ପୁଣି ନୁଆଁ ଷ୍ଟାଇଲ ରେ ମାର୍କେଟ ଘାଣ୍ଟିଲା… ” କେଉଁ ଜିଲ୍ଲା ର ଶାଳୀ କେମିତି “… ମାତ୍ର 4 ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଘଟଣା ତ ଆପଣମାନେ ଜାଣିଥିବେ। ତେବେ ଆପଣ ମାନେ ବିଭିନ୍ନ ପ୍ରକାରର ଗୀତ ଶୁଣିଥିବେ। ଆଜି କିନ୍ତୁ ଆମେ ଆପଣଙ୍କୁ ଶଙ୍କର ଓମ୍ ଶରଣ ଙ୍କ ବିଷୟରେ କହିବୁ। ଯିଏକି ନିଜେ ଅନେକ ବ୍ୟଙ୍ଗାତ୍ମକ କବିତା କୁ ନିଜେ ଲେଖିବା ସହିତ ନିଜେ ସେହି ଗୀତରେ ସ୍ୱର ଦେଇଥାନ୍ତି ।

ତେବେ ବର୍ତ୍ତମାନ ତାଙ୍କର ଏଭଳି ଏକ ଭିଡ଼ିଓ ଓ ଗୀତ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଓ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି । ତେବେ ପୂର୍ବରୁ ଅନେକ ପ୍ରକାରର ଓଡିଶା ର ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କର ବିଷୟରେ ଅନେକ ଗୀତ ପ୍ରକାଶ ପାଇଛି ଆଉ ଯାହାକୁ ଆପଣ ମାନେ ମଧ୍ୟ ଶୁଣିଥିବେ ଅନେକ ସମୟରେ ।


ତେବେ ବର୍ତ୍ତମାନ ସେହିଭଳି ଏକ ଗୀତ ଟି ଭାଇରାଲ ହେବାକୁ ଲାଗିଛି ଶଙ୍କର ଓମ ଶରଣ ଙ୍କ ଦ୍ୱାରା ଆଉ ଯେଉଁଥିଲେ ବିଭିନ୍ନ ଜିଲ୍ଲାର ଶାଳୀ ମାନଙ୍କ ଉପରେ ଏହି ଗୀତ ଟି ଆଧାରିତ ହୋଇଛି ବୋଲି କୁହାଯାଉଛି । ତାହେଲେ ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିବା। ତେବେ ସେହିଭଳି ଏକ ତାଙ୍କର ବ୍ୟଙ୍ଗାତ୍ମକ କବିତା ନିଜେ ଲେଖିବା ସହିତ ନିଜେ ସ୍ୱର ଦେଇ ଗାଇଛନ୍ତି।

ଆଉ ଯେଉଁଥିରେ ସେହି ପ୍ରକାରର ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇକି ଆଗରୁ ଗାଇଛନ୍ତି ଗୀତ ଆଉ ବିବାଦ ରେ ମଧ୍ୟ ଶଙ୍କର ଙ୍କୁ ଅନେକ ଅସୁବିଧା ର ଶିକାର ହେବାକୁ ପଡିଥାଏ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସେହିଭଳି ଏକ ଗୀତ ଭାଇରାଲ ହେବାକୁ ଲାଗିଛି ।

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଶଙ୍କର ଓମ ଶରଣ ଙ୍କର ଆଉ ଗୋଟିଏ ନୂଆ ଓଡ଼ିଆ ଗୀତ ଟି ଭାଇରାଲ ହେବାକୁ ଲାଗିଛି ବୋଲି କୁହାଯାଉଛି । ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏହି ଭାଇରାଲ ହେଉଥିବା ଗୀତ ରେ ଶଙ୍କର ତାଙ୍କର ଏକ ନୂଆ ଗୀତ ଟିକୁ ଭାଇରାଲ କରେଇଛନ୍ତି । ଯେଉଁଥିରେ ସେ ଆମର ଓଡିଶା ରେ ରହିବା ବିଭିନ୍ନ ଜିଲ୍ଲାର ଶାଳୀ ମାନଙ୍କ ବିଷୟରେ କୁହାଯାଇଛି ।

ଆଉ ଯାହା କୁହାଯାଉଛି କି ମୋଟି ଝିଅ କେମିତି ହୋଇଥାନ୍ତି ଓ ପତଳା ଝିଅ ମାନେ କେମିତି ହୋଇଥାନ୍ତି ସେ ବିଷୟରେ ମଧ୍ୟ ଗୀତ ମାଧ୍ୟମରେ ପ୍ରକାଶ କରିବାକୁ ଲାଗିଛନ୍ତି ।ଆଉ ଏହି ଗୀତଟି ଲୋକଙ୍କୁ କେତେ ପସନ୍ଦ ଆସୁଛି ତାହା ବାକି ରହିଲା। ଆଉ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି।

Leave A Reply

Your email address will not be published.