ସମାଜସେବୀ ପ୍ରମିଳା ତ୍ରିପାଠୀ ରାସ୍ତା ଉପରେ ପ୍ରେମିଯୁଗଳ ଙ୍କର କରାଇଲେ ବାହାଘର ….ଦେଖିବାକୁ ମିଳିଲା କିଛି ଭିନ୍ନ ଦୃଶ୍ୟ…
ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।
ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।
ଆଉ କେତେ ବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣି ଶୁଣି ଖରାପ୍ ରେ ନେଉଛନ୍ତି। ଆଉ କେତେ ବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ସୁରାକ ମଧ୍ୟ ଯୋଗାଉଛି।କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ରାସ୍ତା ମଝିରେ ଯୁବକ ଓ ଯୁବତୀ ଙ୍କ ବାହାଘର।
ତେବେ ସମସ୍ତେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ଜାଣିଥିବେ। ସେ ତପସ୍ଵିନୀ, ଦୀପିକା ଏବଂ ଏମିତି ବହୁତ ଜଣଙ୍କୁ ନ୍ୟାୟ ଦେବା ଦାବିରେ ବହୁତ ଚର୍ଚ୍ଚା ରେ ଆସିଥିଲେ। ଆଉ ଏବେ ରାସ୍ତା ମଝିରେ ପ୍ରମିଳା ତ୍ରିପାଠୀ ଯୁବକ ଓ ଯୁବତୀ ଙ୍କ ବାହାଘର କରେଇ ଚର୍ଚ୍ଚା ରେ ଆସିଛନ୍ତି। ରାସ୍ତାରେ ବିବାହ ଚାଲିଥିବା ସମୟରେ ସେଠାରେ ବହୁତ ଲୋକଙ୍କ ଭିଡ଼ ଜମିଥିଲା। ଆଉ ସମସ୍ତେ ଦେଖୁଥିଲେ। ତେବେ ଘଟଣାଟି କଣ ତାହା ସ୍ପଷ୍ଟ ହୋଇ ନାହିଁ।