ତେବେ ଆଜି ତିନୋଟି ରଙ୍ଗର ହାର୍ଟ ଦେଖେଇବୁ ଆଉ ଏହି ତିନୋଟି ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ହାର୍ଟ ବାଛି ନେବେ ଯାହା ଦ୍ୱାରା ଆପଣ ନିଜର ଜୀବନ ସାଥି ଙ୍କ ବିଷୟରେ ଜାଣି ପାରିବେ |1. ନାଲି ରଙ୍ଗର ହାର୍ଟ :- ତେବେ ଆପଣ ଯଦି ନାଲି ରଙ୍ଗର ହାର୍ଟ କୁ ବାଛିଛନ୍ତି ତେବେ ଆପଣ ଙ୍କ ଜୀବନ ସାଥି କୁ ଆପଣ ବହୁତ ସୁନ୍ଦର ଲାଗୁଛନ୍ତି | ଆପଣ ଙ୍କର ଜୀବନ ସାଥି ବହୁତ କଥା କହିବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଝଗଡ଼ା କରିବା ପାଇଁ ବହୁତ ଭଲ ଲାଗେ | ଆପଣଙ୍କ ଜୀବନ ସାଥି କୁ ବହୁତ ରାଗ ଆସିଥାଏ ଯାହା ଦ୍ୱାରା ସେମାନେ ତାଙ୍କ ନିଜ କଥା ଉପରେ କଣ୍ଟ୍ରୋଲ ରଖି ପାରନ୍ତି ନାହିଁ |
ଆପଣଙ୍କ ଜୀବନ ସାଥି ମନ ମତିଆ ସ୍ୱଭାବ ର ଅଟନ୍ତି ଏବଂ ଅଳ୍ପ ଜିଦିଆ ସ୍ୱଭାବ ର ଅଟନ୍ତି | ଏହା ସହିତ ଆପଣଙ୍କ ଜୀବନ ସାଥି କୁ ନେଇ ଆପଣ ଖୁସି ସନ୍ଦେହ କରି ଥାଆନ୍ତି | ଏମିତି କି ସେ ଆଉ କାହା ସହିତ କଥା ହେଉ ନାହିଁ ତ କିନ୍ତୁ ସତ କଥା ହେଉଛି ଯେ ଆପଣଙ୍କ ମଧ୍ୟରେ ଝଗଡା ହେୟ ପଛେ ଆପଣ ଆପଣଙ୍କ ଜୀବନ ସାଥି ଙ୍କୁ ବହୁତ ଭଲ ପାଇ ଥାଆନ୍ତି |
2. ହଳଦିଆ ରଙ୍ଗର ହାର୍ଟ :- ଯଦି ଆପଣ ହଳଦିଆ ରଙ୍ଗର ହାର୍ଟ କୁ ବାଛିଛନ୍ତି ତେବେ ଆପଣ ଙ୍କର ଜୀବନ ସାଥି ବହୁତ ଲାଜକୁଳା ସ୍ୱଭାବ ର ଅଟନ୍ତି | ସେ ଆପଣଙ୍କ ବିଷୟରେ ସବୁବେଳେ ପ୍ରଶଂସା କରିଥାଏ କିନ୍ତୁ କେବେ ବି ଖୋଲାଖୋଲି ପ୍ରଶଂସା କରେ ନାହିଁ | ଆପଣଙ୍କ ଜୀବନ ସାଥି କୁ ମିଛ କହିବା ପସନ୍ଦ ନୁହେଁ ତାଙ୍କୁ ଯଦି ଆପଣ ସତ କଥା କହି ଦେବେ ତେବେ ସେ ଆପଣ ଙ୍କୁ କ୍ଷମା ମଧ୍ୟ କରି ପାରନ୍ତି |
କିନ୍ତୁ ଯଦି ଆପଣ ତାଙ୍କୁ କୌଣସି କଥା ଲୁଚାଇ ରଖୁଛନ୍ତି ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ | ତେବେ ଏହି କାରଣ ଯୋଗୁଁ ସେ ଆପଣ ଙ୍କୁ ବହୁତ ଜଲଦି କ୍ଷମା କରି ପାରନ୍ତି ନାହିଁ | ଏହି କାରଣ ଯୋଗୁଁ ଆପଣ ଏବଂ ଆପଣଙ୍କ ଜୀବନ ସାଥି ଙ୍କ ମଧ୍ୟରେ କେତେ କେତେ ଦିନ କଥାବାର୍ତା ବନ୍ଦ ରହେ |
3. ଗୋଲାପୀ ରଙ୍ଗର ହାର୍ଟ :- ଯଦି ଆପଣ ଗୋଲାପୀ ରଙ୍ଗର ହାର୍ଟ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ସାଥିର କଥା ବହୁତ ମିଠା ଅଟେ | କିନ୍ତୁ ଆପଣଙ୍କ ଜୀବନ ସାଥି ଙ୍କର ନଖରା ମଧ୍ୟ ବହୁତ ଅଧିକ ରହିଥାଏ, ସେ ଆପଣ ଙ୍କୁ ଭଲ ପାଏ କିନ୍ତୁ ଜଣାଏ ନାହିଁ | ଯାହା ଆପଣ ଙ୍କୁ ମଧ୍ୟ ବହୁତ ସମସ୍ୟା ଆଣି ଦେଇ ଥାଏ, ଆପଣଙ୍କ ଜୀବନ ସାଥି ଙ୍କୁ ରାଗ ମଧ୍ୟ ବହୁତ ଆସେ କିନ୍ତୁ ସେ ଏହାକୁ କଣ୍ଟ୍ରୋଲ ମଧ୍ୟ ଠିକ ଭାବରେ କରି ପାରନ୍ତି | ଆପଣଙ୍କ ଜୀବନ ସାଥି ଆପଣ ଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ଟିକେ ଲାଜକୁଳା ସ୍ୱଭାବ ର ଅଟେ, ଏହି କାରଣ ଯୋଗୁଁ ସେ ତାଙ୍କର ଭଲ ପାଇବା କଥା ଆପଣଙ୍କ ଆଗରେ ଖୋଲି କହି ପାରନ୍ତି ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।