ଦେଖନ୍ତୁ ଭିଡିଓ .କେମିତି ନିଜ କୁନି ପୁଅ ସହିତ ସମୟ ଅତିବାହିତ କରୁଛନ୍ତି ଅଭିନେତା ଅମ୍ଲାନ୍…

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।

କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ। ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ। ତେଣୁ ସେହିଭଳି ଜଣେ କଳାକାର ଯିଏକି ବଡ଼ ଦିନ କୁ କେମିତି ପରିବାର ସହିତ ମନାଇଲେ ତାକୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେ ହେଉଛନ୍ତି ଓଲିଉଡ୍ ଜଗତର ଅଭିନେତା ଅମ୍ଳାନ ଦାସ । ତେବେ ସେ ବହୁତ ଫିଲ୍ମ କାମ କରିଛନ୍ତି। ତାଙ୍କର ପ୍ରତିଟି ଅଭିନୟ କୁ ଦର୍ଶକ ବହୁତ ପସନ୍ଦ କରନ୍ତି।


ତାଙ୍କର ପ୍ରତିଟି ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତି। ଅମ୍ଳାନ ଦାସ ତାଙ୍କର ପ୍ରଥମ ଫିଲ୍ମ ଟାର୍ଗେଟ ରୁ ପରିଚୟ ସୃଷ୍ଟି କରି ପାରିଛନ୍ତି। ସେ ଆଜି ପର୍ଯ୍ୟନ୍ତ ବହୁତ ଫିଲ୍ମ କରି ସାରିଲେଣି। ଆଉ ସମସ୍ତ ଦର୍ଶକ ତାଙ୍କ ଫିଲ୍ମ କୁ ପସନ୍ଦ କରିବା ସହିତ ତାଙ୍କୁ ମଧ୍ୟ ପସନ୍ଦ କରିଥାନ୍ତି। ତେବେ ବର୍ତ୍ତମାନ ବଡ଼ଦିନ ପାଇଁ ସମସ୍ତେ ମଜା ମସ୍ତି କରୁଛନ୍ତି।

ସେହିପରି ଅମ୍ଳାନ ମଧ୍ୟ ତାଙ୍କ କୁନି ଝିଅକୁ ସାଣ୍ଟା କ୍ଲଜ୍ ରେ ସଜେଇଛନ୍ତି। ଆଉ ସେହି ଫୋଟ କୁ ଅମ୍ଳାନ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଆଉ ପୋଷ୍ଟ କରି ଲେଖିଛନ୍ତି ତାଙ୍କ ଜୀବନରେ ଭଗବାନ ତାଙ୍କୁ ବଡ଼ ଉପହାର ଦେଇଛନ୍ତି ଆଉ ତାହା ହେଉଛି ତାଙ୍କ ଝିଅ। ତେବେ କିଛି ଦିନ ତଳେ ଅମ୍ଳାନ ଙ୍କର କୁନି ଝିଅ ଜନ୍ମ ନେଇଛି। ତେବେ ଭିଡିଓ ଟି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.