ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କଲା BRAND LOCAL ODIA SINGER ଙ୍କ ଗୀତ… ମାତ୍ର 4 ଘଣ୍ଟାରେ 26 MILLION ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ସମୟରେ ବହୁତ ଭାଇରାଲ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ । ତେବେ ସେହି ଭାଇରାଲ ଭିଡ଼ିଓ ଦେଖି କେତେବେଳେ ଆମକୁ ଖୁସି ଲାଗି ଥାଏ ତୋ ପୁଣି ତାକୁ ଦେଖି ଆମେ ଦୁଃଖ ପ୍ରକାଶ ମଧ୍ୟ କରିଥାଉ । ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଏମିତି ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ । ତାହାଲେ ଏବେ ସୋସିଆଲ ମିଡିଆରେ ଠିକ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ପ୍ରଶଂସା ନ କରି ରହିପାରିବେନି । ତାହାଲେ ଜାଣିବା ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ।


ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଅଧିକ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଏହି ଅନ୍ଧ ଯୁବକ ର ଗୀତ । ଯେଉଁ ଭିଡ଼ିଓ ଦେଖା ଯାଇଛି ଯେ ସେ ଏକ ସୁନ୍ଦର ଭଜନ ଗାନ ଗାଇଛନ୍ତି ଯୁବକ ଜଣଙ୍କ ଆଉ ଦୃଷ୍ଟି ଶକ୍ତି ହୀନ ସେ ଯୁବକ ଜଣଙ୍କ ବୋଲି କୁହାଯାଉଛି ।

ତେବେ ଏହି ଅନ୍ଧ ମୁହଁରେ ଏମିତି ସ୍ୱର ରହିଛି ଯେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ । ସୋସିଆଲ ମିଡିଆରେ ଏବେ ଏହି ଅନ୍ଧ ଯୁବକ ଙ୍କ ଭଜନ ଭାଇରାଲ ହେବା ପରେ ସେ ସମସ୍ତ ଙ୍କ ର ପ୍ରଶଂସା ର ପାତ୍ର ହେଇପାରିଛନ୍ତି । ତେବେ ଅନ୍ଧ ହେଲେ ମଧ୍ୟ ତାଙ୍କର ସ୍ୱରରେ ଯେମିତି ଯାଦୁ ରହିଛି ତାହା ସମସ୍ତ ବଡ଼ ବଡ ଗାୟକ ମାନଙ୍କୁ ମଧ୍ୟ ପଛରେ ପକାଇ ଦେବେ ।

ଯଦି ଆପଣଙ୍କର କିଛି କରିବା ର ଇଚ୍ଛା ଶକ୍ତି ରହିଛି ତାହାଲେ ଆପଣ ଯେ କୌଣସି କାର୍ଯ୍ୟ କୁ ଅତି ସହଜ ରେ କରିପାରିବେ ବୋଲି କୁହାଯାଉଛି । ଇଚ୍ଛା ଶକ୍ତି ଥିଲେ ପ୍ରତେକ ମଣିଷ ଙ୍କର ଜୀବନ କୁ ବଦଳାଇ ଦେଇପାରେ ଆଉ ଯାହା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।ତେବେ ସେ ଅନ୍ଧ ହେଉ କି ଭଲ ଯଦି ମନରେ କିଛି କରିବା ର ଇଚ୍ଛା ଶକ୍ତି ଅଛି ତାହାଲେ ଆପଣ ଯାହା ଚାହିଁବେ କରିପାରିବେ । ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଠିକ ସେମିତି ଦେଖା ଯାଇଛି । ମନ୍ଦିର ସମ୍ମୁଖ ରେ ବସି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଗୀତ ଗାଇଛନ୍ତି ଓ ଦର୍ଶକ ଙ୍କ ମନ କୁ ଜିତିପାରୁଛନ୍ତି ।

 

ତେବେ ଏହି ବ୍ୟକ୍ତି ଜଣଙ୍କ ଗାଇ ଥିବା ଏହି ଗୀତ କୁ କେହି ଜଣେ ଅଜଣା ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସାରିବା ପରେ ଏହାକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେବା ସହିତ ଏହି ଅନ୍ଧ ବ୍ୟକ୍ତି ଜଣଙ୍କ ଅନ୍ୟ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି । ତେବେ ସେ ଗାଇଥିବା ସୁନ୍ଦର ଭଜନ ଟି ହେଉଛି ପ୍ରାଣ ନ କାନ୍ଦିଲେ ପ୍ରଭୁଙ୍କର କୃପା ହେବନି । ହାତରେ ଖଞ୍ଜଣି ଧରି ସ୍ୱର ର ତାଳେ ତାଳେ ଯେପରି ସେ ଗୀତ ଗାଇଛନ୍ତି ସତରେ ମନ ମୋହି ନେଉଛନ୍ତି ତାଙ୍କ ସ୍ୱର ବୋଲି କୁହାଯାଉଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।

Leave A Reply

Your email address will not be published.