‘ପୁରୁଷ ବେ-ଶ୍ୟାଆ ନିହାତି ଦରକାର, କାହିଁକି ନା ଧନୀ ଘରର କିଛି ମହିଳା ମାନେ ଯେଉଁମାନେ…’ ସମାଜସେବୀ Diptirekha Patnaik
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ଭାଇରାଲ ଭିଡ଼ିଓ ଗୁଡିକ ମଧ୍ୟରୁ ବେଳେ ବେଳେ କିଛି ଏଭଳି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଶୁଣଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ ବୋଲି କୁହାଯାଉଛି |
ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ପୁରୁଷ ବେଶ୍ୟା କୁ ନେଇକି କିଛି କଥା କୁହାଯାଇଛି | ଏହି ଭଳି ପୁରୁଷ ବେଶ୍ୟା ଆଜି କାଲି ଦେଖା ଯିବାର କାରଣ ଗୁଡିକ ବିଷୟରେ ମଧ୍ୟ କହିଛନ୍ତି ମହିଳା ଜଣଙ୍କ | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ସମାଜସେବୀ ଦିପ୍ତିରେଖା ଙ୍କର କହିବା ଅନୁସାରେ ଆଗରୁ ଯୁଗ ଥିଲା ଯେଉଁଠି ଲୋକ ମାନେ ମହିଳା ବେଶ୍ୟା ଙ୍କ କଥା ଶୁଣୁ ଥିଲେ | ଆଉ ତାହା ସହିତ କୁହାଯାଉଥିଲା କି ଲେଡିଜ ମାନେ କୋଲ ଗାର୍ନ କୁ ଯାଉଥିଲେ ପୁରୁଷ ମାନଙ୍କୁ ଖୁସି ଦେବା ପାଇଁ ଏବଂ ସେମାନଙ୍କ ର ଇଚ୍ଛା କୁ ପୂରଣ କରିବା ସହିତ ସେମାନେ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଥିଲେ । ତାହା ସହିତ ପୁଅ ମାନଙ୍କୁ ମଧ୍ୟ ବେଶ ଖୁସି ଦେବା କଥା ମଧ୍ୟ କୁହାଯାଇଛି |
କିନ୍ତୁ ବର୍ତ୍ତମାନ ଯୁଗ ବଦଳି ଯିବାକୁ ଲାଗିଲାଣି ଓ ଆଜି କାଲି ଗୁଗୁଲି ଭଳି କିଛି ବାହାରି ଲାଣି | ଯାହା ସାହାଯ୍ୟ ରେ ଆପଣ ମାନେ ପୁରୁଷ ବେଶ୍ୟା ଙ୍କ ବିଷୟରେ ଜାଣିବାକୁ ପାଉଥିବେ | ଯେଉଁଠି ମହିଳା ଓ ଝିଅ ମାନଙ୍କୁ ଖୁସି କରେଇବା ପାଇଁ ପୁଅ ମାନେ ଯାଉଛନ୍ତି ବେଶ୍ୟା ଖାନା କୁ | ଆଉ ଏହିଭଳି କିଛି ଘଟଣା ଦେଖିବାକୁ ମିଳୁଛି । ତେବେ ଆଜି କାଲି ଶିକ୍ଷା ର ଅଭାବ ଘଟିବାରେ ଲାଗିଛି | ଆଉ ଯାହା ଫଳରେ ଯୁବପିଢ଼ି ପାଠ ପଢୁଛନ୍ତି କିନ୍ତୁ ସେମାନେ ପାଠ ବିଷୟରେ କିଛି ଜାଣି ପାରୁ ନାହାନ୍ତି | ଯାହା ଫଳରେ ବେକାରୀ ସମସ୍ୟା ଦେଖା ଦେଉଛି ଆଉ ରୋଜକାର ପାଇଁ ସେମାନେ ଏହିଭଳି କିଛି ରାସ୍ତା ଆପଣାଉଛନ୍ତି |
ତାହା ବ୍ୟତୀତ ଆମର ରାଜ ନେତା ମାନେ ମଧ୍ୟ କମ ବୟସର ଝିଅ ମାନଙ୍କୁ ବିବାହ କରୁଛନ୍ତି ଆଉ ସେମାନଙ୍କୁ କିଛି ସୁଖ ଦେଇ ପାରୁ ନାହାନ୍ତି, ଯାହା ଫଳରେ ସେମାନେ ଗୁଗୁଲି ଙ୍କୁ ଆପଣାଉ ଛନ୍ତି ବୋଲି କୁହାଯାଉଛି |ଏହାଛଡ଼ା ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ମାଳି ସାହି କୁ ମଧ୍ୟ ସରକାର ଙ୍କ ତରଫରୁ ପୋରମିସନ ଦିଆ ଯାଇଛି ବୋଲି କହିଛନ୍ତି ସମାଜସେବୀ ଦିପ୍ତିରେଖା ପଟ୍ଟନାୟକ । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |