Exclusive: ସନ୍ନି ଲିଓନି ମୋର ବହୁତ ପସନ୍ଦ ,ମୁଁ ହେବି ଓଡିଶାର ସନ୍ନି ଲିଓନି :ନିଶା ମହାରଣା, ଏନେଇ କଣ କହୁଛନ୍ତି ଦେଖନ୍ତୁ video ..

ଆମ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଆ ସିରିଏଲ ଜଗତ ରେ ଅନେକ ସେଲିବ୍ରେଟି ରହିଛନ୍ତି ଯେଉଁ ମାନେ ତାଙ୍କ ଅଭିନୟ ର ଯାଦୁ ରେ ଆମ ମନ କୁ କିଣି ନେଇ ଥାଆନ୍ତି | ତେବେ ସମସ୍ତ ଙ୍କର ପ୍ରାୟ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଆଉ ତାଙ୍କର ଫିଲ୍ମ କୁ ନେଇ ଆମେ ଚାତକ ଭଳି ଚାହିଁ ରହି ଥାଉ ଏବଂ ତାଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ |

ଆମ ବଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ହଟ ଅଭିନେତ୍ରୀ ମଧ୍ୟ ରହିଛନ୍ତି ଯାହାଙ୍କୁ ଟିଭି ସ୍କ୍ରିନ ରେ ଦେଖିବା ମାତ୍ରେ ଆମ ଆଖି ଲାଖି ଯାଇଥାଏ | ତେବେ ବଲିଓଡ଼ ର ସେଥି ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି ଯାହାଙ୍କ ହଟ ଲୁକ୍ସ ଆଗରେ ସବୁ ଅଭିନେତ୍ରୀ ଫିକା ପଡ଼ି ଯାଇଥାନ୍ତି | ତେବେ ଓଲିଓଡ଼ ରେ ସେଭଳି ଭାବେ ଏକ ଯୁବତୀ ତାଙ୍କ ଭଳି ହେବା ପାଇଁ ଚାହୁଁଛନ୍ତି | ତେବେ ଆସନ୍ତୁ ଏହି ଯୁବତୀ ଜଣଙ୍କ କିଏ ସେହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ସନ୍ନି ଲିଓନି ତାଙ୍କ ହଟ ଡ୍ରେସ ପିନ୍ଧିବା ଏବଂ ହଟ ଲୁକ୍ସ ଓ ଡ୍ୟାନ୍ସ କୁ ପ୍ରାୟ ସମସ୍ତ ଦର୍ଶକ ଖୁବ ପସନ୍ଦ କରି ଥାଆନ୍ତି | ସନ୍ନି ଲିଓନି ଙ୍କୁ ଅନେକ ଦର୍ଶକ ପସନ୍ଦ କରି ଥିବା ବେଳେ ତାଙ୍କୁ ନେଇ ମଧ୍ୟ ଅନେକ ଦିୱାନା ରହି ଥାଆନ୍ତି ଏବଂ ତାଙ୍କୁ ନେଇ ଅନେକ କଥା ଭାବି ମଧ୍ୟ ଥାଆନ୍ତି | ତେବେ ସେଭଳି ଭାବରେ ଓଡ଼ିଶା ରେ ମଧ୍ୟ ଏକ ସନ୍ନି ଲିଓନି ବାହାରିଛନ୍ତି ଯିଏ କି ତାଙ୍କ ଭଳି ହେବା ପାଇଁ ଚାହିଁଛନ୍ତି | ଆମ ଓଡ଼ିଶା ର ଲିସା ମହାରଣା ହେଉଛନ୍ତି ଜଣେ ହଟ କୁଇନ ଆଉ ଯିଏ କି ଏବେ ସମ୍ପୂର୍ଣ୍ଣ ଭାବେ ସନ୍ନି ଲିଓନି ଙ୍କ ପରି ହେବା ପାଇଁ ଚାହିଁଛନ୍ତି |

ତେବେ ଲିସା ଙ୍କର କହିବା କଥା କି ସେ ପିଲା ଦିନରୁ ତାଙ୍କୁ ପସନ୍ଦ କରନ୍ତି ଆଉ ସେ ସବୁବେଳେ ସନ୍ନି ଲିଅନୀ ଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି | ଆଉ ତାହା ସହିତ ସେ ଜାଣିଛନ୍ତି କି ସନ୍ନି ଲିଅନୀ ହେଉଛନ୍ତି ଜଣେ ଏଭଳି ଏକ୍ଟର ଯିଏ କି ଅନେକ ହଟ ଡାନ୍ସ କରିବା ସହିତ ପର୍ଣ୍ଣ ଭିଡ଼ିଓ ମଧ୍ୟ କରିଥାନ୍ତି |

ସନ୍ନିଲିଓନି ତାଙ୍କ ଜୀବନରେ ଆଗକୁ ଯିବା ପାଇଁ ଅନେକ ଷ୍ଟ୍ରୋଗଲ କରିଛନ୍ତି ଆଉ ସେହିଭଳି ନିଶା ମହାରଣା ମଧ୍ୟ ସେହିଭଳି ଓଡିଶା ର ସନ୍ନି ଲିଅନୀ ହେବା ପାଇଁ ଚାହୁଁଛନ୍ତି | ଆଉ ସେଥିପାଇଁ ଲୋକ ମାନେ ଯାହା ଭାବନ୍ତି ଭାବି ପାରନ୍ତି ଏଥିରେ କିଛି ଫରକ ପଡ଼ି ନ ଥାଏ ବୋଲି କହିଛନ୍ତି | ତେବେ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.