା ରହିଥାଏ, ମାତ୍ର ତାହା ପୂରଣ ହୋଇ ପାରେ ନାହିଁ।ତେବେ ନିଜର ଇଚ୍ଛା ପୂରଣ କରିବା ପାଇଁ ମଙ୍ଗଳବାର ଦିନ ଏହି କାର୍ଯ୍ୟ କରନ୍ତୁ।

କୌଣସି ଗୋଟିଏ ମଙ୍ଗଳବାର ଠାରୁ ଆରମ୍ଭ କରି 7 ଟି ମଙ୍ଗଳବାର ମାନନ୍ତୁ।ପ୍ରଥମେ ଏକ ଓସ୍ତ ଗଛ ନିକଟକୁ ଯିବେ ଏବଂ ସାଙ୍ଗରେ ତମ୍ବା ଗିନାରେ ପାଣି, ଦୀପ ଧୂପ ନେବେ। ପ୍ରଥମେ ଦୀପ ଜାଳି ଦେବେ ତା ପରେ ସାତଟି ପତ୍ର ତୁଳନ୍ତୁ।ପ୍ରତି ପତ୍ରର ଗୋଟିଏ ପାର୍ଶ୍ଵ ରେ ରାମ ଲେଖନ୍ତୁ ଓ ଅନ୍ୟ ପାର୍ଶ୍ଵରେ ଓଁ ଭଂ ହନୁମନ୍ତାୟ ନମଃ ଲେଖନ୍ତୁ।ଏହାପରେ ନିଜର ଇଚ୍ଛାକୁ ଦୁଇ ପାର୍ଶ୍ଵରେ ଲେଖନ୍ତୁ ଓ ଏହା ତଳେ ରେଡ ପେନରେ ୯ ଲେଖନ୍ତୁ। ଲେଖି ସାରିବା ପରେ ଏହାକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ।ଏହିପରି ୫ ରୁ ୭ ଟି ମଙ୍ଗଳବାର କରନ୍ତୁ ଆପଣଙ୍କ ଇଚ୍ଛା ପୂରଣ ହେବ।

Leave A Reply

Your email address will not be published.