Viral video – ମିଡ଼ିଆ ଆଗରେ ଆଇଟମ ଗାର୍ଲ ରାଣୀ ପଣ୍ଡା ଅନୁଭବଙ୍କୁ ଦେଲେ ବାହାଘର ପ୍ରସ୍ତାବ!ଏନେଇ, କଣ କହୁଛନ୍ତି ଦେଖନ୍ତୁ video….

ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ମାତ୍ର ସେ ପ୍ରାୟ ବିବାଦ ଘେର ମଧ୍ୟରେ ରହିଥାନ୍ତି।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

ତେବେ ଅନୁଭବଙ୍କୁ ବାହା ହେବା ପାଇଁ ଚାହୁଞ୍ଚନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ! ଆଜ୍ଞା ହଁ ଆପଣ ମାନେ ଠିକ ଶୁଣିଛନ୍ତି । ପ୍ରତିଦିନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ତେଣୁ ତାଙ୍କୁ ବିବାଦୀୟ ଅଭିନେତ୍ରୀ ବୋଲି ସମସ୍ତେ ଜାଣନ୍ତି । ତେବେ ସେହିପରି କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହାକୁ ନେଇ ଏବେ ରାଣୀଙ୍କର ଖୁବ ଚର୍ଚ୍ଚା ଚାଲିଛି ।

ଅନୁଭବଙ୍କୁ ବାହା ହେବାକୁ ଚାହୁଞ୍ଚନ୍ତି ରାଣୀ ପଣ୍ଡା । ଅନୁଭବ ଙ୍କୁ ଯେଉଁ ଦିନ ରାଣୀ ବାହା ହେବେ ତାଙ୍କ ବାର୍ଥଡେ ଏମିତି ସେଲିବ୍ରେଟ କରିବେ ସାରା ଓଡିଶା ଦେଖିବ । ଆଉ ତା’ ସହିତ ଅନୁଭବ ଙ୍କୁ କୌଣସି ବି ଅଭିଯୋଗ ହେବାକୁ ଦେବେ ନାହିଁ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ରାଣୀଙ୍କ ଠାରୁ ଭଲ ସ୍ତ୍ରୀ ବୋଧେ ଅନୁଭବ ଙ୍କୁ କେବେ ମିଳିବେନି ।


ବୋଧ ହୁଏ ଏଥିରେ ଅନେକ ଏକମତ ହେବେ । ତେବେ ଗତକାଲି ଥିଲା ଅନୁଭବ ଙ୍କ ଜନ୍ମଦିନ, ଯାହା ପାଇଁ ୱିଶ କରିବା ପାଇଁ ଟିକେ ଲେଟ କରି ଦେଇଛନ୍ତି ଓ ସୋସିଆଲ ମିଡିଆରେ ଅନୁଭବ ଙ୍କୁ ୱିସ କରି ମଜାଳିଆ ଢଙ୍ଗରେ ନିଜ ମନର କଥା କହିଛନ୍ତି । ସେ ଅନୁଭବ ଙ୍କ ପାଇଁ ଗୋଟିଏ ଭିଡିଓ ମେସେଜ କରିଛନ୍ତି ଓ ମଜାଳିଆ ଢଙ୍ଗରେ ଅନୁଭବ ଙ୍କୁ ୱିସ କରିଛନ୍ତି । ସେ କହିଛନ୍ତି କି ଯଦି ଅନୁଭବ ତୁମର ଡିଭୋର୍ସ ହେଇଯାଏ ତ ମୁଁ ତୁମକୁ ବାହା ହେବି ।

ମୁଁ ତୁମକୁ ବହୁତ ଖୁସିରେ ରଖିବି ଓ ତୁମ ଜନ୍ମଦିନ ବହୁତ ଭଲ ଭାବେ ପାଳନ କରିବି । ଓଡିଶା ବାସୀ ଏ କଥା ଦେହକୁ ନିଅନ୍ତୁ ନାହିଁ । ଏହା ସହିତ ସେ ଅନୁଭବ ଙ୍କୁ ଜନ୍ମଦିନର ଶୁଭ କାମନା ଜଣେଇ କହିଛନ୍ତି ଭଗବାନ ଙ୍କୁ ଡାକିବି ସବୁବେଳେ ସେ ଖୁସିରେ ରୁହନ୍ତୁ ତାଙ୍କ ଭବିଷ୍ୟତ ଉଜ୍ବଳ ହେଉ । ରାଣୀ ପଣ୍ଡା ଜଣେ ବହୁତ ଭଲ ହୃଦୟର ଲୋକ ।

ଯଦିଓ ବେଳେ ବେଳେ ସୋସିଆଲ ମିଡିଆରେ କେବେ କେବେ ଗାଳି ଗୁଲଜ କରି ଦିଅନ୍ତି ହେଲେ ମନରୁ ସେ ସଫା ହୃଦୟର ବୋଲି ଅନେକ ଲୋକ ଜାଣନ୍ତି । ଅନ୍ୟକୁ ସାହାର୍ଯ୍ୟ କରିବା ହେଉ ବା ଅନ୍ୟଙ୍କ ଦୁଃଖରେ ଠିଆ ହେବା ହେଉ ରାଣୀ ପଣ୍ଡା ସବୁବେଳେ ସମସ୍ତଙ୍କ ସହ ଠିଆ ହୋଇଛନ୍ତି ।

Leave A Reply

Your email address will not be published.