OYO ନେଲା,ଦେହ ନେଲା,ପାର୍କ ନେଲା ଓ ଏବେ କହୁଛି ମତେ ସେ ଚିହ୍ନିନି କି ଜାଣିନି,ମୁଁ ଏବେ କଣ କରିବି ,,ଦେଖନ୍ତୁ viral ଭିଡ଼ିଓ ଟିକୁ….

ଆଜିକାଲି ର ସମାଜ ଏତେ ମାତ୍ରା ରେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | କାରଣ ପ୍ରତିଦିନ ପ୍ରେମ ଘଟଣା କୁ ନେଇ ଅନେକ କିଛି ଖବର ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ | ପ୍ରେମ କେତେ ଯେ ପବିତ୍ର ସମ୍ପର୍କ ହୋଇ ଥାଏ ଆଉ ଏଥିରେ ବିଶ୍ୱାସ ଭରଷା ବୋଲି କିଛି ରହି ଥାଏ କିନ୍ତୁ ଆଜିର କିଛି ଯୁବପିଢ଼ି ଏହାକୁ କଳଙ୍କିତ କରି ସାରିଲେଣି | ପ୍ରେମ ନାଁ ରେ କେବଳ ଏଠାରେ ନିଜ ସ୍ୱାର୍ଥ ପୂରଣ କରୁଛନ୍ତି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମ କଣ ଆଉ ଆଉ ଦେଖୁ ମଧ୍ୟ ନାହାଁନ୍ତି |


ଏମିତି କି ପ୍ରେମ ରେ ସମ୍ପର୍କ କୁ ମଧ୍ୟ ଦେଖୁ ନାହାଁନ୍ତି, ଆପଣ ତ ଜାଣିଛନ୍ତି ଗୁରୁ ଓ ଶିଷ୍ୟ ର ସମ୍ପର୍କ କେତେ ଯେ ପବିତ୍ର ହୋଇ ଥାଏ ଓ ସମ୍ମାନନୀୟ ହୋଇ ଥାଏ | ଏକ ଶିଷ୍ୟ ତା ବାପା ମା ଙ୍କ ପରେ ଦ୍ୱିତୀୟ ଦେବତା ଗୁରୁ ଙ୍କୁ ହିଁ ମାନି ଥାଏ | ଆଗ କାଳରେ ଗୁରୁ ଙ୍କୁ ଦେଖିଲେ ଶିଷ୍ୟ ଡର ରେ ଲୁଚୁ ଥିଲେ କିନ୍ତୁ ଏବେ ଯୁଗ ବଦଳି ଗଲାଣି ଆଉ କିଛି କିଛି ଗୁରୁ ଅଛନ୍ତି ଯେଉଁ ମାନେ ଗୁରୁ ର ନାଁ କୁ କଳଙ୍କିତ କରି ଦେଉଛନ୍ତି | ତେବେ ସେଭଳି ଏକ ଘଟଣା ପୁଣି ସାମ୍ନା କି ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ଲଜ୍ୟା ଅନୁଭବ କରିବେ |


ତେବେ ଏକ ଯୁବତୀ ଅଭିଯୋଗ ନେଇ ଆସିଛନ୍ତି ଯାହାକି ତାଙ୍କ ଗୁରୁ ହିଁ ତାଙ୍କ ସହ ସମ୍ପର୍କ ରଖି ଏବେ ତାଙ୍କୁ ଛାଡ଼ି ଦେଇଛନ୍ତି | ତାଙ୍କ କହିବା ଅନୁଯାଇ ତାଙ୍କ ଗୁରୁ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିଲେ ଆଉ ବିବାହ ର ମିଛ ପ୍ରତିଶୃତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲେ ଶୁଇଲେ | କିନ୍ତୁ ସବୁ ସ୍ୱାର୍ଥ ହାସଲ ହେବା ପରେ ସେ ଏବେ ତାଙ୍କୁ ଧୋକା ଦେଇ ଦେଇଛନ୍ତି |

 

ଯାହାକୁ ନେଇ ଏବେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଆଉ ମିଡ଼ିଆ ସାମ୍ନା ରେ ମଧ୍ୟ କହିଛନ୍ତି | ତେବେ ଏଭଳି ଏକ ଘଟଣା ସମାଜ ପାଇଁ ଖୁବ ନିନ୍ଦନୀୟ ଅଟେ ଏବଂ ଏହା ଆଜିକାଲି ଯୁବପିଢ଼ି ଙ୍କ ଉପରେ ଖୁବ ଖରାପ ପ୍ରଭାବ ମଧ୍ୟ ପକାଇବ | ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଛି ଯାହାକୁ ଦେଖି ଅନେକ ଲୋକ ନିନ୍ଦା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.