ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ? ସେ କହିଲା 311211 ତେବେ ଝିଅ ଟିର ନାମ କଣ କୁହ…

ତେବେ ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |

ପ୍ରଶ୍ନ.1:- ଛୋପା ହୋଇ ନ ଥିଲେ ବି ତାହା ବ ହି ତାହେଲେ ସେହି ବହି ର ନାଁ କଣ କୁହ?
ଉତ୍ତର :-facebook

 

ପ୍ରଶ୍ନ. 2:-ଏମିତି ବାଘ ସେ ଛାଡେନି ଘର ଖାଇନି ମଣିଷ ପିଏ ସେ କ୍ଷୀର,ମା ନ ଦେଖିଲେ ମାଉସୀ ଦେଖିଲେ କୁକୁର କୁ ତାର ପ୍ରବଳ ଡର?
ଉତ୍ତର :-ବିଲେଇ

ପ୍ରଶ୍ନ. 3:-ଜନ୍ମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଘରେ?
ଉତ୍ତର :-ଲୁଣ

ପ୍ରଶ୍ନ. 4:-ସୁଗନ୍ଧିତ ସହର କେଉଁ ସହରକୁ କୁହାଯାଇଥାଏ?
ଉତ୍ତର :-କନୋଜ

 

ପ୍ରଶ୍ନ. 5:-ଜଣେ ଭାଇ ତାର ଭଉଣୀ କୁ ଗୋଟିଏ ଫଳ ଦେଲା କହିଲା ଭୋକ ଲାଗିଲେ ଖାଇବୁ ଶୋଷ ଲାଗିଲେ ପିଇବୁ ଓ ଶୀତ କରିଲେ ଜାଳିବୁ | ତାହେଲେ ସେ ଜିନିଷ ଟି କଣ?
ଉତ୍ତର :-ନଡ଼ିଆ

 

ପ୍ରଶ୍ନ. 6:-ଗୋଟିଏ ଗୁମ୍ଫା ରେ 32 ଟି ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାର ନାମ?
ଉତ୍ତର :-ଦାନ୍ତ

ପ୍ରଶ୍ନ. 7:-ହାଲିଥାଏ କିନ୍ତୁ ଗଛ ନୁହେଁ, ଚାଲିଥାଏ କିନ୍ତୁ ଗାଡ଼ି ନୁହେଁ ଟିକି ଟିକି କରେ କିନ୍ତୁ ଘଡ଼ି ନୁହଁ ସେଇଟା କଣ?
ଉତ୍ତର :-ଟାଇପ ମେସିନ

ପ୍ରଶ୍ନ. 8:-ବାହାରେ ସବୁଜ ଭିତରେ ନାଲ,ଲତା ରେ ଫଳେ ସେ ଫଳ ଟି ଗୋଲ,କଟା ହେଲେ ହୁଏ ଖାଇ, ଖରା ଦିନେ ସିଏ ଯାହାକୁ ଯେତେ ଲୋ ଶୀତ ଦିନେ ଦିଶେ ନାହିଁ?
ଉତ୍ତର :-ତରଭୁଜ

ପ୍ରଶ୍ନ. 9-ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡିଥାଏ?
ଉତ୍ତର :-ଅଣ୍ଡା

ପ୍ରଶ୍ନ 10:-ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ସେ କହିଲା 311211 ତେବେ ଝିଅ ଟିର ନାମ କଣ?
ଉତ୍ତର :-ଆସା

Leave A Reply

Your email address will not be published.