ଝିଅ ବିଦା ଗୀତ ଆପଣ କେବେ ଶୁଣି ନ ଥିବେ । ଗୀତ ସୁଣିଲେ ଆପଣଙ୍କ ଆଖିରୁ ଲୁହ ଆସି ଯିବ ।! ମାତ୍ର 4 ଘଣ୍ଟାରେ 265k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ବାହାଘର ସମୟର ଅନେକ ଦୃଶ୍ୟ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ। ବାହାଘର ଏକ ଏମିତି ସାମାଜିକ ଅନୁଷ୍ଠାନ ଯାହା ଦୁଇ ମନର ମିଳନ କରିବା ସହ ଦୁଇ ପରିବାର ଭିତରେ ସମ୍ପର୍କକୁ ଯୋଡ଼ିଥାଏ ଏବଂ ସ୍ନେହ ଶ୍ରଦ୍ଧା ଭଲପାଇବା, ମମତା ସୃଷ୍ଟି କରିଥାଏ। ବାହାଘର ଏକ ଏମିତି ପବିତ୍ର ବନ୍ଧନ ଯେଉଁଠି ଦୁଇଟି ହୃଦୟ ଏବଂ ମନର ମିଳନ ଘଟେ ଏବଂ ପରସ୍ପର ପରସ୍ପରର ହାତ ଧରନ୍ତି ଆଗକୁ ବାଟ ଚାଲିବା ପାଇଁ। ଯେତେ ଝଡ଼ ଝଞ୍ଜା ସଦୃଶ ସମସ୍ୟା ଆସିଲେ ମଧ୍ୟ କେବେବି ସ୍ବାମୀ ସ୍ତ୍ରୀ ପରସ୍ପରର ହାତ ନ ଛାଡିବାର ପ୍ରତିଶୃତି ନିଅନ୍ତି ବାହାଘର ସମୟରେ। ଆଉ ସବୁଦିନ ପାଇଁ ଦୁହେଁ ଦୁହିଁଙ୍କର ଜନମ ଜନମର ସାଥୀ ହୋଇ ଯାଆନ୍ତି।


ବାହାଘରର ଅନେକ କିଛି ପ୍ରକ୍ରିୟା, ନୀତି ଏବଂ ବିଧି ରହିଥାଏ। ବାହାଘର ସମୟରେ ଅନେକ କିଛି ନୀତି ନିୟମ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ତେବେ ଏହାକୁ ନେଇ ଅନେକ ଭିଡିଓ ଏବଂ ସତ ସତିଆ ବାହାଘରର ଦୃଶ୍ୟ ମଧ୍ୟ ଆପଣ ଆଗରୁ ଦେଖିଥିବେ। ତେବେ ଅନେକ ସମୟରେ ଆମେ ଆପଣଙ୍କୁ ବହୁତ କିଛି ଘଟଣାର ଭିଡିଓ ଆପଣଙ୍କୁ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।


ଏପରି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ଲୋକେ ଏହିଭଳି କିଛି ଭିଡିଓ ଦେଖି ନିଜର କୋହକୁ ଅଟକାଇ ପାରନ୍ତି ନାହିଁ, ଭାବବିହ୍ୱଳ ହୋଇ ପଡ଼ନ୍ତି।ତେବେ ନିଶ୍ଚିତ ଭାବରେ ଆପଣ ଅନେକ ସମୟରେ ଦୁଃଖ ସହିତ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ। କିନ୍ତୁ ଯେତେବେଳେ ଆପଣ ଝିଅ ବିଦା ହେବାର ଦୃଶ୍ୟ ଦେଖନ୍ତି ତାହା ବାସ୍ତବରେ ଯନ୍ତ୍ରଣା ଦାୟକ ହୋଇଥାଏ। କାରଣ ସେହି ସମୟରେ ଯେଉଁ କାନ୍ଦ ବୋବାଳି ଦେଖିବାକୁ ମିଳେ ତାକୁ ଦେଖିଲେ ଛାତି ଫାଟିଯିବା ଭଳି ଲାଗେ।

ତେବେ ଏଠାରେ ଆପଣ ସେହି ଝିଅ ବିଦା ବେଳର ଏକ ଦୁଃଖଦ ଦୃଶ୍ୟକୁ ଦେଖିବାକୁ ପାଇବେ। ଯେଉଁଠି ଝିଅଟି ଶାଶୁ ଘରକୁ ଯିବା ସମୟରେ ବାପ ଘରର ସମସ୍ତଙ୍କୁ ଧରି ବହୁତ୍ କାନ୍ଦୁଛି ଏବଂ ଏହାକୁ ଦେଖି ଅନ୍ୟ ବନ୍ଧୁ ପରିଜନ ମାନେ ବି କାନ୍ଦି ପକାଉଛନ୍ତି। ଏଠାରେ ଯେଉଁ ଝିଅ ବିଦା ବେଳର ଗୀତ ବାଜୁଛି, ସିନ୍ଦୁର କିଣି ନେଲାରେ ଝିଅକୁ ମୋର , ତାକୁ ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ ଏବଂ କାନ୍ଦି ପକାଇବେ। ଏହିଭଳି ଦୃଶ୍ୟ ସାଙ୍ଗକୁ ଏଭଳି ଗୀତ ବେଶ୍ ହୃଦୟସ୍ପର୍ଶି। ଝିଅ ନିଜ ବାପଘର ଛାଡି ଶାଶୁ ଘରକୁ ଚାଲିଗଲେ ସେ ପରିବାରର ମାହଲ କିପରି ରହିଥାଏ ତାହା ଆପଣ ଏହି ଭିଡିଓଟି ଦେଖିଲେ ଅନୁଭବ କରି ପାରିବେ।

Leave A Reply

Your email address will not be published.