ଦେଖନ୍ତୁ viral ଭିଡିଓ ! ବିବାହ କରି ମୁଁ ଭୁଲ କରିଛି ! ଯେଉଁ ଦିନ ମୋର ଡିଭୋର୍ସ ହେବ ସେହିଦିନ ଜନ୍ମଦିନ ପାଳିବି।

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।

କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ। ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ। ତେଣୁ ସେହିଭଳି ଜଣେ କଳାକାର ଯିଏକି ନିଜର ବ୍ୟକ୍ତିଗତ ଜୀବନ ଏବଂ ନିଜର ଜନ୍ମଦିନ କୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେ ହେଉଛନ୍ତି ଓଲିଉଡ୍ ଜଗତର ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ତେବେ ସେ ବହୁତ ଫିଲ୍ମ କାମ କରିଛନ୍ତି। ତାଙ୍କର ପ୍ରତିଟି ଅଭିନୟ କୁ ଦର୍ଶକ ବହୁତ ପସନ୍ଦ କରନ୍ତି।

ତାଙ୍କର ପ୍ରତିଟି ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତି। ତେବେ ବର୍ତ୍ତମାନ ଅନୁଭବ ମହାନ୍ତି ଙ୍କ ଜନ୍ମଦିନ ଅବସରରେ ସେ କିଛି ସୋସିଆଲ ମିଡିଆ ସାମ୍ନାରେ କହିଥିଲେ ।ସେ କହିଥିଲେ କି ତାଙ୍କ ବଡ଼ବାପା ଙ୍କ ଦେହାନ୍ତ ହୋଇଥିଲା ଏବଂ ତାର ବ୍ୟକ୍ତିଗତ ଜୀବନ ରେ ୩ ବର୍ଷ ଧରି ଯେଉଁ ସମସ୍ୟା ଚାଲିଛି ତାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନାହିଁ। ତେଣୁ ସେ ତାର ଜନ୍ମଦିନ କୁ ପାଳନ କରିବେ ନାହିଁ ବୋଲି କହିଥିଲେ।ଆଉ ତାଙ୍କର ଯେଉଁ ଫ୍ୟାନସ୍ ମାନେ ଜନ୍ମଦିନ ପାଳିବା ପାଇଁ ଇଛା କରୁଛନ୍ତି ତାହେଲେ କୌଣସି ମନ୍ଦିର କିମ୍ବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ।

 

ଆଉ ଶେଷରେ କହିଥିଲେ ଯେଉଁ ଦିନ ତାର ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡପତ୍ର ହୋଇଯିବ, ତାହେଲେ ସେ ତାର ଜନ୍ମଦିନ ଖୁସି ରେ ପାଳିବେ। ଆଉ ତାହା ହେବ ତାଙ୍କର ପୁନର୍ଜନ୍ମ ଏବଂ ସେ ଆଉଥରେ ନୂଆ କରି ଜୀବନ ଆରମ୍ଭ କରିବେ ବୋଲି କହିଛନ୍ତି। ତେବେ ଭିଡିଓ ଟି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.