ପ୍ରୋଟିନ ( Protein ) ଅଭାବ ହେଲେ କେଉଁ କେଉଁ ଲକ୍ଷଣ ଦେଖାଯାଏ ? | Dr Vinitha

ଆମେ ମାନେ ସମସ୍ତେ ଜାଣିଛୁ କି ମଣିଷ ଶରୀର ରେ ବିଭିନ୍ନ ପ୍ରକାରର ଖାଦ୍ୟସାର ଓ ଭିଟାମିନ ର ଆବଶ୍ୟକ ରହିଛି ଯାହା ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ | ତେବେ ଆମେ ଜାଣିଛୁ କି ବିଶେଷ କରିକି ପ୍ରୋଟିନ ଆମ ଆରୀରର ବୃଦ୍ଧି ଆଉ ବିକାଶ ରେ ସହାୟକ ହୋଇଥାଏ ବୋଲି କୁହାଯାଉଛି | ଆଉ ଏହି ପ୍ରୋଟିନ ଆପଣ ଙ୍କ ଶରୀରରେ ନିହାତି ଆବଶ୍ୟକ ହୋଇଥାଏ ଆଉ ଯାହାର ଅଭାବ ଘଟିଲେ ଆମ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖିବାକୁ ମିଳିଥାଏ | ତାହେଲେ ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ ର ଲକ୍ଷଣ କଣ ରହିଛି ଆସନ୍ତୁ ଜାଣିବା |

ପ୍ରୋଟିନ ଅଭାବ ର ଲକ୍ଷଣ :-

 


1. ପ୍ରୋଟିନ ର ଅଭାବ ହେଲେ ଶରୀରରେ ବିଭିନ୍ନ ପ୍ରକାର ଅଭାବ ଓ ଲକ୍ଷଣ ମାନ ଦେଖିବାକୁ ମିଳିଥାଏ | ଏହା ଛଡା ପ୍ରୋଟିନ ର ଅଭାବ ହେଲେ ଆମକୁ ବହୁତ ଭୁକ ଲାଗିଥାଏ ବୋଲି କୁହାଯାଉଛି | ଯାହା ଆମ ଆମର ମାଂସ ପେଶି ଧୀରେ ଧୀରେ କମିବାକୁ ଲାଗିଥାଏ ପ୍ରୋଟିନ ର ଅଭାବ ରେ | ପ୍ରୋଟିନ ଆମ ଶରୀରରେ ହର୍ମୋନାଲ ସନ୍ତୁଳନ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ | ଓ ତାହା ଆମ ଶରୀରରେ ଏଲୋର୍ଜି ସୃଷ୍ଟି କରିଥାଏ ଓ ମାଂସ ପେଶୀ କୁ ମଧ୍ୟ ଦୁର୍ବଳ କରି ଦେଇଥାଏ |ବାରମ୍ବାର ଭୋକ ଲାଗିଵା ଆଉ ଯେତେ ଖାଇଲେ ବି ଆହୁରି ଖାଇବା କୁ ଇଚ୍ଛା ହୋଇଥାଏ ପ୍ରୋଟିନ ଅଭାବ ଘଟିଲେ |

2. କେଶରେ କଲାଜେନ ଓ କେରୋଟିନ ଆଣିବା ପାଇ ଆମିନ ଏସିଡ ଆବଶ୍ୟକ ହୋଇଥାଏ ଆଉ ଏହା ଆମ ଶରୀର କୁ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଯୋଗୁଁ ହୋଇଥାଏ | ଯାହା ର ଅଭାବ ହେଲେ ଆମ ର କେଶ ଝଡିବା ଭଳି ସମସ୍ୟା ମାନ ମଧ୍ୟ ଦେଖା ଯାଇଥାଏ |

3. ଏହା ବ୍ୟତୀତ ବ୍ରେନ ଠିକ ଭାବରେ କାମ କରିବା ପାଇ ଆମିନ ଏସିଡ ଆବଶ୍ୟକ ହୋଇଥାଏ ଯାହା ଆମକୁ ପ୍ରୋଟିନ ରୁ ମିଳିଥାଏ | ତେଣୁ ପ୍ରୋଟିନ ର ଅଭାବ ହେଲେ ଆମର ଏହିଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ |ଏହା ଛଡା ଏଡେମା ସମସ୍ୟା ଦେଖା ଯାଇଥାଏ ଯାହା ପ୍ରୋଟିନ ଜାତୀୟ ଖାଦ୍ୟ ଖାଇଲେ ପୂରଣ ହୋଇଥାଏ |

4. ସେରଟୋନିନ ଓ ଲୋପା ମାଇନ କୁ ପ୍ରଭାବିତ କରିଥାଏ ଏହି ପ୍ରୋଟିନ ଆଉ ଯାହା ର ଅଭାବ ହେଲେ ଆମର ଷ୍ଟ୍ରେସ ଓ ଡିପ୍ରେସନ ଅଧିକ ଆସିଥାଏ | ଜଜ ଯୋଗୁଁ ଡିପ୍ରେସନ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ |ଏହା ଛୋଡ଼ା ପ୍ରୋଟିନ ର ଅଭାବ ଘଟିଲେ ତାହା ଆମକୁ ଦୁର୍ବଳ କରି ଦେଇଥାଏ ବୋଲି କୁହାଯାଉଛି ଏବଂ ଆମକୁ କିଛି କାମ କରିବାକୁ ଇଚ୍ଛା ହୁଏନି ଓ ଅଳସୁଆ ଲାଗେ ପ୍ରୋଟିନ ର ଅଭାବ ଘଟିଲେ କୁହାଯାଉଛି |ତେବେ ଏହା ଥିଲା ପ୍ରୋଟିନ ଜନିତ ସମସ୍ୟା ଏହାର ଲକ୍ଷଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଯାହା ଆମର ଶରୀରରେ ଅନେକ କ୍ଷତି କରିଥାଏ |

Leave A Reply

Your email address will not be published.