ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ରାଜନୈତିକ ଦଳ ଏବଂ ଦେଶର ରାଜନୀତ ବିଜ୍ଞାନ ସମ୍ବନ୍ଧିୟ କିଛି ପ୍ରଶ୍ନ ଏବଂ ଉତ୍ତର ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;
1.ଦ୍ରୌପଦୀ ମୁର୍ମୁ କେତେ ନମ୍ବର ରାଷ୍ଟ୍ରପତି ?
ଉତ୍ତର- 15 ନମ୍ବର ।
2.ଦ୍ରୌପଦୀ ମୁର୍ମୁ କେତେ ନମ୍ବର ଆଦିବାସୀ ମହିଳା ରାଷ୍ଟ୍ରପତି ?
ଉତ୍ତର- 1 ନମ୍ବର ।
3.ବର୍ତମାନ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାର ପତି କିଏ ଅଛନ୍ତି ?
ଉତ୍ତର -ଶ୍ରୀ ଉଦୟ ଉମେଶ ଲଳିତ
4.ବର୍ତମାନ ଭାରତର ମୁଖ୍ୟ ନିର୍ବାଚନ ଆୟୋକ୍ତ କିଏ ଅଛନ୍ତି ?
ଉତ୍ତର -ଶ୍ରୀ ରାଜୀବ କୁମାର
5.ବର୍ତମାନ ଭାରତର ମୁଖ୍ୟ ସୂଚନା ଆୟୋକ୍ତ କିଏ ଅଛନ୍ତି ?
ଉତ୍ତର -ଶ୍ରୀ ୟଷବର୍ଦ୍ଧନ ସିହ୍ନ
6.ଭାରତର ବର୍ତମାନ ବୈଦେଶିକ ବେପାର ମନ୍ତ୍ରୀ କିଏ ?
ଉତ୍ତର -ଶ୍ରୀ ଏସ ଜୟ ଶଙ୍କର
7.ବର୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାର ପତି କିଏ ଅଛନ୍ତି ?
ଉତ୍ତର -ଡ଼. ଏସ. ମୁରଲୀ ଧର
8.ବର୍ତମାନ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରୂପେ କିଏ ମାନ୍ୟତା ପାଇଛନ୍ତି ?
ଉତ୍ତର -ଶ୍ରୀ ରଜନୀ କାନ୍ତ ସିଂ
9.ବର୍ତମାନ ଓଡିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ନାମ କଣ ?
ଉତ୍ତର -ଶ୍ରୀ ସମୀର ରଞ୍ଜନ ଦାସ
10.ବର୍ତମାନ ଭାରତର କ୍ୟାବିନେଟ ସଚିବ କିଏ ଅଛନ୍ତି ?
ଉତ୍ତର -ଶ୍ରୀ ରାଜୀବ ଗୌବା
11.ବର୍ତମାନ ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା କିଏ ଅଛନ୍ତି ?
ଉତ୍ତର -ଶ୍ରୀ ଅଜିତ ଡବାଲ
12.ବର୍ତମାନ ଭାରତର ବୈଦେଶିକ ସଚିବ କିଏ ଅଛନ୍ତି ?
ଉତ୍ତର -ଶ୍ରୀ ବିନୟ ମୋହନ କ୍ଵାତ୍ରା
13.ବର୍ତମାନ ଭାରତୀୟ ସ୍ଥଳ ସେନାର ମୁଖ୍ୟ କିଏ ଅଛନ୍ତି ?
ଉତ୍ତର -ଜେନେରାଲ ମନୋଜ ପାଣ୍ଡେ
14.ବର୍ତମାନ ଭାରତୀୟ ନୌଉ ସେନାର ମୁଖ୍ୟ କିଏ?
ଉତ୍ତର -ଆଡ଼ ମୀରାଲ ଆର. ହରି କୁମାର
15. ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପୂର୍ବରୁ କେଉଁ ରାଜ୍ୟର ରାଜ୍ୟପାଳ ଥିଲେ ?
ଉତ୍ତର- ଝାଡଖଣ୍ଡ ।