ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ନୂଆ ଭିଡିଓ ଆସିଥାଏ, ଆଉ ଯାହା ମାଧ୍ୟମରେ ଲୋକ ଅନେକ କଥା ଜାଣି ପାରିଥାନ୍ତି । ତେବେ ଆଜି କାଲି ସୋସିଆଲ ମିଡିଆର ଯୁଗ ଯୋଗୁ ଲୋକ ମାନଙ୍କର ପ୍ରତିଭା କୁ ପ୍ରକାଶ କରିବା ବା ନିଜ ପାଖରେ ଥିବା କଳା କୁ ଦେଖାଇବା ପାଇଁ କାହାର ସାହାଯ୍ୟ ଆଉ ନେବାକୁ ପଡ଼ୁନି । ତେବେ ନିଜ ପାଖରେ ଥିବା କଳା କୁ ସୋସିଆଲ ମିଡିଆରେ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି । ଆଉ ଯାହା ଫଳରେ ବହୁତ ପ୍ରସଂଶା ର ଅଧିକାରୀ ହେଇ ପାରୁଛନ୍ତି । ତେବେ ଏଠାରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଙ୍ଗନ ଦିଦିଙ୍କ ଡ୍ୟାନ୍ସ ର ଭିଡିଓ । ତାହେଲେ ସେହି ଡ୍ୟାନ୍ସ ଭିଡିଓ ଉପରେ ଟିକିଏ ନଜର ପକାଇବା ।

ତେବେ ଆମେ ଜାଣିଛୁ ସମସ୍ତଙ୍କ ପାଖରେ କିଛି ନାଁ କିଛି କଳା ରହିଛି କିନ୍ତୁ ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ପାରନ୍ତି ନାହିଁ ସମସ୍ତେ । ଆଉ ଯେଉଁଥିପାଇଁ ସେମାନଙ୍କ ପାଖରେ ଥିବା ପ୍ରତିଭା ଗୁଡିକ ସେହି ନିଜ ଭିତରେ ହିଁ ରହି ଯାଏ । ତେବେ ଆଜି କାଲି ଯୁଗ ର ବିକାଶ ଘଟିଛି । ସୋସିଆଲ ମିଡ଼ିଆର ଯୁଗରେ ସେ ନାଚ ଠାରୁ ଆରମ୍ଭ କରିକି ସବୁ କିଛି ଭାଇରାଲ କରାଯାଉଛି ସୋସିଆଲ ମିଡିଆରେ । ଆଉ ଯାହା ଯୋଗୁ ଲୋକ ମାନେ ପ୍ରସଂସାର ପାତ୍ର ହେବା ସହିତ, ବିଭିନ୍ନ ଜାଗାରେ ସୁଯୋଗ ମଧ୍ୟ ପାଉଛନ୍ତି ଯାହା ଫଳରେ ସେମାନଙ୍କର ଭବିଷ୍ୟତ ବିକାଶ ରେ ମଧ୍ୟ ତାହା ସାହାଯ୍ୟ କରୁଛି ବୋଲି କୁହାଯାଇଛି ।

ତେବେ ଏହି ଘଟଣାଟି ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳରେ। ସେ ଅଙ୍ଗନବାଡି ଦିଦି ଜଣଙ୍କ ପଢିବା ଶୈଳୀ ସମସ୍ତଙ୍କ ଛାତି ଥରାଇ ଦେଇଛି। ଆଉ ବେଳେ ବେଳେ କେଉଁଠି ଦେଖା ଯାଇଥାଏ ଯେ ଘର ଥିବ,ଶିକ୍ଷକ , ଆଉ ସବୁ ସୁବିଧା ଥାଇକି ମଧ୍ୟ ସେଠାକାର ପାଠ ପଢେଇବା ନ ଥିବ। ଆଉ କେଉଁଠି ଘର, ପାନୀୟ ଜଳ ଥିବ ହେଲେ ଶିକ୍ଷକ ନଥିବେ ଯାହା ଦ୍ୱାରା ସବୁ ପିଲା ମାନେ ପଢିବାକୁ ବଂଚିତ ହୋଇ ଥାଆନ୍ତି।କିନ୍ତୁ ଏହାରି ଭିତରେ ଏମିତି ଏକ ଭିଡ଼ିଓ ସମସ୍ତଙ୍କ ଆଖିକୁ ଚମକାଇ ଦେବ।

ଏଠାରେ ଅଙ୍ଗନବାଡି ଦିଦି ପିଲାଙ୍କୁ ପଢ଼ାଇବା ପାଇଁ ଛୁଆଙ୍କୁ ଉତ୍ସାହିତ କରୁଛନ୍ତି ଆଉ ନିଜେ ନାଚ ମାଧ୍ୟମରେ ପିଲାଙ୍କୁ ପାଠ ପଢେଇବା ସହିତ ଶିକ୍ଷା ପ୍ରଦାନ କରୁଛନ୍ତି। ଯାହା ଦ୍ୱାରା ଛୁଆ ମାନେ ପାଠ ପଢିବାକୁ ଆଗ୍ରହ ହେବେ ଏବଂ ସବୁଦିନ ପାଠ ପଢିବାକୁ ମନ ଦେବେ। ସବୁଦିନ ପିଲାଙ୍କୁ ପଢ଼ିବାକୁ ବାପା ମା ମନେ ଖୁସି ହେବେ। ଏହିପରି ସବୁ ଜାଗାରେ ଶିକ୍ଷା ଦିଆଯିବ ତେବେ ପିଲା ମାନେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ।

Leave A Reply

Your email address will not be published.