ବର୍ତ୍ତମାନ ର ଏହି ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ସହ ଆମେ ବେଶ ପରିଚିତ ଅଟୁ ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆମେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା କମେଡି ଆଦି ଭିନ୍ନ ଭିନ୍ନ ପ୍ରକାରେ ଭିଡିଓ ସବୁ ଦେଖିବାକୁ ପାଇଥାଉ।ଆଉ ଏହିପରି କିଛି ଲୋକେ ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆ ରେ ଏହିପରି କିଛି ପ୍ରେଙ୍କ ବା ମଜାଳିଆ ଭିଡିଓ ବନାଇଥାନ୍ତି ଆଉ ସୋସିଆଲ ମିଡ଼ିଆ ରେ ତାହାକୁ ସେୟାର କରିଥାନ୍ତି। ଯେଉଁ ଭିଡିଓ ଦେଖିବା ପରେ ହସି ହସି ଆମେ ବେଦମ ହୋଇଯାଉ ଆଉ ନିଜର ସବୁ ଦୁଃଖ ଭୁଲିଯାଇ ହସିବା କୁ ଲାଗିଥାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ଆପଣ ହସି ହସି ବେଦମ ହୋଇଯିବେ। ତେବେ ଆପଣ ମାନେ ଜାଣିଥିବେ କି ଗାଁ ମାନ ଙ୍କ ର ପ୍ରାୟ ସ୍ତ୍ରୀ ଲୋକଙ୍କ ମଧ୍ୟରେ ଝଗଡା ଝାଟି ହୋଇଥାଏ। ତେବେ ଏହି ଝଗଡା କେବେ କେବେ ଏତେ ଉପର କୁ ଆସିଯାଏ କି ମାର ପିଟ ପର୍ଯ୍ୟନ୍ତ ହୋଇଯାଇ ଥାଏ। ମାତ୍ର ଆମେ ଆପଣ ଙ୍କୁ ଯେଉଁ ଗାଁ ମହିଳା ଙ୍କ ଝଗଡା ବିଷୟ ରେ ଜଣେଇବା କୁ ଯାଉଛୁ ସେଠାରେ ଝଗଡା ଶହ ତାଣ୍ଡବ ମଧ୍ୟ ଚାଲିଛି।
ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ଗୋଟିଏ ଗ୍ରାମ ର ଦୁଇ ଜଣ ସ୍ତ୍ରୀ ଲୋକଙ୍କ ମଧ୍ୟରେ କୌଣସି ଏକ ମାମଲା କୁ ନେଇ ଝଗଡା ଝାଟି ଚାଲିଛି। କିନ୍ତୁ ଉଭୟ ଯେଉଁ ଭଳି ହେଉଛନ୍ତି ଦେଖିଲେ ଲାଗୁଛି ଯେପରି ଏମାନେ କମ ଝଗଡା ଲାଗୁଛନ୍ତି ବେସି ନଟରାଜ ଙ୍କ ନୃତ୍ୟ କରୁଛନ୍ତି ବୋଲି। ପ୍ରଥମ ସ୍ତ୍ରୀ ଲୋକ ଜଣ ଙ୍କ ଘର ଭିତରେ ରହି ଖରାପ ଭାଷା ରେ ଗାଳି କରିବା ସହ କୁଦି ହେଉଛନ୍ତି ।ଆଉ ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଅତ୍ୟନ୍ତ ଉଦଣ୍ଡ ହେଉଛନ୍ତି ଆଉ ଘର ବାହାରେ ରହି ତାଣ୍ଡବ କରିବା ଭଳି ଲାଗୁ କୁ ଉପର କୁ ଉଠେଇ କଜିଆ କରୁଛନ୍ତି।
ତେବେ ଏହି ଦୃଶ୍ୟ କୁ ଦେଖିଲେ ଏପରି ଲାଗୁଛି ଯେପରି କି ଉଭୟ ସ୍ତ୍ରୀ ଦୁଇ ଜଣ ପରସ୍ପର ଉପରେ ଚଢିଯିବେ ବୋଲି। ପ୍ରଥମ ସ୍ତ୍ରୀ ଲୋକ ଟିକେ କମ ହେଉଛନ୍ତି ମାତ୍ର ଦ୍ଵିତୀୟ ସ୍ତ୍ରୀ ଲୋକ ଜଣଙ୍କ ଯେଉଁ ଭଳି କଥା କହୁଛନ୍ତି ସେହି ଭଳି ଡ୍ୟାନ୍ସ କରୁଛନ୍ତି ଏବଂ ତାଣ୍ଡବ କରୁଛନ୍ତି।ଯାହାକୁ ଦେଖିବା ପରେ ଆପଣ ମଧ୍ୟ ହସି ହସି ବେହୋସ ହୋଇଯିବେ। ତେବେ କେହି ଜଣେ ଏହି ଗାଁ ମହିଳା ଙ୍କ ଝଗଡା କୁ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ ନିଶ୍ଚିତ ଭାବରେ ଆପଣ ମଧ୍ୟ ହସି ବାକୁ ବାଧ୍ୟ ହୋଇଯିବେ।