ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି ।ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ । ଆଉ ଯାହା କୁହାଯାଉଛି କି ଆମର ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା।
ଆଜି କାଲି ଦେଖିବାକୁ ମିଳୁଛି କି ଆମ ଓଡିଶା ରେ ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ମଜାଳିଆ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ସାହାଯ୍ୟ ରେ ଆମର ଜ୍ଞାନ ବଢାଇବା ସହିତ ଆମର ଜୀବନ ଉପରେ ଆଲୋଚନା କରିବେ । ତେବେ ବିଶେଷ କରିକି ଆଜି କାଲି ବିଭିନ୍ନ ପରୀକ୍ଷା ବିଷୟରେ ଆମେ ମୋବାଇଲ ରେ ମଧ୍ୟ ଅନେକ ପ୍ରଶ୍ନ ଆଉ ଉତ୍ତର ଗୁଡିକ ଜାଣିବାକୁ ପାଉଥାଉ । ତାହେଲେ ସେହି ଭଳି ପ୍ରଶ୍ନ ବିଷୟରେ ଜାଣିବା ।
୧- ତାହା କଣ ଯାହା ଗାଁ ରୁ ସହର ବୁଲିଥାଏ ,ହେଲେ ମନ୍ଦିର ଯିବାକୁ ଡରୁଥାଏ? ଉ- ଚପଲ
୨- ମଣିଷ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା? ଉ- ଖଜୁରୀ
୩- ମଶାର ଆୟୁଷ କେତେ ଦିନ? ଉ-୫୬ ଦିନ
୪- କେଉଁ ଦେଶରେ ଅଧିକ ଧନୀ ଲୋକ ଅଛନ୍ତି? ଉ- ଲଣ୍ଡନ
୫- କେଉଁ ଫଳ ଖାଇଲେ ଦାନ୍ତ ପରିଷ୍କାର ହୁଏ? ଉ- ଅମୃତଭଣ୍ଡା
୬- ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରୁହେ? ଉ- ଜିଭ
୭- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ପିଛା ଛାଡ଼ି ନଥାଏ? ଉ- ଆପଣଙ୍କ ଛାଇ
୮- ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣଙ୍କ ଘରେ ରୁହେ ମୁଁ କିଏ? ଉ- ଲୁଣ
୯- କେଉଁ ରାଜ୍ୟରେ ଅଧାର କାର୍ଡ଼ ବନାଯାଏ ନାହିଁ? ଉ- କାଶ୍ମୀର
୧୦- କେଉଁ ଦେଶର ଲୋକ ମାନେ ସାପ ଖାଇଥାନ୍ତି? ଉ- ଚୀନ
୧୧- ଭାରତର କେଉଁ ରାଜ୍ୟରେ କେବଳ ଦୁଇଟି ଜିଲ୍ଲା ରହିଛି?ଉ- ଗୋଆ
୧୨- ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ? ଉ- ଲୁଣ