ଓଃ କି ଡ୍ୟାନ୍ସ ! Road ground ଉପରେ Genda Phool ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ମଜାଳିଆ ଭିଡିଓ ସବୁକୁ ଦେଖିବା ପାଇଁ ଆପଣ ନିଶ୍ଚିତ ଭଲ ପାଉଥିବେ। କାରଣ ଏହିଭଳି ଭିଡିଓ ଦେଖିଲେ ବହୁତ୍ ଖୁସି ଲାଗିଥାଏ ଏବଂ ଆମକୁ ମନୋରଂଜନ ର ସୁରାକ ମଧ୍ୟ ମିଳି ଯାଇଥାଏ।ଆଜିକାଲି ଯୁଗରେ ଟେକ୍ନୋଲୋଜି ଏତେ ଆଗକୁ ବଢ଼ି ଲାଣି ଯେ ଅନେକ ଲୋକ ସେମାନଙ୍କ ର ଅନେକ ପ୍ରତିଭାକୁ ନିଜର ସ୍ମାର୍ଟ ଫୋନ୍ ରେ ରେକର୍ଡ କରି ଅନ୍ଯ ମାନଙ୍କୁ ଦେଖାଇ ବାରେ ସଫଳ ହେଉଛନ୍ତି। ସେହିପରି ଭାବରେ ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଯୁବପିଢି ଏବଂ ପିଲା ମାନଙ୍କର ଅନେକ ଭିଡିଓ ମଧ୍ୟ ଦେଖି ପାରୁଥିବେ। ଯାହା ଦେଖି ଆପଣ ଖୁସି ବି ହେଉଥିବେ।

ଅନେକ ଅଭିଭାବକ ସେମାନଙ୍କ ପିଲା ମାନଙ୍କର ଅନେକ କାର୍ଯ୍ୟକୁ ମୋବାଇଲ୍ ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ଯ ଆପଣ ଦେଖିବାକୁ ପାଇଥିବେ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।

 

ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ପିଲା ମାନଙ୍କର ଡାନ୍ସ ଦେଖିବାକୁ ମିଳିଛି।

ଯାହାକୁ ଦେଖି ଆପଣ ଖୁସି ହେବା ସହିତ ଖୁସିରେ ଆପଣ ନାଚି ଉଠିବେ। କାରଣ ଏହି ନାଚ ଏମିତି ସେମିତି ନାଚ ନୁହଁ ବରଂ ଏହା ହେଉଛି ଏକ ଅଦ୍ଭୁତ ଡାନ୍ସ ଆପଣ ଏହି ଡାନ୍ସ କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବେ। କାରଣ ଏହା ସେମିତି ଦେଖିବା ଭଳି ଅଟେ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।

ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓଟିରେ ଦେଖିବାକୁ ମିଳିଛି ଦୁଇ ଜଣ କୁନି ଝିଅ ସୁନ୍ଦର୍ ଭାବରେ ଏକ ଲୋକପ୍ରିୟ ହିନ୍ଦୀ ଗୀତ ବଡ ଲୋକେର ବେଟି ରେ ଜବରଦସ୍ତ ଡାନ୍ସ କରୁଛନ୍ତି ସେ ବି ପୁଣି ଏକ ଖୋଲା ନିଛାଟିଆ ଜଙ୍ଗଲ ରାସ୍ତା ରେ । ଏକ ସୁନ୍ଦର ସ୍ଥାନରେ ଫାଙ୍କା ଜାଗାରେ କୁନି ଝିଅ ଦୁଇଜଣଙ୍କର ଏପରି ଡାନ୍ସକୁ ରେକର୍ଡ କରା ଯାଇଛି। ଗୀତର ତାଳେ ତାଳେ ସେମାନେ ଝୁମି ଝୁମି ନାଚୁଛନ୍ତି। ଏତେ ସୁନ୍ଦର ଭାବରେ ସେମାନେ ତାଙ୍କର କୁନି ହାତରେ ବିଭିନ୍ନ ପ୍ରକାରର, ଭଙ୍ଗି ଦେଖାଇ ଏହି ନୃତ୍ୟ ପରିବେଷଣ କରୁଛନ୍ତୁ ତାକୁ ଦେଖିଲେ ଆପଣ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ଯ ହେବେ ଏବଂ ନିଶ୍ଚିତ ପ୍ରଶଂସା କରିବେ।

Leave A Reply

Your email address will not be published.