omg – ଏହି ଛୋଟ ଛୁଆ ଯାହା କହିଲା ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦବନି,ଦେଖନ୍ତୁ viral ଭିଡ଼ିଓ ଟିକୁ….

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ।


ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି । ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।

ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ।ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।

ଆମେ ସେମାନଙ୍କ କାର୍ଯ୍ୟ କଳାପରେ ବହୁତ୍ ଖୁସି ହୋଇଥାଉ। କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଯାହାବି ହେଉ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।ଏହା ମଧ୍ଯ ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ।

ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି। ସେହିପରି ଏଠାରେ ଏହି ଘଟଣାରେ ଛୋଟ ପିଲା ଦୁଇଟି ଯାହା କରିଛନ୍ତି ତାକୁ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ।ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହିପରି ଜଣେ କୁନି ଝିଅ ର ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆଉ ସେ କୁନି ଝିଅ ର କଥା ଶୁଣିଲେ ଆପଣ ନିଜର ସବୁ ଦୁଃଖ ଭୁଲିଯିବେ ଏବଂ ହସି ହସି ବେଦମ ହୋଇଯିବେ।

ତେବେ ଏହି ଭାଇରାଲ ଭିଡ଼ିଓ ଟି ହେଉଛି ଜଣେ କୁନି ଝିଅ ଯିଏକି ଠିକ ଭାବରେ କଥା ହୋଇ ପାରୁ ନାହିଁ ସେ କିନ୍ତୁ ତାର ମା କୁ ଆସି କହୁଛି କି ମୁଁ ଆଜି ତାକୁ ଭଲ ଶିକ୍ଷା ଦେଇକି ଆସିଛି ।ମୋ ସହ ଯେମିତି ଲାଗିବ ମୁଁ ତାକୁ ସେମିତି ଦଣ୍ଡ ଦେଇକି ଆସିଛି।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଏହି କୁନି ପିଲା ଟି ବାହାରୁ ତାର ସାଙ୍ଗ ମାନଙ୍କ ସହ ଖେଳି ଖେଳି ଆସୁଛି ଆଉ ତା ମଧ୍ୟରେ ତାର କାହା ସହ ଝଗଡା ହୋଇ ଯାଇଛି। ଆଉ ତାହାକୁ ସେ ତାର ମା କୁ ଆସି କହୁଛି। ତେବେ କୁନି ପିଲା ଟି କହୁଛି କି ମୁଁ ଆଜି ତାକୁ ପାନେ ଦେଇଛି କହୁଛି ମୋ ସାଙ୍ଗରେ ଲାଗ ନା ବୋଲି ଖାଲି ଲାଗିଲା।

ମୁଁ କଣ ତାକୁ ଛାଡି ଦେଇ ଥାନ୍ତି କି , ମୋ ସହ ଯେତିକି ଲାଗିଲା ତାକୁ ସେମିତି କହିଲି ଆସିଲି। ତା ପରେ ମା ତାକୁ କହୁଛନ୍ତି କି ତୁ କାଇଁ ତା ସହ ଲାଗୁଥିଲୁ କି।ତେବେ କୁନି ଝିଅ ଟି କହୁଛି ମୁଁ କଣ ତା ସହ ଲାଗୁ ଥିଲି କି ନାହିଁ, ସେ ମୋ ସହ ଆଗ ଲାଗିଲା ତାକୁ ମନା କରି କିନ୍ତୁ ଲାଗିଲା ଆଉ ତାକୁ କଣ ମୁଁ ଛାଡି ଦେଇଥାନ୍ତି ନା କଣ ତାକୁ ପାନେ ଦେଇଛି। ତେବେ କୁନି ଝିଅ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଏହାକୁ ଯିଏ ଦେଖୁଛି ସେ ହସି ହସି ବେଦମ ହୋଇ ଯାଉଛି ।

Leave A Reply

Your email address will not be published.