ଶୁଣନ୍ତୁ viral ଓଡିଅ କଲ୍ ! ତୁମ ପାଖରେ ଯେଉଁ ଶାରୀରିକ ସୁଖ ପାଏ ମୋତେ ଆଉ କେଉଁଠି ମିଳେ ନାହିଁ ,ସେଥିପାଇଁ କହୁଛି ଟିକେ ଆସ……

ତେବେ ଆଜିକାଲି ର ସମାଜ ଏତେ ମାତ୍ରା ରେ କଳୁଷିତ ହୋଇ ଗଲାଣି ଯେ ଯାହା କଳ୍ପନା ମଧ୍ୟ କରି ହେଉ ନାହିଁ | ବର୍ତ୍ତମାନ ସମୟରେ ଏକ ଅଶ୍ଳୀଳ ଅଡ଼ିଓ କଲ ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ | ଏହି କଲ ରେ ଜଣେ ଶିକ୍ଷକ ଓ ଆଉ ଜଣେ ମହିଳା କଥା ହେଉ ଥିବାର ଶୁଣିବା ପାଇଁ ମିଳିଛି |

ତେବେ ବ୍ୟକ୍ତି ଜଣଙ୍କ ଫୋନ ରେ କହୁଛନ୍ତି କି ତମେ କଣ ସ୍କୁଲ ର ସେହି କ୍ଲାସ ରୁମ କୁ ଟିକେ ଆସି ପାରିବ ନାହିଁ କାରଣ ତମ ଠୁ ଯୋଉ ଖୁସି ମିଳେ ଆଉ ସେ ଖୁସି ମତେ କେଉଁଠି ମିଳେ ନାହିଁ | ଏହାପରେ ଉତ୍ତର ରେ ମ୍ୟାଡ଼ାମ ଜଣଙ୍କ କହୁଛନ୍ତି କି ନାଇଁ ନାଇଁ ମୁଁ ଦେଖା କରିବା ପାଇଁ ଯାଇ ପାରିବି ନାହିଁ ଆଉ ଶିକ୍ଷକ ଜଣଙ୍କ କହୁଛନ୍ତି କି ସତରେ ତମେ ଆସିବନି ତ ମତେ ଏତେ କଷ୍ଟ ତମେ ଆଉ ଦିଅ ନାହିଁ |

ଏହାପରେ ମ୍ୟାଡ଼ାମ ଜଣଙ୍କ କହୁଛନ୍ତି କି ନାଇ ଯେତିକି କର୍ମ କଲିଣି ମୁଁ ଫଳ ପାଇଲି ତମେ ତମ ରାସ୍ତା ରେ ମୁଁ ମୋ ରାସ୍ତା ରେ | ଶିକ୍ଷକ ଜଣଙ୍କ ତାପରେ କହୁଛନ୍ତି କି ମୋ ମନରେ ସେମିତି କିଛି ନାହିଁ ତମେ ବବୁଲୁ ସହ କଥା ହେଲ ବୋଲି ମୁଁ ଏତେ ବାଟ ଗଡି ଗଲି ଆଉ ମୋ ମୁଣ୍ଡକୁ ରାଗ ଚାଲି ଆସିଲା | ତମକୁ କଣ ଏକୁଟିଆ ଦୁଃଖ ଲାଗୁଛି ମୋ ସୁଖ ପାଇଁ ମୁଁ ତମକୁ ଏତେ ବ୍ଲେମ କଲି ବୋଲି କଣ ମତେ ଦୁଃଖ ଲାଗୁ ନାହିଁ | ଯଦି ତମେ ମତେ ଭଲ ପାଉ ଥିଲ ତା ଭଲ ପାଇବା ଟାକୁ ଜଗିବ ନାଁ ଯିଏ ଭଲ ପାଇବା ଟାକୁ ଆମର ଦୂରେଇ ଦେଉଛି ତା କଥାକୁ ବିଶ୍ୱାସ କରିବ |

ମତେ ଅନେକ ସୁନ୍ଦର ସୁନ୍ଦର ଝିଅ ମିଳୁଛନ୍ତି କିନ୍ତୁ ମୁଁ ଭାବିଚି କି ଜଣଙ୍କ ଛଡ଼ା ଆଉ କେଉଁଠି ମିଶିବି ନାହିଁ ବୋଲି | ତମେ ମତେ ଆଗ ଭଳି ଆଉ ଭଲ ପାଉନ ହଉ ତମେ ଯାହା ସହିତ କଥା ହେଉଛ ହୁଅ ହେଲା ମୁଁ ଯେତେ ବେଳେ ତମକୁ ସାହାଯ୍ୟ କରି ପାରିବି ଭଲ ନହେଲେ ନାଇଁ ହେଲା | ମତେ ବହୁତ ଦୁଃଖ ଲାଗୁଛି ଭାଉଜ ମୋ ମୁଣ୍ଡ ଥରେ ଥରେ କାମ କରୁନି ବୋଲି ବ୍ୟକ୍ତି ଜଣଙ୍କ କହୁଛନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ବ୍ୟକ୍ତି ଓ ମହିଳା ଙ୍କର ଅଶ୍ଳୀଳ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକି ଖୁବ ନିନ୍ଦନୀୟ ଘଟଣା ଅଟେ |

Leave A Reply

Your email address will not be published.