Priyanka Tips – କେତେ ବି ମୋଟା ପେଟ ଥାଉ ନା କାହିଁକି ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ମୋଟାପା ଗାଏବ ହୋଇଯିବ

ଆଜିକାଲି ଯୁଗରେ ସମସ୍ତେ ଭଲ ସ୍ୱାସ୍ଥ୍ୟ ହିଁ ଚାହିଁ ଥାଆନ୍ତି ଯେପରିକି ସେମାନେ କେମିତି ଫିଟଫାଟ ଦେଖା ଯିବେ | କିନ୍ତୁ ଆଜିର ଜୀବନ ଶୈଳୀ ରେ ପ୍ରାୟ ମେଦ ବା ଚର୍ବି ବଢ଼ିବା ଏକ ମୁଖ୍ୟ ସମସ୍ୟା ହୋଇ ଗଲାଣି | ଆଜିକାଲି ର ଲୋକ ମାନେ ଯେପରି ଖାଇବା ପିଇବା ଠିକ ରଖୁ ନାହାଁନ୍ତି ଏବଂ ଜଙ୍କ ଫୁଡ ବା ଫାଷ୍ଟ ଫୁଡ ଖାଦ୍ୟ ଖାଉଛନ୍ତି ତାହାର ଏହା ହେଉଛି ମୁଖ୍ୟ କାରଣ ଅଟେ |

ଆଉ ଶରୀର ରେ ଯଦି ଚର୍ବି ବଢିବାକୁ ଲାଗିବ ତେବେ ଶାରୀରିକ ସମସ୍ୟା ସହିତ ଅସୁନ୍ଦର ମଧ୍ୟ ଦେଖା ଯିବ | ତେବେ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ ଜାଣିବା ଯାହା ଆମ ଶରୀର ରେ ଚର୍ବି କମାଇବା ପାଇଁ ବହୁତ ସାହାଯ୍ୟ କରିବ ଏବଂ ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବ | ତେବେ ଆସନ୍ତୁ ଏହା କିପରି ପ୍ରସ୍ତୁତ କରାଯିବ ସେହି ସମ୍ପର୍କ ରେ ଆଲୋଚନା କରିବା |

ଆବଶ୍ୟକ ସାମଗ୍ରୀ :-

 


1. ଜିରା, 2. ପାନ ମଧୁରୀ, 3. ମେଥି, ଏବଂ 4. ଜୁଆଣି |

ପ୍ରସ୍ତୁତି ପ୍ରଣାଳୀ :-

 

 


ତେବେ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସ ରେ ଏକ ପ୍ୟାନ ବସାନ୍ତୁ ଆଉ ସେଥିରେ କିଛି ଜିରା, କିଛି ପାନ ମଧୁରୀ, କିଛି ମେଥି ଏବଂ କିଛି ଜୁଆଣି ନେଇ 6 ରୁ 7 ମିନିଟ ଏହାକୁ ଭଲ ଭାବରେ ଭାଜି ନିଅନ୍ତୁ | ଯେତେ ବେଳେ ଏହାର କଲର ବାଦାମୀ କଲର ହୋଇ ଯିବ ସେତେ ବେଳେ ଏହାକୁ ଏକ ପାତ୍ର ରେ କାଢି ଆଣି ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ |

 

ବ୍ୟବହାର ପ୍ରଣାଳୀ :-
ପ୍ରଥମେ ଆପଣ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଏହି ଗୁଣ୍ଡ ରୁ ମିଶାନ୍ତୁ ଆଉ ତାହାକୁ ପ୍ରତିଦିନ ସକାଳେ ଉଠି ଖାଲି ପେଟରେ ପିଅନ୍ତୁ | ଏହି ଉପଚାର ଟିକୁ ଆପଣ ଦୁଇ ସପ୍ତାହ ପର୍ଯ୍ୟନ୍ତ ସକାଳେ ସେବନ କରନ୍ତୁ ଦେଖିବେ ଆପଣଙ୍କ ପେଟରେ ଚର୍ବି ଆସ୍ତେ ଆସ୍ତେ କମି ଯିବ |


ଆଉ ସବୁଠାରୁ ବଡ଼ କଥା ହେଉଛି କି ଆପଣ ଯଦି ଏହି ଘରୋଇ ଉପଚାର ଟିକୁ ସେବନ କରିବେ ତେବେ ଏହା ଶରୀର ରେ କୌଣସି କ୍ଷତି କରାଇ ନଥାଏ ବରଂ ହିତ କରାଇ ଥାଏ | ଏହା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ | ଅଲଗା ଉପାୟ ଏବଂ ମେଡ଼ିସିନ ଠାରୁ ଏହା 100 ଗୁଣ ଭଲ କାମ ଦେଇ ଥାଏ ଏବଂ ଶରୀର ପାଇଁ ମଧ୍ୟ ବହୁତ ଭଲ ହୋଇ ଥାଏ |

Leave A Reply

Your email address will not be published.