କେଉଁ କାମ କରନ୍ତି Ollywood ହିରୋଇନ ରିୟାଙ୍କ ସ୍ବାମୀ ସୁନିଲ ?

ତେବେ ଟିଭି ମାଧ୍ୟମ ରେ ଆମେ ଅନେକ ସିନେମା ଦେଖି ଥାଉ ଯାହା ଆମର ମନରଞ୍ଜନ ପାଇଁ ହୋଇ ଥାଏ ଆଉ ଏହି ଫିଲ୍ମ ଜଗତ ରେ ଅନେକ ସେଲିବ୍ରେଟି ଭରି ହୋଇକି ରହିଛନ୍ତି | ତେବେ ସମସ୍ତ ଙ୍କର ପ୍ରିୟ କଳାକାର ମଧ୍ୟ ରହିଥାନ୍ତି ଆଉ ଏହି ଫିଲ୍ମ ଜଗତ ର ସେଲିବ୍ରେଟି ଙ୍କ ରିୟଲ ଲାଇଫ ରେ କଣ ଘଟୁଛି ନ ଘଟୁଛି ତାହା ଜାଣିବା ପାଇଁ ଲୋକେ ଖୁବ ଆଗ୍ରହ ପ୍ରକାଶ ମଧ୍ୟ କରି ଥାଆନ୍ତି | କାରଣ ସେମାନଙ୍କ ଦୁନିଆଁ ଟିକେ ଭିନ୍ନ ଧରଣ ର ହୋଇ ଥାଏ ଆଉ ପ୍ରାୟତଃ ସେମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି |

 


ଏହି ସେଲିବ୍ରେଟି ମାନେ ବିଭିନ୍ନ ଫଟୋ ଭିଡ଼ିଓ ରେ ମଜାମସ୍ତି କରି ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଯାହାକୁ ଦେଖି ଖୁବ ଖୁସି ଅନୁଭବ ହୋଇ ଥାଏ | ତେବେ ଏବେ ଏବେ ବିବାହ ର ଋତୁ ଚାଲିଛି ଆଉ ଏହି ବିବାହ ର ଋତୁ ରେ ଅନେକ ସେଲିବ୍ରେଟି ମାନେ ମଧ୍ୟ ବିବାହ କରିଛନ୍ତି | ଯାହାକି ଅନେକ ଭିଡ଼ିଓ ଆପଣ ସୋସିଆଲ ମିଡ଼ିଆ ରେ ନିହାତି ଭାବରେ ଦେଖି ଥିବେ | ସେଥି ମଧ୍ୟରୁ ଓଲିଓଡ଼ ଇଣ୍ଡଷ୍ଟ୍ରି ର ବେସ ଜଣାଶୁଣା ଅଭିନେତ୍ରୀ ରିୟା ଦେଓ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଇଛନ୍ତି ଯାହାକି ଏହି ବିବାହ ର ଖୁବ ସୁନ୍ଦର ସୁନ୍ଦର ଫଟୋ ଓ ଭିଡ଼ିଓ ଆଦି ଦେଖିବା ପାଇଁ ମିଳି ଥିଲା |

 

ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରେ ରହିଥିବା ବୟଫ୍ରେଣ୍ଡ ସୁନୀଲ ଙ୍କୁ ରିୟା ଦେଓ ବିବାହ କରିଛନ୍ତି ଆଉ ବିବାହ ପରେ ଏହି ସୁନ୍ଦର ଯୋଡ଼ି ବେସ ଖୁସିବାସ ରେ ମଧ୍ୟ ଅଛନ୍ତି | ତେବେ ରିୟା ଦେଓ ଙ୍କର ସ୍ୱାମୀ ସୁନୀଲ କଣ କାମ କରନ୍ତି ତାହା ହୁଏତ ପ୍ରାୟ କମ ଲୋକ ଜାଣି ଥିବେ | ତେବେ ଆଜି ଆମେ ଜାଣିବା କି ରିୟା ଙ୍କ ସ୍ୱାମୀ ସୁନୀଲ କଣ କରନ୍ତି | ଆମେ ଆପଣଙ୍କୁ ଜଣେଇ ଦେଉଛି କି ରିୟା ଙ୍କ ସ୍ୱାମୀ ସୁନୀଲ ଜଣେ ସଫ୍ଟଓୟାର ଇଞ୍ଜିନିଅର ଅଟନ୍ତି ଏବଂ ଏହା ସହିତ ସେ ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି | ବର୍ତ୍ତମାନ ସମୟରେ ତାଙ୍କର ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ ବିବାହ ପରେ ରିୟା ଓ ତାଙ୍କ ସ୍ୱାମୀ ସୁନୀଲ ମିଶି ମାଲଦୀପ କୁ ହନିମୁନ ପାଇଁ ମଧ୍ୟ ଯାଇ ଥିଲେ | ସେଠାରେ ତାଙ୍କର ଅନେକ ସୁନ୍ଦର ସୁନ୍ଦର ଫଟୋ ଆଦି ଦେଖିବା ପାଇଁ ମିଳି ଥିଲା | ତେବେ ଆମେ ଏହା କାମନା କରିବା ଯେ ରିୟା ଓ ସୁନୀଲ ଙ୍କର ବୈବାହିକ ଜୀବନ ବେସ ହସ ଖୁସି ରେ କଟୁ |

Leave A Reply

Your email address will not be published.