ବାଛନ୍ତୁ ଆପଣଙ୍କର ପସନ୍ଦର ଗୋଟିଏ ବର୍ଷ ( YEAR),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ….

ତେବେ ପ୍ରତେକ ଲୋକ ଜୀବନରେ ବେସ ହସଖୁସି ରେ ରହିବା ପାଇଁ ଚାହିଁ ଥାଏ ଆଉ ତାଙ୍କ ଭବିଷ୍ୟତ ସମ୍ପର୍କ ରେ ଜାଣିବା ପାଇଁ ଚେଷ୍ଟା କରି ଥାଆନ୍ତି | ତେବେ ଆଜି କେତୋଟି ରଙ୍ଗ ସମ୍ପର୍କ ରେ କହିବୁ ଯାହାକୁ ପସନ୍ଦ କରି ଆପଣ ନିଜ ଭବିଷ୍ୟତ କଥା ଜାଣି ପାରିବେ | ତେବେ ଏଠାରେ ନୀଳ ରଙ୍ଗ, ଲାଲ ରଙ୍ଗ ଓ ଗୋଲାପୀ ରଙ୍ଗ ରହିଛି ଏଥିରୁ ଗୋଟିଏ ରଙ୍ଗ ପସନ୍ଦ କରନ୍ତୁ ଆଉ ନିଜ ଭବିଷ୍ୟତ ସମ୍ପର୍କ ରେ ଜାଣନ୍ତୁ |

1. ନୀଳ ରଙ୍ଗ :- ତେବେ ଆପଣ ଯଦି ନୀଳ ରଙ୍ଗ କୁ ବାଛିଛନ୍ତି ତେବେ ଆପଣ ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଥାଆନ୍ତି, ଯେମିତି ସାଙ୍ଗ ସାଥି ଓ ପରିବାର ଙ୍କ କଥା ଧ୍ୟାନ ରେ ରଖି ଥାଆନ୍ତି | ଆପଣ ଙ୍କର ଜୀବନ ସାଥି ବହୁତ କଥା କହିବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଝଗଡ଼ା କରିବା ପାଇଁ ବହୁତ ଭଲ ଲାଗେ | ଆପଣଙ୍କ ଜୀବନ ସାଥି କୁ ବହୁତ ରାଗ ଆସିଥାଏ ଯାହା ଦ୍ୱାରା ସେମାନେ ତାଙ୍କ ନିଜ କଥା ଉପରେ କଣ୍ଟ୍ରୋଲ ରଖି ପାରନ୍ତି ନାହିଁ | ଆପଣଙ୍କ ଜୀବନ ସାଥି ମନ ମତିଆ ସ୍ୱଭାବ ର ଅଟନ୍ତି ଏବଂ ଅଳ୍ପ ଜିଦିଆ ସ୍ୱଭାବ ର ଅଟନ୍ତି | ଏହା ସହିତ ଆପଣଙ୍କ ଜୀବନ ସାଥି କୁ ନେଇ ଆପଣ ଖୁସି ସନ୍ଦେହ କରି ଥାଆନ୍ତି |

 

2. ଲାଲ ରଙ୍ଗ:- ଯଦି ଆପଣ ଲାଲ ରଙ୍ଗ କୁ ବାଛିଛନ୍ତି ତେବେ ଆପଣ ବ୍ୟକ୍ତିତ୍ୱ ରେ ଯାହା ସହିତ ବି ମିଶନ୍ତି ତାଙ୍କ ସହିତ ଖୁବ ଭଲ ଭାବରେ ମିଶି ଯାଆନ୍ତି | ଆପଣଙ୍କ ଜୀବନ ସାଥି ଆପଣଙ୍କ ବିଷୟରେ ସବୁବେଳେ ପ୍ରଶଂସା କରିଥାଏ କିନ୍ତୁ କେବେ ବି ଖୋଲାଖୋଲି ପ୍ରଶଂସା କରେ ନାହିଁ | ଆପଣଙ୍କ ଜୀବନ ସାଥି କୁ ମିଛ କହିବା ପସନ୍ଦ ନୁହେଁ ତାଙ୍କୁ ଯଦି ଆପଣ ସତ କଥା କହି ଦେବେ ତେବେ ସେ ଆପଣ ଙ୍କୁ କ୍ଷମା ମଧ୍ୟ କରି ପାରନ୍ତି | କିନ୍ତୁ ଯଦି ଆପଣ ତାଙ୍କୁ କୌଣସି କଥା ଲୁଚାଇ ରଖୁଛନ୍ତି ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ | ତେବେ ଏହି କାରଣ ଯୋଗୁଁ ସେ ଆପଣ ଙ୍କୁ ବହୁତ ଜଲଦି କ୍ଷମା କରି ପାରନ୍ତି ନାହିଁ |

 

3. ଗୋଲାପୀ ରଙ୍ଗ :- ଯଦି ଆପଣ ଗୋଲାପୀ ରଙ୍ଗ କୁ ବାଛିଛନ୍ତି ତେବେ ଆପଣଙ୍କ ମନ ବହୁତ ସୁନ୍ଦର ହୋଇ ଥାଏ କିନ୍ତୁ କାହା ବ୍ୟବହାର ଯୋଗୁଁ ଆପଣ ତାଙ୍କ ଠାରୁ ପୁଣି ଦୂରେଇ ମଧ୍ୟ ଯାଆନ୍ତି | ଆପଣଙ୍କ ଜୀବନ ସାଥି ଆପଣ ଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ଟିକେ ଲାଜକୁଳା ସ୍ୱଭାବ ର ଅଟେ, ଏହି କାରଣ ଯୋଗୁଁ ସେ ତାଙ୍କର ଭଲ ପାଇବା କଥା ଆପଣଙ୍କ ଆଗରେ ଖୋଲି କହି ପାରନ୍ତି ନାହିଁ | ଆପଣ ଙ୍କର ସବୁଠୁ ଭଲ ଗୁଣ ହେଉଛି ଆପଣ ଅନ୍ୟକୁ ଖୁବ ଶୀଘ୍ର ଆକର୍ଷିତ କରି ଥାଆନ୍ତି |

Leave A Reply

Your email address will not be published.